Below header

ଭାରତୀୟ ନୌସେନାରେ ଦମଦାର୍ ଭର୍ତ୍ତି, ଦ୍ବାଦଶ ପାସ୍ ଜଲଦି କରନ୍ତୁ ଆବେଦନ

ଭାରତୀୟ ନୌସେନା ୨୭୦୦ ନାବିକ (AA & SSR) ପଦ ପାଇଁ ବିଜ୍ଞପ୍ତି ବାହାର କରିଛନ୍ତି। ଯେଉଁ ଆଶାୟୀ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନର ଶେଷ ତାରିଖ ପୂର୍ବରୁ ପୂରା କରନ୍ତୁ।

ପଦର ବିବରଣୀ

ପଦର ନାମ –ନାବିକ (AA & SSR)

ପଦ ସଂଖ୍ୟା -୨୭୦୦

ମହତ୍ତ୍ବପୂର୍ଣ୍ଣ ତିଥି

-ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭ ତିଥି – ୨୮ ଜୁନ, ୨୦୧୯

-ଆବେଦନ ପତ୍ର ଜମା କରିବାର ଶେଷ ତାରିଖ – ୧୦ ଜୁଲାଇ, ୨୦୧୯

ଶିକ୍ଷାଗତ ଯୋଗ୍ୟତା

ଆଶାୟୀଙ୍କ ନ୍ୟୁନତମ ଶୈକ୍ଷିକ ଯୋଗ୍ୟତା ଦ୍ବାଦଶ ପାସ ଆବଶ୍ୟକ ଅଟେ। ଶିକ୍ଷାଗତ ଯୋଗ୍ୟତା ସମ୍ବଦ୍ଧିତ ଅଧିକ ସୂଚନା ପାଇଁ ନୋଟିଫିକେସନ ପଢ଼ନ୍ତୁ।

ବୟସ ସୀମା

ଆଶାୟୀଙ୍କ ବୟସ ସୀମା ଭାରତୀୟ ନୌସେନା ନିୟମାନୁସାରେ ନିର୍ଦ୍ଧାରିତ ଅଟେ।

ଆବେଦନ ପ୍ରକ୍ରୀୟା

ସମସ୍ତ ଆଶାୟୀ ଅଫିସିଆଲ ୱେବସାଇଟରେ ୨୮ ଜୁନ ରୁ ୧୦ ଜୁଲାଇ, ୨୦୧୯ ପର୍ଯ୍ୟନ୍ତ ଅନଲାଇନ ଆବେଦନ କରିପାରିବେ। ଆବେଦନ ପତ୍ର ଜମା କରିବା ପୂର୍ବରୁ ଅଶାୟୀ ଅଫିସିଆଲ ୱେବବସାଇଟକୁ ଯାଆନ୍ତୁ ଏବଂ ନୋଟିଫିକେସନ ପଢ଼ି ଦିଆଯାଇଥିବା ନିୟମର ପାଳନ କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.