ଇ-କମର୍ସ ପ୍ଲାଟଫର୍ମରେ ବିକ୍ରି ହେଲା ରିମୋଟରେ ଚାଲୁଥିବା ଓ୍ଵାୟରଲେସ ସେଲିଂ ଫ୍ୟାନ, ଶସ୍ତାରେ କିଣନ୍ତୁ..

ଗରମ ଦିନରେ ଅନଲାଇନ ପ୍ଲାଟଫର୍ମରେ ଅନେକ ପ୍ରକାର ପ୍ରଡକ୍ଟ ମିଳୁଛି। ଯାହାଦ୍ୱାରା ଆପଣ ଗରମରୁ ରକ୍ଷା ପାଇପାରିବେ। ଆଜି ଆମେ ଆପଣଙ୍କୁ ସେହି ସବୁ ସେଲିଂ ପଙ୍ଖା ଉପରେ ଅଫର୍ସ ସମ୍ପର୍କରେ କହିବୁ। ଯାହା କେବଳ ରିମୋଟ ମାଧ୍ୟମରେ କାମ କରେ।

Longway Creta p1 1200mm :
ଏହାର 1200mmର ତିନୋଟି ବ୍ଲେଡ ରଖାଯାଇଛି। ଏଥିରେ ୩ ସ୍ପଡ ସେଟିଙ୍ଗସ୍‌ ମିଳିବ। ୩୭୮୧ ଟଙ୍କା ବଦଳରେ ଆପଣ ଏହି ଫ୍ୟାନକୁ କେବଳ ୧,୯୯୯ ଟଙ୍କାରେ କିଣିପାରିବେ। ଯଦି ଆପଣ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରେ କିଣୁଛନ୍ତି ତେବେ ଆପଣ ୧୦୦ ଟଙ୍କାର ଡିସକାଉଣ୍ଟ ପାଇବେ।

Stardom dee cee Wireless :
ଓ୍ଵାୟରଲେସ୍‌ ରିମୋଟରେ ଅପରେଟ ହେଉଥିବା ଏହି ସେଲିଂ ଫ୍ୟାନରେ 6000mm ର ୪ଟି ବ୍ଲେଡ ଲଗାଯାଇଛି। ଏହାକୁ ୨,୪୯୯ ଟଙ୍କା ବଦଳରେ ଆପଣ ମାତ୍ର ୧୮୬୯ ଟଙ୍କାରେ କିଣିପାରିବେ।ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରେ କିଣୁଛନ୍ତି ତେବେ ଆପଣ ୧୦୨ ଟଙ୍କା ଡିସକାଉଣ୍ଟ ପାଇବେ।

Jones Crystal P1 1200mm:
1200mmର ୩ ଟି ବ୍ଲେଡ ଅଛି । ଏହି ସେଲିଂ ଫୋନ ରିମୋଟ ଦ୍ୱାରା କଣ୍ଟ୍ରୋଲ ହେବ। ଏହାକୁ ଆପଣ ୩,୭୮୨ ଟଙ୍କା ବଦଳରେ ମାତ୍ର ୧୯୯୯ ଟଙ୍କାରେ କିଣିପାରିବେ। ଯଦି ଆପଣ ଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରେ କିଣୁଛନ୍ତି ତେବେ ଆପଣ ୧୦୦ ଟଙ୍କାର ଡିସକାଉଣ୍ଟ ପାଇବେ।

Maxotech Deco Ultra High Speed :
୩,୭୯୦ ଟଙ୍କାରେ ଚାଲୁଥିବା ଏହି ଫ୍ୟାନକୁ ଆପଣ ମାତ୍ର ୧୮୯୯ ଟଙ୍କାରେ କିଣିପାରିବେ। ଏଥିରେ 600mmର ୪ ଟି ବ୍ଲେଡ ରହିଛି। ଯଦି ଆପଣଫ୍ଲିପକାର୍ଟର ଆକ୍ସିସ ବ୍ୟାଙ୍କର କ୍ରେଡିଟ କାର୍ଡରେ କିଣୁଛନ୍ତି ତେବେ ଆପଣ ୧୦୦ ଟଙ୍କାର ଡିସକାଉଣ୍ଟ ପାଇବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.