NTPC ରେ ଚାକିରି ଚାହୁଁଛନ୍ତି କି? ଜଲଦି କରନ୍ତୁ ଆବେଦନ

ନ୍ୟାସନାଲ ଥର୍ମାଲ ପାୱାର କର୍ପୋରେସନ ଲିମିଟେଡ(NTPC)ରେ ଖଣି ଖାଦାନ ଅନୁସନ୍ଧାନକାରୀ ଏବଂ ଉତ୍ଖନନ ପ୍ରମୁଖ ସମେତ ଅନେକ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଶିକ୍ଷାଗତ ଯୋଗ୍ୟତା

ଆବେଦନକାରୀଙ୍କ ନ୍ୟୁନତମ ଶିକ୍ଷାଗତ ଯୋଗ୍ୟତା ପଦବୀ ଅନୁଯାୟୀ ଭିନ୍ନ ଭିନ୍ନ ନିର୍ଧାରିତ କରାଯାଇଛି।

ବୟସ ସୀମା

ଆବେଦନକାରୀଙ୍କ ଅଧିକତମ ବୟସ ସୀମା ପଦବୀ ଅନୁଯାୟୀ ୩୭, ୪୨ ଏବଂ ୫୨ ନିର୍ଧାରିତ କରାଯାଇଛି।

ଜରୁରୀ ତାରିଖ

ଅନଲାଇନ ଆବେଦନ ପତ୍ର ଜମା କରିବାର ପ୍ରାରମ୍ଭିକ ତାରିଖ : ୦୨ ଜୁନ ୨୦୨୦

ଅନଲାଇନ ଆବେଦନ ପତ୍ର ଜମା କରିବାର ଶେଷ ତାରିଖ : ୨୨ ଜୁନ ୨୦୨୦

ପଦବୀ ନାମ ଏବଂ ପଦ ସଂଖ୍ୟା

207 engineering executive trainees to be hired for NTPC ...

ଉତ୍ଖନନ ପ୍ରମୁଖ/ଏଗ୍ଗଜିକ୍ୟୁଟିଭ : ୨ ପଦ

ଏଗ୍ଗଜିକ୍ୟୁଟିଭ (ଖଦାନଯୋଜନା-ଆରକ୍ୟୁପି) : ୨ ପଦ

ଖଦାନ ସର୍ଭେକ୍ଷକ ପ୍ରମୁଖ : ୧ ପଦ

ସହାୟକ ଖଦାନ ସର୍ଭେକ୍ଷକ/ଖଦାନ ସର୍ଭେକ୍ଷକ : ୧୮ ପଦ

ଆବେଦନ ପ୍ରକ୍ରିୟା

ଆବେଦନକାରୀ ସର୍ବପ୍ରଥମେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀକ ୱେବସାଇଟରେ ଜାରି କରାଯାଇଥିବା ସୂଚନାକୁ ଡାଉନଲୋଡ କରନ୍ତୁ। ଏହାପରେ ଜାରି କରାଯାଇଥିବା ସୂଚନାକୁ ଭଲଭାବେ ପଢିବା ପରେ ଆବେଦନ ପ୍ରକ୍ରିୟା ପୂରଣ କରନ୍ତୁ। ବିଶେଷ ରୂପେ ଆବେଦନ କରିବା ସମୟରେ ଯେପରି କୌଣସି ତ୍ରୁଟି ନରହେ ସେଥିପ୍ରତି ଧ୍ୟାନ ରଖିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.