ପୁଣି ବଢିଲା ଘରୋଇ LPG ଗ୍ୟାସ୍ ସିଲିଣ୍ଡର ଦର, ଆଜିଠାରୁ ଲାଗୁ

ନୂଆଦିଲ୍ଲୀ: ଖାଉଟିଙ୍କ ଉପରେ ମହଙ୍ଗା ମାଡ଼। ପୁଣି ବଢିଲା ଘରୋଇ LPG ଗ୍ୟାସ ସିଲିଣ୍ଡର ଦର। ୧୪.୨ କେଜି ଗ୍ୟାସ ସିଲିଣ୍ଡର ୫୦ ଟଙ୍କା ବଢିଛି। ଆଜିଠାରୁ ଏହି ନୂଆ ଦର ଲାଗୁ ହୋଇଛି। ୫ ଲିଟର ସିଲିଣ୍ଡର ପିଛା ୧୮ଟଙ୍କା ବଢିଥିବାବେଳେ ୧୯ ଲିଟର କମର୍ସିଆଲ ସିଲିଣ୍ଡର ପିଛା ୮ଟଙ୍କା ୫୦ ପଇସା ବଢିଛି ।

ସିଲିଣ୍ଡର ପିଛା ୫୦ଟଙ୍କା ବଢିବା ପରେ ଭୁବନେଶ୍ୱରରେ ଘରୋଇ LPG ସିଲିଣ୍ଡର ୧୦୨୯ ଓ ଦିଲ୍ଲୀରେ ୧୦୫୩ ଟଙ୍କାରେ ଉପଲବ୍ଧ ହେବ । ଏହା ପୂର୍ବରୁ ମେ ମାସରେ ଘରୋଇ ଗ୍ୟାସ ଦର ୫୦ ଟଙ୍କା ବଢିଥିଲା। ଫଳରେ ସିଲିଣ୍ଡର ପିଛା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.