ଘଣ୍ଟାକୁ ରୋଜଗାର କରିପାରିବେ ୮୫୦ ଟଙ୍କା, ସୁଯୋଗ ହାତଛଡା କରନ୍ତୁ ନାହିଁ ଜଲଦି କରନ୍ତୁ ଆବେଦନ

ଆପଣ ଯଦି ସରକାରୀ ଚାକିରି କରିବା ପାଇଁ ଇଚ୍ଛୁକ, ତେବେ ଜଲଦି କରିନିଅନ୍ତୁ ଆବେଦନ। ଆପଣଙ୍କ ପାଇଁ ରହିଛି ସୁବର୍ଣ୍ଣ ସୁଯୋଗ। ଭାରତୀୟ ରିଜର୍ଭ ବ୍ୟାଙ୍କ(RBI) ଦ୍ୱାରା Bank Medical Consultant ପଦବୀରେ ଜଲଦି କରନ୍ତୁ ଆବେଦନ। ଏହିସରକାରୀ ଚାକିରି ପାଇବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟକୁ ଯାଇ ନୋଟିଫିକେସ୍‌ ଦେଖିନିଅନ୍ତୁ। ଏହି ଚାକିରି ଜରିଆରେ ଆପଣ ଘଣ୍ଟାକୁ ୮୫୦ ଟଙ୍କା ରୋଜଗାର କରିପାରିବେ। ଆଜି ହିଁ ଆବେଦନ କରିନିଅନ୍ତୁ।

ଶିକ୍ଷାଗତ ଯୋଗ୍ୟତା – MBBS, Master Degree

ପଦବୀ ସଂଖ୍ୟା : ୫

ପଦବୀ ନାମ : Bank Medical Consultant

ଆବେଦନ କରିବାର ଅନ୍ତିମ ତାରିଖ : ୮ ନଭେମ୍ବର ରାତି ୧୨ଟା

ବୟସ ସୀମା : ସର୍ବାଧିକ ୩୦ ବର୍ଷ

ବି:ଦ୍ର; ଏହି ପଦବୀରେ ଆବେଦନ କରିବା ପାଇଁ କୌଣସି ଶୁଳ୍କ ଦେବାକୁ ପଡିବ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.