Below header

ଜୁନିୟର ଲାଇନମ୍ୟାନ୍ ପାଇଁ ଖାଲି ପଡିଛି ୨୫୦୦ ପଦ ! ଦରମା ୪୦ ହଜାର, ଜଲଦି କରନ୍ତୁ ଆବେଦନ

ଯଦି ଆପଣ ପାଠ ପଢ଼ିଛନ୍ତି କିନ୍ତୁ ଚାକିରି ନ ପାଇଁ ବେକାର ହୋଇ ଘରେ ବସିଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଅନେକ ପଦରେ ନିଯୁକ୍ତି ଜାରୀ କରାଯାଉଛି। ୨୫୦୦ ଜୁନିୟର ଲାଇନମ୍ୟାନ ପଦ ପାଇଁ ଭର୍ତ୍ତୀ ହେବାକୁ ଯାଉଛି। ଆବେଦନ ପାଇଁ ଶେଷ ତାରିଖ ୧୦ ସେପ୍ଟେମ୍ବର ରହିଛି।

ପଦର ବିବରଣୀ

    ପୋଷ୍ଟ ନାମ                 ପଦ ସଂଖ୍ୟା                  ଦରମା
ଜୁନିୟର ଲାଇନମ୍ୟାନ               ୨୫୦୦            ୨୪୩୪୦ ରୁ ୩୯୪୦୫

ବୟସ ସୀମା (୦୧.୦୭.୨୧୦୯)

ଆଶାୟୀ ପ୍ରାର୍ଥୀଙ୍କ ପାଇଁ ବୟସ ସୀମା ୧୮ ବର୍ଷ ରୁ ୩୫ ବର୍ଷ ପର୍ଯ୍ୟନ୍ତ ରହିଛି।

ଆବେଦନ ଶୁଳ୍କ

-ଅନଲାଇନ ମୋଡ ମାଧ୍ୟମରେ ପରୀକ୍ଷା ଶୁଳ୍କ ପେମେଣ୍ଟ କରିପାରିବେ।

-ପରୀକ୍ଷା ଶୁଳ୍କ (ଜେନେରାଲ/ଓବିସି) – ୧୨୦ଟଙ୍କା

-ଏସସି ଏବଂ ଏସଟିଙ୍କ ପାଇଁ କୌଣସି ଶୁଳ୍କ ରହିନାହିଁ।

ଗୁରୁତ୍ୱପୂର୍ଣ୍ଣ ତାରିଖ

ଅନଲାଇନ ଆବେଦନ କରିବାର ପ୍ରାରମ୍ଭିକ ତାରିଖ – ୨୨ ଅକ୍ଟୋବର ୨୦୧୯

ଅନଲାଇନ ଆବେଦନ କରିବାର ଶେଷ ତାରିଖ – ୧୦ନଭେମ୍ବର ୨୦୧୯

ଆବେଦନ ଶୁଳ୍କ ଜମା କରିବାର ତାରିଖ – ୨୧ ଆକ୍ଟୋବର ୨୦୧୯

ଆବେଦନ ଶୁଳ୍କ ପେମେଣ୍ଟ କରିବାର ଶେଷ ତାରିଖ – ୧୦ ନଭେମ୍ବର ୨୦୧୯

ପରୀକ୍ଷା ତାରିଖ – ୧୫ ଡିସେମ୍ବର ୨୦୧୯

ଆବେଦନ ପ୍ରକ୍ରୀୟା

ଆଶାୟୀ ପ୍ରାର୍ଥୀ ଟିଏସଏସପିଡିସିଏଲ ୱେବସାଇଟରେ ୨୨.୧୦.୨୦୧୯ ରୁ ୧୦.୧୧.୨୦୧୯ ପର୍ଯ୍ୟନ୍ତ ଅନଲାଇନ୍ ଆବେଦନ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.