Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ନୂଆ ମାରୁତି Swift କିଣିଲେ ପାଇବେ ୩୪ ହଜାର ଟଙ୍କା ଡିସକାଉଣ୍ଟ, ଜାଣନ୍ତୁ ଅଫରରେ ଆଉ କଣ ରହିଛି ଖାସ୍‌

ମାରୁତି ନିଜର ସବୁଠାରୁ ପପୁଲାର ଏବଂ ଅଧିକ ବିକ୍ରି ହେଉଥିବା କାର୍ ମାରୁତି ସ୍ୱିଫ୍ଟ ଉପରେ ଜବରଦସ୍ତ ଅଫର ଦେଉଛି। ଯଦି ଆପଣ ଏହି କାରକୁ କିଣିବାକୁ ଭାବୁଛନ୍ତି, ତାହେଲେ ଆପଣଙ୍କ ପାଇଁ ୟା ଠାରୁ ବଢ଼ିଆ ସୁଯୋଗ ଆଉ କିଛି ହୋଇପାରେନା। କାହିଁକିନା ଗତ କିଛି ଦିନ ହେବ ହିଁ ମାରୁତି ନିଜ କାରର…

SBIର ଖାସ୍‌ ଅଫର୍‌: ପର୍ସନାଲ ଲୋନ୍‌ ଦରକାର ଯଦି ଏହି ନମ୍ବରରେ କରନ୍ତୁ ମିସ୍‌ଡ କଲ୍‌

ପଇସାର ଆବଶ୍ୟକତା କେବେ ବି ପଡ଼ିପାରେ। ଆଜିକାଲି ଲୋନ୍‌ ନେବାର ଟ୍ରେଣ୍ଡ ବଢ଼ିଯାଇଛି। ବିଶେଷ କରି ଲୋକେ ବିବାହ, କୌଣସି ଦୂର ଜାଗାକୁ ଯାତ୍ରା କରିବା ଏବଂ ଇମରଜେନ୍ସି ପାଇଁ ପର୍ସନାଲ ଲୋନ୍‌ ନେଇଥାଆନ୍ତି। ଆପଣଙ୍କୁ ଯଦି ପର୍ସନାଲ ଲୋନ୍‌ର ଆବଶ୍ୟକ ରହିଛି, ତ ଷ୍ଟେଟ୍‌ ବ୍ୟାଙ୍କ୍‌ ଅଫ୍‌…

ପୁଣି ୪୧ ପଇସା ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆଜି କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୪୧ ପଇସା ବଢ଼ି ୯୦ ଟଙ୍କା ୨୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୪୩ ପଇସା ବଢ଼ି ୮୭ ଟଙ୍କା ୧୨ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ…

ପୁଣି କମିଲା ସୁନା, ଆଜି ୧୦ ଗ୍ରାମକୁ ଅଛି ମାତ୍ର ୪୩ ହଜାର ଟଙ୍କା

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୦୦ ଟଙ୍କା କମି ୪୫,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୫୦ ଟଙ୍କା କମି ୫୦,୦୭୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…

PPO ନମ୍ବର ହଜିଗଲେ EPFO ପେନ୍‌ସନ ଭୋଗୀ ହୁଅନ୍ତୁ ନାହିଁ ଚିନ୍ତିତ, ବହୁତ ସହଜ ଉପାୟରେ ଏମିତି କରନ୍ତୁ ହାସଲ

କର୍ମଚାରୀ ଭବିଷ୍ୟ ନିଧି ସଙ୍ଗଠନ(EPFO)ର କର୍ମଚାରୀ ପେନ୍‌ସନ ସ୍କିମ୍‌ ଅଧୀନରେ ଆସୁଥିବା କୌଣସି ବି ପେନ୍‌ସନ ଭୋଗୀଙ୍କର ଯଦି ପେନ୍‌ସନ ପେମେଣ୍ଟ ଅର୍ଡର(PPO) ନମ୍ବର ହଜିଯାଏ, ତ ଚିନ୍ତା କରିବାର ଆବଶ୍ୟକ ନାହିଁ। ଏହାକୁ ପୁଣିଥରେ ହାସଲ କରାଯାଇପାରିବ। ପେନ୍‌ସନ ଭୋଗୀଙ୍କର ପିପିଓ ନମ୍ବର…

