Below header

central government ଚାକିରି ପାଇବା ପାଇଁ ଚାହୁଁଛନ୍ତି କି? ତେବେ ଆଜି ହିଁ କରନ୍ତୁ ଆବେଦନ

କର୍ମଚାରୀ ଚୟନ ଆୟୋଗ (SSC – Staff Selection Commision) ପକ୍ଷରୁ କେନ୍ଦ୍ର ସରକାରଙ୍କ ଚାକିରି ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ। ଏହି ନିଯୁକ୍ତି କେନ୍ଦ୍ର ସରକାରଙ୍କ ଭିନ୍ନ-ଭିନ୍ନ ମନ୍ତ୍ରାଳୟରେ ଏବଂ ବିଭାଗର ଭିନ୍ନ-ଭିନ୍ନ ପଦବୀରେ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଯଦି ଆପଣ ଏହି ପଦବିରେ ନିଯୁକ୍ତି ଚାହୁଁଛନ୍ତି ତେବେ ଆଜି ହିଁ କରନ୍ତୁ ଆବେଦନ।

ଜରୁରୀ ତାରିଖ:

ଆବେଦନ କରିବାର ପ୍ରାରମ୍ଭିକ ତାରିଖ: ୧୦ ଅକ୍ଟୋବର ୨୦୨୦

ଆବେଦନ କରିବାର ଶେଷ ତାରିଖ: ୦୪ ଅକ୍ଟୋବର ୨୦୨୦

ଅନଲାଇନ୍‌ ଶୁଳ୍କ ଜମା କରିବାର ଶେଷ ତାରିଖ: ୦୬ ନଭେମ୍ବର ୨୦୨୦

ଅଫଲାଇନ୍‌ ଶୁଳ୍କ ଜମା କରିବାର ଶେଷ ତାରିଖ: ୧୦ ନଭେମ୍ବର ୨୦୨୦

scc_examଆବେଦନ ଶୁଳ୍କ:

ଆବେଦନ କରିବା ପାଇଁ ସାମାନ୍ୟ ଏବଂ ଓବିସି ବର୍ଗର ଆବେଦନକାରୀଙ୍କ ପାଇଁ- ୧୦୦ ଟଙ୍କା

ଏସସି ଏବଂ ଏସଟି ବର୍ଗଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ

ଆବେଦନକାରୀ ଡେବିଟ କାର୍ଡ, କ୍ରେଡିଟ କାର୍ଡ କିମ୍ବା ନେଟ୍‌ ବ୍ୟାକିଂ ଜରିଆରେ ଅନଲାଇନ୍‌ ଶୁଳ୍କ ଜମା କରିପାରିବେ।

ପଦବୀ ନାମ:

ଷ୍ଟେନୋଗ୍ରାଫର ଗ୍ରେଡ – C

ଷ୍ଟେନୋଗ୍ରାଫର ଗ୍ରେଡ – D

jobs applyଶିକ୍ଷାଗତ ଯୋଗ୍ୟତା:

କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ବିଭାଗ ଏବଂ ମନ୍ତ୍ରାଳୟରେ ଭିନ୍ନ-ଭିନ୍ନ ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ଭିନ୍ନ ନିର୍ଦ୍ଦାରିତ କରାଯାଇଛି।

ଏହି ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀ ଦ୍ୱାଦଶ ପାସ୍‌ କରିଥିବା ଅନିବାର୍ଯ୍ୟ।

ବୟସ ସୀମା:

ଷ୍ଟେନୋଗ୍ରାଫର ଗ୍ରେଡ – C ପଦବୀରେ ନିଯୁକ୍ତି ପାଇଁ ବୟସ ସୀମା ୧୮ ରୁ ୩୦ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଷ୍ଟେନୋଗ୍ରାଫର ଗ୍ରେଡ – D ପଦବୀରେ ନିଯୁକ୍ତି ପାଇଁ ବୟସ ସୀମା ୧୮ ରୁ ୨୭ ବର୍ଷ ନିର୍ଦ୍ଦାରିତ କରାଯାଇଛି।

ଚୟନ ପ୍ରକ୍ରିୟା:

ଉକ୍ତ ପଦବୀରେ ନିଯୁକ୍ତି ପାଇଁ ଆବେଦନକାରୀଙ୍କୁ ସିବିଟି ଟେଷ୍ଟ ଏବଂ ସ୍କିଲ ଟେଷ୍ଟ ଆଧାରରେ ଚୟନ କରାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.