Below header

ଭାରତୀୟ ସେନାରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ, ସମୟ ସରିବା ପୂର୍ବରୁ ତୁରନ୍ତ କରନ୍ତୁ ଆବେଦନ

Indian Army Recruitment 2022 : ଭାରତୀୟ ସେନାରେ ସର୍ଟ ସର୍ଭିସ କମିସନର ଅନେକ ପଦରେ ଭର୍ତ୍ତି ପାଇଁ ଆବେଦନ କରାଯିବାକୁ ନୋଟିଫିକେସନ୍‌ ଜାରି କରାଯାଇଛି। ଆଶାୟୀ ପ୍ରାର୍ଥୀ ଏହାର ଅଫିସିଆଲ େଓ୍ଵବସାଇଟ joinindianarmy.nic.inରେ ଭିଜିଟ୍‌ କରି ଏହି ଭର୍ତ୍ତି ପାଇଁ ଆବେଦନ କରିପାରିବେ। ଏହି ଭର୍ତ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ, ୨୦୨୨। ମୋଟ ୧୯୧ ପଦ ପାଇଁ ଭାରତୀୟ ସେନାରେ ଭର୍ତ୍ତି କରାଯାଉଛି। ତେବେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଅଧିକ କିଛି ବିବରଣୀ ପାଇଁ ନୋଟିଫିକେସନ୍‌ ଦେଖିପାରିବେ।

ପଦ ବିବରଣୀ

SSC Tech ପୁରୁଷ ୫୯ତମ କୋର୍ସ – ୧୭୫ ପଦ
SSC Tech ମହିଳା ୩୦ତମ କୋର୍ସ – ୧୪ ପଦ
ଅନ୍ୟ – ୨ ପଦ

ଏପରି କରନ୍ତୁ ଆପ୍ଲାଏ

ଷ୍ଟେପ ୧ : ଇଣ୍ଡିଆନ୍‌ ଆର୍ମିର ଅଫିସିଆଲ େଓ୍ଵବସାଇଟ joinindianarmy.nic.inକୁ ଯାଆନ୍ତୁ।
ଷ୍ଟେପ ୨ : ଏବେ ସ୍କ୍ରୀନ ଉପରେ ଦେଖାଯାଉଥିିବା ରେଜିଷ୍ଟ୍ରେସନ/ଲଗଇନ ବଟନ ଉପରେ କ୍ଲିକ କରନ୍ତୁ।
ଷ୍ଟେପ ୩ : ନିଜର ଆବେଦନ ଫର୍ମ ଭରନ୍ତୁ ଏବଂ ସବମିଟ୍‌ କରିଦିଅନ୍ତୁ।
ଷ୍ଟେପ ୪ : ଫର୍ମ ଡାଉନଲୋଡ କରନ୍ତୁ ଏବଂ ଏହାର ଏକ ପ୍ରିଣ୍ଟଆଉଟ୍‌ ଡାଉନଲୋଡ କରି ରଖନ୍ତୁ।

ଭାରତୀୟ ସେନାରେ ଭର୍ତ୍ତି ପାଇଁ ନିର୍ଦ୍ଧିରିତ ଶିକ୍ଷାଗତ ଯୋଗ୍ୟତା,ବୟସ ସୀମା ସମେତ ଅନ୍ୟ ସମସ୍ତ ବିବରଣୀ ଆପଣ ଏହାର ଅଫିସିଆଲ େଓ୍ଵବସାଇଟରୁ ନୋଟିଫିକେସନରେ ଚେକ କରିପାରିବେ। ତେବେ ଧ୍ୟାନରେ ରଖିବେ ଯେ ଆବେଦନ କରିବାର ଶେଷ ତାରିଖ ୦୬ ଏପ୍ରିଲ ୨୦୨୨ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.