ବିଏସଏଫରେ ଚାକିରି କରିବାର ବଢ଼ିଆ ମଉକା, ସାଢ଼େ ୩ ଲକ୍ଷ ପର୍ଯ୍ୟନ୍ତ ମିଳିବ ଦରମା

ସେନାରେ ସାମିଲ ହୋଇ ଦେଶର ସେବା କରିବା ପାଇଁ ଚାହୁଁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଆପଣ ବିଏସଏଫ ଅର୍ଥାତ ସିମା ସୁରକ୍ଷା ବଳରେ ସରକାରୀ ଚାକିରି ପାଇପାରିବେ। ବିଏସଏଫ ରୋଜଗାର ସମାଚାର ମାଧ୍ୟମରେ ନିଯୁକ୍ତି ପାଇଁ ନୋଟିଫିକେସନ୍ ଜାରି କରିଛି। ବିଏସଏଫ ଭର୍ତ୍ତି ୨୦୨୧…

ସେଣ୍ଟ୍ରାଲ କୋଲଡ ଫିଲ୍ଡ ଲିମିଟେଡ(CCL) ବମ୍ପର ନିଯୁକ୍ତି, ବିନା ପରୀକ୍ଷାରେ କରନ୍ତୁ ଚାକିରି

ସେଣ୍ଟ୍ରାଲ କୋଲଡ ଫିଲ୍ଡ ଲିମିଟେଡ(CCL) ଅଧିନରେ ଖାଲିପଡିଛି ୪୮୨ ପଦବୀ। ଏଥିରେ ଆବେଦନ କରିବା ପାଇଁ ଅନଲାଇନ ଆବେଦନ କରାଯାଉଛି। ଇଚ୍ଛୁକ ଏବଂ ଯୋଗ୍ଯ ପ୍ରାର୍ଥୀ ସେଣ୍ଟ୍ରାଲ କୋଲ୍ଡଫିଲ୍ଡ ଲିମିଟେଡର ଅଫିସିଆଲ ୱେବସାଇଟ centralcoalfields.in କୁ ଯାଇ ଅନଲାଇନ ଆବେଦନ କରିପାରିବେ। ଜରୁରୀ…

ପୁଣି ବଢିଲା ପେଟ୍ରୋଲ ଦାମ୍, ଜାଣନ୍ତୁ ଭୁବନେଶ୍ବରରେ ଆଜି କେତେ ହେଲା ଦର

ଭୁବନେଶ୍ବରରେ ଖୁବଶୀଘ୍ର ସେଞ୍ଚୁରୀ ମାରିବାକୁ ଯାଉଛି ପେଟ୍ରୋଲ ଦର। ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଯାହା ସାଧାରଣ ଗ୍ରାହକଙ୍କ ପକେଟ ଉପରେ ବେଶ ପ୍ରଭାବ ପକାଉଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ୫୫ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୭ ଟଙ୍କା ୧୨…

ଗୋଟେ ଦିନ କମିବା ପରେ ପୁଣି ବଢିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଗ୍ରାମ୍ ପ୍ରତି ଦାମ୍

ଗତକାଲି ସୁନା ଦାମ୍ ୩୪୦ ଟଙ୍କା କମିଥିବା ବେଳେ ଆଜି ପୁଣି ବଢିଛି। ଆଜି ସୁନା ଗ୍ରାମ ପ୍ରତି ଦାମରେ ୨୩୦ ଟଙ୍କା ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୨୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୨୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି।…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ହେଲା ଲିଟର ପ୍ରତି ଦାମ୍

ଭୁବନେଶ୍ବରରେ ଖୁବଶୀଘ୍ର ସେଞ୍ଚୁରୀ ମାରିବାକୁ ଯାଉଛି ପେଟ୍ରୋଲ ଦର। ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଯାହା ସାଧାରଣ ଗ୍ରାହକଙ୍କ ପକେଟ ଉପରେ ବେଶ ପ୍ରଭାବ ପକାଉଛି। ଆଜି ମଧ୍ୟ ଭୁବନେଶ୍ବରରେ ପେଟ୍ରୋଲ ଦର ୨ ପଇସା ବଢିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ୧୭ ପଇସା ରହିଥିବା…