SSC ନିଯୁକ୍ତି ପାଇଁ ୨୩୦୦୦ ପଦବୀ ଖାଲି, ଜାଣନ୍ତୁ ଆବେଦନର ଶେଷ ତାରିଖ
ବିହାରରେ ସରକାରୀ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ବିହାର ଷ୍ଟାପ୍ ସିଲେକ୍ସନ୍ କମିଶନBSSC ଦ୍ବିତୀୟ ଆନ୍ତଃ-ସ୍ତରୀୟ ଭର୍ତ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି । ଶେଷ ତାରିଖ ପୂର୍ବରୁ ଆବେଦନକାରୀ ଆବେଦନ ପ୍ରକ୍ରିୟା ସମାପ୍ତ କରିଥିବା ଆବଶ୍ୟକ । ଅଧିକ…