NFR ରେ ଖାଲି ପଡିଛି ୪ହଜାରରୁ ଅଧିକ ପଦବୀ, ଜଲଦି କରନ୍ତୁ ଆବେଦନ

ରେଲେଓ୍ଵରେ ଚାକିରି କରିବାର ସ୍ୱପ୍ନ ଦେଖୁଥିବା ଯୁବପିଢୀଙ୍କ ପାଇଁ NFR ରେ ନିଯୁକ୍ତି ଜାରି। ସୂଚନା ମୁତାବକ ୪୦୦୦ୁ ଅଧିକ ପଦବୀରେ ନିଯୁକ୍ତି ପ୍ରକାଶ ପାଇଛି। ଯୋଗ୍ୟ ଆବେଦନକାରୀ ଏହି ଚାକିରିରେ ନିଯୁକ୍ତି ଚାହୁଁଥିଲେ ଏନଏଫଆରର େଓ୍ଵବସାଇଟ୍‌ ଜରିଆରେ ପଞ୍ଜିକରଣ କରିପାରିବେ।

ବୟସ ସୀମା:

ଏହି ପଦବୀରେ ଆବେଦନ କରିବା ପାଇଁ ଆବେଦନକାରୀଙ୍କ ନ୍ୟୁନତମ ବୟସ ସୀମା ୧୫ ବର୍ଷ ଏବଂ ଅଧିକତମ ବୟସ ସୀମା ୨୪ ବର୍ଷ ନିର୍ଦ୍ଦାରିତ କରାଯାଇଛି।

train jobଶିକ୍ଷାଗତ ଯୋଗ୍ୟତା:

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗି ଯୋଗ୍ୟତା କୌଣସି ମାନ୍ୟତା ପ୍ରାପ୍ତ ବୋର୍ଡରୁ ୧୦ମ ଏବଂ ଦ୍ୱାଦଶ ଶ୍ରେଣୀରେ ୫୦ ପ୍ରତିଶତ ଅଙ୍କ ସହ ଉତିର୍ଣ୍ଣ ହୋଇଥିବା ଆବଶ୍ୟକ।

ପଦବୀ ନାମ ଏବଂ ପଦ ସଂଖ୍ୟା:

ଆକ୍ଟ ଅପରେଂଟିସ: ୪୪୯୯ ପଦ

ଜରୁରୀ ତାରିଖ:

ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ: ୧୬ ଅଗଷ୍ଟ ୨୦୨୦

ଆବେଦନ ପତ୍ର ଜମା କରିବାର ଶେଷ ତାରିଖ: ୧୫ ସେପ୍ଟେମ୍ବର ୨୦୨୦

job applyଆବେଦନ ପ୍ରକ୍ରିୟା:

ଆବେଦନ କରିବା ପୂର୍ବରୁ ଆବେଦନକାରୀ ପ୍ରଥମେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ଏହାପରେ ସମସ୍ତ ସୂଚନା ସମ୍ପର୍କରେ ଅବଗତ ହେବା ପରେ ୧୫ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ମେରିଟ୍‌ ଆଧାରରେ ଚୟନ କରାଯିବ।

Leave A Reply

Your email address will not be published.