ରେଲେଓ୍ଵରେ ୨୭୯୨ଟି ପଦବୀରେ ବମ୍ପର ଭର୍ତ୍ତି, ବଢିଲା ଆବେଦନ ତାରିଖ

ରେଲେଓ୍ଵରେ ଚାକିରି ପାଇବା ପାଇଁ ଯୁବପୀଢିଙ୍କ ପାଇଁ ସୁବର୍ର୍ଣ ସୁଯୋଗ। ଏଥର ପୂର୍ବ ରେଲେଓ୍ଵରେ ବମ୍ପର ଭର୍ତ୍ତି ହେବାକୁ ଯାଉଛି। ସୂଚନା ମୁତବାକ ଏହି ନିଯୁକ୍ତି ସମୁଦାୟ ୨୭୯୨ ପଦବୀରେ କରାଯିବ। ଯେଉଁ ଆଶାୟୀ ପାର୍ଥୀ ଭାରତୀୟ ରେଲସ୍ୱେରେ ନିଜର ଭବିଷ୍ୟତ କରିବାକୁ ଚାହୁଁଛନ୍ତି ତେବେ ସେହି ପାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ପଦବୀରେ ଆବେଦନ କରିବା ପାଇଁ ପୂର୍ବରୁ ୨୦ ମାର୍ଚ୍ଚ ଥିବା ବେଳେ ଏବେ ତାହା ବଢାଯାଇ ୦୪ ଏପ୍ରିଲ ୨୦୨୦ କରାଯାଇଛି।

ପଦବୀ ନାମ ଏବଂ ପଦ ସଂଖ୍ୟା

ଆକ୍ଟ ଅପରେଂଟିସ- ୨୭୯୨

railwaysଜରୁରୀ ତାରିଖ

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୦୫ ମାର୍ଚ୍ଚ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୦୪ ଏପ୍ରିଲ ୨୦୨୦

ବୟସ ସୀମା

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନୁନ୍ୟତମ ବୟସ ସୀମା ୧୫ ବର୍ଷ ଏବଂ ଅଧିକତମ ବୟସ ସୀମା ୨୪ ବର୍ଷନିର୍ଦ୍ଦାରିତ କରାଯାଇଛି।

railwayଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ନୁନ୍ୟତମ ଶିକ୍ଷାଗତ ଯୋଗ୍ୟତା ୧୦ମ ପାସ୍‌ ହୋଇଥିବା ଆବଶ୍ୟକ।

ଆବେଦନ ପ୍ରକ୍ରିୟା

ଆବେଦନ ପ୍ରକ୍ରିୟା ଜାରି କରାଯାଇଥିବା ସୁଚନା ଅନୁଯାୟୀ ଶେଷ ତାରିଖ ପୂର୍ବରୁ ପୂରଣ କରନ୍ତୁ।

ଚୟନ ପ୍ରକ୍ରିୟା

ଆବେଦନକାରୀଙ୍କ ଚୟନ ମେରିଟ୍‌ ଆଧାରରେ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.