ଆପଣଙ୍କ ପାଖରେ ଏହି ଯୋଗ୍ଯତା ରହିଛି କି? ତେବେ SAILରେ ନିଯୁକ୍ତି ପାଇଁ ଜଲଦି କରନ୍ତୁ ଆବେଦନ

ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡରେ ସରକାରୀ ଚାକିରି ପାଇବାର ସବୁର୍ଣ୍ଣ ସୁଯୋଗ। SAILରେ ଆରଏଚଓଏସ, ରେଜିଷ୍ଟର ଏବଂ ସିନିୟର ରେଜିଷ୍ଟରର ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ପଦବୀରେ ନିଯୁକ୍ତି ଚାହୁଁଥିବା ଆବେଦନକାରୀଙ୍କୁ ଆସନ୍ତା ଅଗଷ୍ଟ ୩୧ରେ ଥିବା ସାକ୍ଷାତକାରରେ ସାମିଲ ହେବାକୁ ପଡିବ।

ପଦବୀ ନାମ:

ଆରଏଚଓଏସ, ରେଜିଷ୍ଟର ଏବଂ ସିନିୟର ରେଜିଷ୍ଟର

ବୟସ ସୀମା:

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ୩୦ ଏବଂ ୩୫ ବର୍ଷ ନିର୍ଦ୍ଦାରିତ କରାଯାଇଛି।

sailମହତ୍ତ୍ବପୂର୍ଣ୍ଣ ତାରିଖ:

ସାକ୍ଷାତକାର ତାରିଖ: ୩୧ ଅଗଷ୍ଟ ୨୦୨୦

ଆବେଦନ ପ୍ରକ୍ରିୟା:

ଆବେଦନକାରୀ ସର୍ବପ୍ରଥମେ ଅଧିକାରୀକ ୱେବସାଇଟ୍ ରେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢନ୍ତୁ। ଏହାପରେ ଜାରି କରାଯାଇଥିବା ନିର୍ଦେଶ ଅସନୁଯାୟୀ ସାକ୍ଷାତକାର ପାଇଁ ଉପଯୁକ୍ତ ସ୍ଥାନରେ ପହଞ୍ଚନ୍ତୁ।

ଚୟନ ପ୍ରକ୍ରିୟା:

ଆବେଦନକାରୀଙ୍କୁ ସାକ୍ଷାତକାର ମାଧ୍ଯମରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.