Below header

ଆଜିଠୁ ଆରମ୍ଭ ହେଉଛି Redmi note 9 pro Max ସେଲ, ଫୋନ କିଣନ୍ତୁ ପାଆନ୍ତୁ ଡବଲ ଡାଟା ବେନିଫିଟ

Redmi note 9 pro Maxକିଣିବାର ଏକ ସାନଦାର ମୌକା ଆପଣଙ୍କ ପାଇଁ ଆସିଛି । କମ୍ପାନୀର ଏହି ଲୋକପ୍ରିୟ ଫୋନର ସେଲ ଅପରାହ୍ନ ୧୨ ଟାରୁ ଆରମ୍ଭ ହେବ ।ଏହାକୁ ଗ୍ରାହକ ମାନେ ଆମାଜନ ଇଣ୍ଡିଆ କିମ୍ବା mi.com ସାଇଟରୁ କିଣିପାରିବେ । କହିରଖିବା ଉଚିତ ହେବକି Redmi note 9 ସିରିଜର ଏହା ହେଉଛି ସବୁଠାରୁ ଲୋକପ୍ରିୟ ଫୋନ । ଆଜିର ସେଲରେ କମ୍ପାନୀ ତରଫରୁ ୟୁଜର୍ସ ମାନଙ୍କୁ ଆକର୍ଷକ ଅଫର ମାନ ଦିଆଯାଉଛି । ଏହି ଫୋନରେ ଗ୍ରାହକ ମାନଙ୍କୁ ୮ ଜିବି ପର୍ଯ୍ୟନ୍ତର ରାମ ସମେତ ୧୨୮ ଜିବି ପର୍ଯ୍ୟନ୍ତର ଇଣ୍ଟରନାଲ ଷ୍ଟୋରେଜ ଫ୍ୟାସିଲିଟି ମିଳିପାରିବ । ଏହାର ଦର କମ୍ପାନୀ ତରଫରୁ ୧୬,୪୯୯ ଟଙ୍କା ରଖାଯାଇଛି । ଏହି ଫୋନ କ୍ରୟ ଉପରେ ୟୁଜର୍ସ ମାନଙ୍କୁ ୨୯୮ ଟଙ୍କା ୩୯୮ ଟଙ୍କା ରିଚାର୍ଜ ଉପରେ ଡବଲ ଡାଟା ବେନିଫିଟ ଅଫର ମିଳିପାରିବ ।

redmi new କଣ ରହିଛି ସ୍ପେସିଫିକେସନ:

କମ୍ପାନୀର ଏହି ଏହି ଫୋନରେ ୧୦୮୦ X ୨୪୦୦ ପିକସଲ ରିଜୋଲୁସନ ସହ ୬.୬୭ ଇଂଚର ଫୁଲ ଏଚଡ଼ି +ips ଡିଷ୍ପ୍ଲେ ସୁବିଧା ମିଳିପାରିବ । ୨୦:୯ ଆସପେକ୍ଟ ରାସିଓ ସହ ଏହି ଫୋନରେ ୮ ଜିବି ପର୍ଯ୍ୟନ୍ତର ସ୍ନାପଡ୍ରାଗନ ସୁବିଧା ମିଳିପାରିବ । ଫଟୋ ଗ୍ରାଫି ପାଇଁ ଏହି ଫୋନରେ ୟୁଜର୍ସଙ୍କୁ କ୍ୱାଡ କ୍ୟାମେରା ସେଟ ଅପର ସୁବିଧା ବି ମିଳିପାରିବ । ଏଥିରେ ୬୪ ମେଗା ପିକଶାଲ ପ୍ରାଇମେରୀ ଲେନ୍ସ ସମେତ 8 ମେଗା ପିକସାଲ ସେକେଣ୍ଡାରୀ ଲେନ୍ସ ଓ ୫ ମେଗା ପିକସାଲ ମେକ୍ର ସୁଟର ଓ ଏକ ୨ ମେଗା ପିକସଲର ଡେ଼ପଥ ସେନ୍ସର ସୁବିଧା ବି ଦିଆଯାଇଛି । ଏହାବାଦ ଏହି ଫୋନରେ ୩୨ ମେଗାପିକସଲ କ୍ୟାମେରା ସୁବିଧା ବି ମିଳିପାରିବ । ଏସବୁ ସହ ଏହି ଫୋନରେ ୫,୦୨୦ mAh ବ୍ୟାଟେରୀ ସହ ୩୩ ବାଟ ଫାଷ୍ଟ ଚରଜିଙ୍ଗ ସପୋର୍ଟ ବି ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.