Browsing Category

ବ୍ୟବସାୟ ଓ ଅର୍ଥନୀତି

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର ୮୪୬ କୋଟି, ଆରମ୍ଭ ହେବ ପିଏମ୍‌ ଆତ୍ମନିର୍ଭର…

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ କ୍ଷେତ୍ରରେ ବ୍ୟୟ ବରାଦରେ ୧୩୭ ପ୍ରତିଶତ ବୃଦ୍ଧି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପାଇଁ ଖର୍ଚ୍ଚ ହେବ ୨ ଲକ୍ଷ ୨୩ ହଜାର ୮୪୬ କୋଟି ଟଙ୍କା। ଭ୍ୟାକସିନ ପାଇଁ ଖର୍ଚ୍ଚ ହେବ ୩୫ ହଜାର କୋଟି ଟଙ୍କା। ପିଏମ୍‌ ଆତ୍ମନିର୍ଭର ସ୍ୱାସ୍ଥ୍ୟ ଭାରତ ଯୋଜନା ଆରମ୍ଭ ହେବ। ଏଥିରେ…

ରେଲେଓ୍ଵ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କାର ରେଳ ବଜେଟ୍‌

ନୂଆଦିଲ୍ଲୀ: ରେଲେଓ୍ଵ ପାଇଁ ୧ ଲକ୍ଷ ୧୦ ହଜାର ୫୫ କୋଟି ଟଙ୍କାର ରେଳ ବଜେଟ୍‌ ଆବଣ୍ଟନ କରାଯାଇଛି। ୨୦୩୦ ସୁଦ୍ଧା ନୂଆ ରେଳ ଯୋଜନା କରିବାକୁ ଲକ୍ଷ୍ୟ ରଖାଯାଇଛି। ୧୧ ହଜାର କୋଟି ଟଙ୍କାର ମେଟ୍ରୋ ଯୋଜନା ରହିଛି। କୋଚି, ନାସିକ୍‌, ଚେନ୍ନାଇ, ନାଗପୁରରେ ହେବ ମେଟ୍ରୋ ସେବା। ଏଣିକି ଦୁଇ…

ଫେବୃଆରୀ ମାସରେ ଏତିକି ଦିନ ବନ୍ଦ ରହିବ ବ୍ୟାଙ୍କ, ଦେଖିଦିଅନ୍ତୁ ଛୁଟି ଲିଷ୍ଟ

ଭାରତରେ ବ୍ୟାଙ୍କ ଛୁଟି ବହୁତ ମହତ୍ତ୍ୱପୂର୍ଣ୍ଣ ଦିନ ହୋଇଥାଏ। ଯେଉଁ ଲୋକଙ୍କ ଅଧିକାଂଶ କାମ ବ୍ୟାଙ୍କ ସହ ଜଡିତ ସେମାନଙ୍କୁ ବ୍ୟାଙ୍କ ଛୁଟି ସମ୍ପର୍କରେ ଜାଣିବା ନିହାତି ଆବଶ୍ୟକ। ଭାରତରେ ପ୍ରତି ମାସର ଦ୍ୱିତୀୟ ଓ ଚତୁର୍ଥ ଶନିବାର ଦିନ ବ୍ୟାଙ୍କ ବନ୍ଦ ରହିଥାଏ। ତାଛଡା ଅନ୍ୟ ପର୍ବପର୍ବାଣିରେ…

୧୦ମ ପାସଙ୍କ ପାଇଁ ରେଲୱେ ଚାକିରି ସୁଯୋଗ, ଜଲଦି କରନ୍ତୁ ଖାଲିପଡିଛି ୫୬୧ ପଦବୀ

୧୦ମ ପାସ୍ କରି ଆଇଟିଆଇ କରିଛନ୍ତି କି ? ଯଦି ହଁ, ତେବେ ଆପଣ ମଧ୍ୟ ଣେଲୱେ ଚାକିରି କରିପାରିବେ। RRB ପଶ୍ଚିମ ରେଲୱେ ପକ୍ଷରୁ ବିଭିନ୍ନ ବିଭାଗରେ ଡ୍ରେଡ ଆପାରଣ୍ଟିସ ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ଯଦି ଆପଣ ୧୦ମ ପାସ୍ କରିଛନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଇଚ୍ଛୁକ…

ସୁନା ପ୍ରେମୀ ଆଜି ହାର କିଣିବାକୁ ଚାହୁଁଥିଲେ, ଏଠାରେ ଜାଣନ୍ତୁ ଆଜି କେତେ ରହିଛି ସୁନା ଦାମ

ଦୁଇଦିନ ସୁନା ଦାମ୍ ସ୍ଥିର ରହିବା ପରେ ଆଜି ସାମାନ୍ୟ ବଢିଛି ସୁନା ଦର। ସୁନା ଦାମ ଆଜି ଗ୍ରାମ୍ ପ୍ରତି ମାତ୍ର ୨୦ ଟଙ୍କା ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୯୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି…

ଜାଣନ୍ତୁ ଆଜିର ଲିଟର ପିଛା ପେଟ୍ରୋଲ ଓ ଡିଜେଲ ଦାମ୍

ଦିନକୁ ଦିନ ମହଙ୍ଗା ହୋଇଚାଲିଛି ପେଟ୍ରୋଲ ଓ ଡିଜେଲ ଦରଦାମ୍। ସାଧାରଣ ପକେଟକୁ ଏହି ମହଙ୍ଗା ମାଡ ବେଶ ବାଧୁଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୬ ଟଙ୍କା ୯୮ପଇସା ରହିଛି। ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୩ ଟଙ୍କା ୩୪ ପଇସା। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS…

