ଗ୍ରାହକଙ୍କ ପାଇଁ Vodafone-idea ଲଞ୍ଚ କରିଛି ଏହି ସବୁ ଶସ୍ତା ପ୍ଲାନ

ଭ।ରତର ଅନ୍ୟତମ ଟେଲିକମ କମ୍ପ।ନୀ ମ।ନଙ୍କ ଭିତରୁ ଭୋଡ଼।ଫୋନ- ଆଇଡ଼ିଆ ଅନ୍ୟତମ । ଏହି କମ୍ପ।ନୀ ଅଧିକରୁ ଅଧିକ ଗ୍ର।ହକଙ୍କୁ ନିଜ ପ୍ରତି ଆକୃଷ୍ଟ କରିବ। ପ।ଇଁ ନୂଆ ନୂଆ ପ୍ରିପେଡ଼ ପ୍ଲ।ନ ଗୁଡିକୁ ବଜ।ରରେ ପ୍ରବେଶ କରୁଛି । ଯେଉଁଥିରେ ଅନଲିମିଟେଡ଼ କଳିଙ୍ଗ ସମେତ ଡ।ଟ।ର ସୁବିଧ। ମଧ୍ୟ ମିଳୁଛି । ଅନ୍ୟ ପକ୍ଷରେ ବଜ।ରକୁ ଏତେ ମ।ତ୍ର।ରେ ପ୍ଳ।ନ ଗୁଡିକର ପ୍ରବେଶ ହେଉଥିବ।ରୁ ଲୋକେ ଜ।ଣି ପ।ରନ୍ତି ନ।ହିଁ ଯେ କେଉଁଟ।କୁ ଗ୍ରହଣ ନକରିବେ । ତେଣୁ ଆପଣଙ୍କ ଏହି ଦ୍ଵିଧ।କୁ ଦୂର କରିବ। ପ।ଇଁ ଆମେ ଆପଣଙ୍କ ପ।ଇଁ ଭୋଡ଼।ଫୋନ- ଆଇଡ଼ିଆର ୫ ଟି ଶସ୍ତ। ପ୍ଲ।ନ ନେଇ ଆସିଛୁ । ଯ।ହ।ର ପ୍ର।ରମ୍ଭିକ ମୂଲ୍ୟ ରହିଛି ମ।ତ୍ର ୧୯ ଟଙ୍କ। । ଆସନ୍ତୁ ଜ।ଣିବ। କମ୍ପ।ନୀର ଏହି ପ୍ଲ।ନ ଗୁଡ଼ିକ ବିଷୟରେ ।

vodafone

ଭୋଡ଼।ଫୋନ- ଆଇଡ଼ିଆର ୧୯ ଟଙ୍କିଆ ପ୍ଲ।ନ :

କମ୍ପ।ନୀର ଏହି ପ୍ଲ।ନରେ ୟୁଜର୍ସ ମ।ନଙ୍କୁ ୨୦୦ ଏମବି ଡ।ଟ। ସୁବିଧ। ମିଳିବ । ଏହ। ସହ ଅନ ଲିମିଟେଡ଼ କଲ କରି ପ।ରିବେ । ଏହ।ବ।ଦ ୟୁଜର୍ସଙ୍କୁ ଭୋଡ଼।ଫୋନ ପ୍ଲେ ଓ ଜି୫ର ମ।ଗଣ। ସବସ୍କ୍ରିପସନ ମଧ୍ୟ ମିଳିପ।ରିବ । ଏହି ପ୍ୟ।କର ବୈଧତ। ୨ ଦିନ ବ। ୪୮ ଘଣ୍ଟ। ହିଁ ରହିବ ।

କମ୍ପ।ନୀର ୧୨୯ ଟଙ୍କିଆ ପ୍ଲ।ନ:

ଏହି ପ୍ଲ।ନରେ ୟୁଜରଙ୍କୁ ୨ ଜିବି ଡ।ଟ। ସମେତ ୩୦୦ ଏସଏମଏସର ସୁବିଧ। ମିଳିପ।ରିବ । ଅନଲିମିଟେଡ଼ କଳିଙ୍ଗ ସହ ପ୍ଲ।ନର ଅବଧି ରହିବ ମ।ତ୍ର ୧୪ ଦିନ ।

vodafone

କମ୍ପ।ନୀର ୧୯୯ ଟଙ୍କିଆ ପ୍ଲ।ନ:

ପ୍ଲ।ନରେ ୟୁଜରଙ୍କୁ ୧ ଯିବି ଡ।ଟ। ସମେତ ୧୦୦ ଏସଏମଏସର ସୁବିଧ। ମିଳିପ।ରିବ । ମ।ଗଣ। କଳିଙ୍ଗ ସହ ଭୋଡ଼।ଫୋନ ପ୍ଲେ ଓ ଯେ୫ ଆପର ସବସ୍କ୍ରିପସନ କର।ଯ।ଇପ।ରିବ । ଯେବେକି ଏହି ପ୍ୟ।କର ବୈଧତ। ଅଛି ୨୧ ଦିନ ।

ଭୋଡ଼।ଫୋନ- ଆଇଡ଼ିଆର ୨୬୯ ଟଙ୍କିଆ ପ୍ଲ।ନ:

ପ୍ଲ।ନରେ ଉପଭୋକ୍ତ। ମ।ନଙ୍କୁ ୬ ଯିବି ଡ।ଟ। ଓ ୬୦୦ ଏସଏମଏସର ସୁବିଧ। ମିଳିବ । ୟୁଜର୍ସ କୌଣସି ନେଟୱର୍କକୁ କଲ କରି ପ।ରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.