ଦ୍ବାଦଶ ପାସ୍ କରିଛନ୍ତି ? ପାଆନ୍ତୁ ସରକାରୀ ଚାକିରି, ଏଠାରେ କରନ୍ତୁ ଆବେଦନ

ଆପଣ ଦ୍ବାଦଶ ପାସ୍ କରିଛନ୍ତି କି ? ଯଦି ହଁ, ତେବେ ଆପଣଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣଙ୍କ ପାଇଁ କନ୍ଦ୍ରେ ସରକାର ବିଭାଗରେ ଚାକିରି ପାଇବାର ସୁଯୋଗ। କର୍ମଚାରୀ ଚୟନ ଆୟୋଗ କମ୍ବାଇଣ୍ଡ ହାଏର ସେକେଣ୍ଡାରୀ ଲେବଲ ପରୀକ୍ଷା ୨୦୨୦(CHSL) ପାଇଁ ନୋଟିଫିକେସନ ଜାରି କରାଯାଇଛି। ଏଥିପାଇଁ ଅଧିକାରକ ୱେବସାଇଟ ssc.nic.inକୁ ଯାଇ ଆବେଦନ ପ୍ରକ୍ରିୟା ଆରମ୍ଭ କରିପାରିବେ।

ପଦବୀ ବିବରଣୀ:

ଲୋଏର ଡିଭିଜନ କ୍ଲର୍କ
ଜୁନିଆର ସେକ୍ରିଟେରିଏଟ ଆସିଷ୍ଟାଣ୍ଟ
ପୋଷ୍ଟାଲ ଆସିଷ୍ଟାଣ୍ଟ
ସେଟିଂ ଆସିଷ୍ଟାଣ୍ଟ
ଡାଟା ଏଣ୍ଟ୍ରି ଅପରେଟର୍ସ

ssc

ଶିକ୍ଷାଗତ ଯୋଗ୍ଯତା: ଦେଶରେ କୌଣସି ବୋର୍ଡରୁ ଦ୍ବାଦଶ ପାସ୍ କରିଥିବା ଆବଶ୍ଯକ।

ଆବେଦନ ଶୁଳ୍କ: ମହିଳା ଆବେଦନକାରୀ, ଦିବ୍ଯାଙ୍ଗ, ଏସସି, ଏସିଟି ଏବଂ ପୂବର୍ତନ କର୍ମଚାରୀଙ୍କ ପାଇଁ ଆବେଦନ ଶୁଳ୍କ ନାହିଁ। ଅନ୍ଯ ପ୍ରାର୍ଥୀ ୧୦୦ ଟଙ୍କା ଶୁଳ୍କ ଦେବାକୁ ହେବ।

ଗୁରୁତ୍ବପୂର୍ଣ୍ଣ ତାରିଖ: ଅନଲାଇନ ଆବେଦନ କରିବାର ପ୍ରାରମ୍ଭିକ ତାରିଖ ୬ ନଭେମ୍ବର ରହିଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ଡିସେମ୍ବର ରହିଛି। ଅନଲାଇନ ଫିସ୍ ପେମେଣ୍ଟ କରିବାର ତାରିଖ ୧୭ ଡିସେମ୍ବର ରହିଛି। ଚାଲାଣ କାଟିବାର ଶେଷ ତାରିଖ ୨୧ ଡିସେମ୍ବର ରହିଛି।

ବୟସ ସୀମା: ୧୮ ବର୍ଷରୁ ୨୭ ବର୍ଷ ପର୍ଯ୍ଯନ୍ତ ଯୁବକ ଏହି ପଦବୀ ପାଇଁ ଯୋଗ୍ଯ ପ୍ରାର୍ଥୀ।

ଅଧିକ ବିବରଣୀ ପାଇଁ ଏଠାରେ କ୍ଲିକ କରନ୍ତୁ…

https://ssc.nic.in/?_ga=2.187974376.1582946960.1605331701-879480595.1604287319

https://ssc.nic.in/SSCFileServer/PortalManagement/UploadedFiles/Notice_chsl_06112020.pdf?_ga=2.187974376.1582946960.1605331701-879480595.1604287319

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.