ଜିଓର ସବୁଠୁ ବଢ଼ିଆ ପ୍ଲାନ୍‌, ପ୍ରତିଦିନ ୩ଜିବି ଡାଟା ସହିତ ମିଳିବ ଅନଲିମିଟେଡ କଲିଙ୍ଗ୍‌ ସୁବିଧା

ରିଲାଏନ୍ସ ଜିଓ ନିଜ ୟୁଜର୍ସଙ୍କୁ ଅନେକ ବଢ଼ିଆ ବଢ଼ିଆ ପ୍ଲାନ ଅଫର କରୁଛି। ଯଦି ଆପଣ ରିଲାଏନ୍ସ ଜିଓ ୟୁଜର ଏବଂ ନିଜ ପାଇଁ ବେଷ୍ଟ ଡାଟା ଏବଂ କଲିଙ୍ଗ୍‌ ବେନିଫିଟ୍‌ ରିଚାର୍ଜ ପ୍ଲାନ୍‌ ସନ୍ଧାନରେ ଅଛନ୍ତି, ତାହେଲେ ଆଜି ଆମେ ଆପଣଙ୍କୁ ଏଠାରେ କିଛି ବଢ଼ିଆ ପ୍ଲାନ ବିଷୟରେ ଜଣାଇବୁ। ଏହି ପ୍ଲାନରେ…

ଗ୍ରାଜୁଏସନ କରିଥିବା ପ୍ରାର୍ଥୀ ସରକାରୀ ଚାକିରିକୁ ହାତଛଡା କରନ୍ତୁ ନାହିଁ, ଜଲଦି ssc.nic.in କୁ ଯାଇ କରନ୍ତୁ ଆବେଦନ

ଚାକିରି କରିବାର ସୁବର୍ଣ୍ଣ ସୁଯୋଗ ହାତଛଡା କରନ୍ତୁ ନାହିଁ। ଯଦି ଆପଣ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି, ତେବେ ଜଲଦି କରନ୍ତୁ ଆବେଦନ। ଷ୍ଟାଫ ସିଲେକ୍ସନ କମିଶନ କମ୍ବାଇଣ୍ଡ ଗ୍ରାଜୁଏଟ ଲେବଲରେ ଭର୍ତ୍ତି ପାଇଁ ଆବେଦନପତ୍ର ଗ୍ରହଣ କରୁଛି। ଆବେଦନ କରିବାର ଶେଷ ତାରିଖ ଆଜି ରହିଛି।…

ଆସନ୍ତାକାଲି ସାଧାରଣ ବଜେଟ୍, ବଢିପାରେ ପିଏମ୍‌ କିଷାନ ରାଶି

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ସାଧାରଣ ବଜେଟ୍‌ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମ୍‌ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ସଂସଦରେ ବଜେଟ୍‌ ଆଗତ କରିବେ । କୋଭିଡ୍‌ରୁ ସଂପୂର୍ଣ୍ଣ ମୁକୁଳି ନାହିଁ ଭାରତ । ଦେଶରେ ଟିକାକରଣ ଚାଲିଛି । ଅର୍ଥନୀତିକୁ ମଜବୁତ କରିବା ପାଇଁ ଲୋକଙ୍କୁ ରିହାତି…

କମିଲା ପେଟ୍ରୋଲ ଓ ଡିଜେଲ ଦର, ଏଠାରେ ଜାଣନ୍ତୁ ଆଜିର ଲିଟର ପିଛା ଦାମ୍

ଦିନକୁ ଦିନ ମହଙ୍ଗା ହୋଇଚାଲିଛି ପେଟ୍ରୋଲ ଓ ଡିଜେଲ ଦରଦାମ୍। ସାଧାରଣ ପକେଟକୁ ଏହି ମହଙ୍ଗା ମାଡ ବେଶ ବାଧୁଛି। କିନ୍ତୁ ଆଜି ମାତ୍ର ୨ ପଇସା କମିଛି ପେଟ୍ରୋଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୬ ଟଙ୍କା ୯୬ ପଇସା ରହିଛି। ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୩ ଟଙ୍କା…

ପୁଣି ବଢିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ମୂଲ୍ଯ

ଦୁଇଦିନ ସୁନା ଦାମ୍ ସ୍ଥିର ରହିବା ପରେ ଆଜି ପୁଣି ବଢିଛି ସୁନା ଦର। ସୁନା ଦାମ ଆଜି ଗ୍ରାମ୍ ପ୍ରତି ୧୫୦ ଟଙ୍କା ପୁଣି ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୯୫୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୯୫୦ଟଙ୍କାରେ…

ବିରୋଧ କଲେ ମହିଳା, ଏଣୁ ଆପତ୍ତିଜନକ ଲୋଗୋ ବଦଳାଇବାକୁ ବାଧ୍ୟ ହେଲା ଇ-କମର୍ସ କମ୍ପାନୀ Myntra

ଇ-କମର୍ସ ୱେବ୍‌ସାଇଟ୍‌ ମିନ୍ତ୍ରା (Myntra) ଏବେ ବଡ଼ ସମସ୍ୟାରେ ପଡ଼ିଛି। କମ୍ପାନୀର ଲୋଗୋ ଏବେ କମ୍ପାନୀ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। ମିନ୍ତ୍ରାର ଲୋଗୋ ମହିଳାଙ୍କ ପାଇଁ ଆପତ୍ତିଜନକ କୁହାଯିବା ପରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରିଛି ମୁମ୍ବାଇ ସାଇବର କ୍ରାଇମ୍‌ ପୋଲିସ। ବିବାଦ…