Below header

HAL ରେ ନିଯୁକ୍ତି ସୁଯୋଗ, ଜଲଦି କରନ୍ତୁ ଆବେଦନ

ଆଜିକାଲି ଚାକିରି ଖଣ୍ଡେ ପାଇବାକୁ ଯୁବପିଢି ବହୁତ ଚେଷ୍ଟା କରୁଛନ୍ତି। ଏମିତି ସ୍ଥଳେ ଆପଣଙ୍କ ପାଇଁ ରହିଛିସୁବର୍ଣ୍ଣ ସୁଯୋଗ। ଆପଣ ଚାକିରି କରିବାକୁ ଇଚ୍ଛୁକ, ତେବେ ଜଲଦି କରନ୍ତୁ। ହିନ୍ଦୁସ୍ଥାନ ଏଣ୍ଟିବାୟୋଟିକ୍ସ ଲିମିଟେଡ୍‌ ଦ୍ୱାରା ମାର୍କେଟିଂ ଅଧିକାରୀ ପଦବୀର ଭର୍ତ୍ତି ହେଉଛି। ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ ପ୍ରଥମେ କମ୍ପାନୀର ଅଧିସୂଚନା ପଢି ଆବେଦନ କରିପାରିବେ। ଆସନ୍ତୁ ଜାଣିବା ସଂପୂର୍ଣ୍ଣ ବିବରଣୀ…

ପଦବୀ : ମାର୍କେଟିଂ ଅଫିସର(୦୫)

ଆବେଦନ କରିବାର ଶେଷ ତାରିଖ : ଜୁନ ୧୩, ୨୦୨୦

ବୟସ ସୀମା : ଯୋଗ୍ୟ ପ୍ରାର୍ଥୀଙ୍କ ସର୍ବାଧିକ ବୟସ ୩୫ ବର୍ଷ ହୋଇଥିବା ଆବଶ୍ୟକ।

aa

ଆବେଦନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀ ଆବେଦନ ପ୍ରକ୍ରିୟା ସଂପୂର୍ଣ୍ଣ କରିବା ପରେ ଅଧିକାରିକ େଓ୍ଵବସାଇଟକୁ ଯାଇ ଡାଉନଲୋଡ କରି ଭଲ ଭାବେ ପଢନ୍ତୁ ଏବଂ ଦିନଆଯାଇଥିବା ନିର୍ଦ୍ଦେଶ ଅନୁଯାୟୀ ଆବେଦନ କରନ୍ତୁ।

ଚୟନ ପ୍ରକ୍ରିୟା : ଯୋଗ୍ୟ ପ୍ରାର୍ଥୀଙ୍କ ଚୟନ ଲିଖିତ ପରୀକ୍ଷା ଆଧାରରେ ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.