Below header
Browsing Category

ବ୍ୟବସାୟ ଓ ଅର୍ଥନୀତି

ଗୋଟେ ଦିନ କମିବା ପରେ ପୁଣି ବଢିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ ହେଲା ଆପଣଙ୍କ ସହରରେ ଗ୍ରାମ୍ ପ୍ରତି ଦାମ୍

ଗତକାଲି ସୁନା ଦାମ୍ ୩୪୦ ଟଙ୍କା କମିଥିବା ବେଳେ ଆଜି ପୁଣି ବଢିଛି। ଆଜି ସୁନା ଗ୍ରାମ ପ୍ରତି ଦାମରେ ୨୩୦ ଟଙ୍କା ବଢିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୨୩୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୨୩୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି।…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ହେଲା ଲିଟର ପ୍ରତି ଦାମ୍

ଭୁବନେଶ୍ବରରେ ଖୁବଶୀଘ୍ର ସେଞ୍ଚୁରୀ ମାରିବାକୁ ଯାଉଛି ପେଟ୍ରୋଲ ଦର। ପ୍ରତିଦିନ ବଢୁଛି ପେଟ୍ରୋଲ ଓ ଡିଜେଲ ଦର। ଯାହା ସାଧାରଣ ଗ୍ରାହକଙ୍କ ପକେଟ ଉପରେ ବେଶ ପ୍ରଭାବ ପକାଉଛି। ଆଜି ମଧ୍ୟ ଭୁବନେଶ୍ବରରେ ପେଟ୍ରୋଲ ଦର ୨ ପଇସା ବଢିଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୯୦ ଟଙ୍କା ୧୭ ପଇସା ରହିଥିବା…

ଆଜି ପୁଣି କମିଲା ସୁନା ଦାମ୍, ଜାଣନ୍ତୁ ଆଜି କେତେ କମିଲା ଗ୍ରାମ୍ ପ୍ରତି ଦାମ୍

ଗତକାଲି ଦାମ୍ ତୁଳନାରେ ସୁନା ଦର ଆଜି କମିଛି। ଆଜି ସୁନା ଗ୍ରାମ ପ୍ରତି ଦାମରେ ୩୪୦ ଟଙ୍କା କମ୍ ହୋଇଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୦୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୦୦୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା…

ଆଜି ଅଧରାତିରୁ FASTag ବାଧ୍ୟତାମୂଳକ, ନଚେତ ଦେବାକୁ ହେବ ଦୁଇଗୁଣା ଜରିମାନା

ସୋମବାର ଅର୍ଥାତ୍ ଆଜିଠାରୁ ସମଗ୍ର ଦେଶରେ ଫାସଟ୍ଯାଗ୍ ବାଧ୍ୟତାମୂଳକ କରାଯାଇଛି। ଆଜି ଅଧରାତିରୁ ଏହା ଲାଗୁ ହେବାକୁ ଯାଉଛି। ଯଦି ଆପଣ ଫାସଟ୍ଯାଗ୍ କରିନାହାନ୍ତି, ତେବେ ଆଜି ହିଁ କରିନିଅନ୍ତୁ। ନଚେତ ଦେବାକୁ ହେବ ଦୁଇଗୁଣା ଟ୍ଯାକ୍ସ। ଆପଣ କୌଣସି ଜାଗାକୁ ବିନା ଦ୍ବିଧାରେ ଯିବାକୁ…

ଏଠାରେ ଜାଣନ୍ତୁ ଆଜିର ପଟ୍ରୋଲ ଓ ଡିଜେଲ ଦାମ୍

ପେଟ୍ରୋଲ ଓ ଡିଜେଲ ଦରଦାମ ଦିନକୁ ଦିନ ବଢିବା ଯୋଗୁଁ କଂଗ୍ରେସ ଆଜି ସାରା ରାଜ୍ଯରେ ବନ୍ଦ ଡାକରା ଦେଇଛି। ପ୍ରତିଦିନ ପେଟ୍ରୋଲ ଓ ଡିଜେଲ ଦାମ ବଢିବା ଯୋଗୁଁ ସାଧାରଣ ପକେଟ ଉପରେ ପ୍ରଭାବ ପଡୁଛି। ଆଜି ଭୁବନେଶ୍ୱରରେ ପେଟ୍ରୋଲ ଦର ୮୯ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର…

ସୁନା ମୂଲ୍ଯରେ ଆସିନାହିଁ କୌଣସି ପରିବର୍ତ୍ତନ, ଜାଣନ୍ତୁ କେତେ ରହିଛି ଆପଣଙ୍କ ସହରରେ ଗ୍ରାମ ପ୍ରତି ଦାମ୍

ଗତକାଲି ସୁନା ଦାମ୍ ଯାହା ଥିଲା ଆଜି ଦାମ୍ ସେତିକି ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୩୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୩୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪…

ପୁଣି ବଢ଼ିଲା ଏଲ୍‌ପିଜି ଗ୍ୟାସ୍‌ ଦର, ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି

ନୂଆଦିଲ୍ଲୀ :  ଦେଶରେ ପେଟ୍ରୋଲ ଓ ଡିଜେଲ୍‌ ଦର୍‌ ଆକାଶ ଛୁଆଁ ହୋଇଥବା ବେଳେ ପୁଣି ଥରେ ରନ୍ଧନ ଗ୍ୟାସ୍‌ ଏଲ୍‌ପିଜିର ମୂଲ୍ୟ ବୃଦ୍ଧି ପାଇଛି । ଏକ ୧୪ କିଲୋଗ୍ରାମ ଅଣସବ୍‌ସିଡି ସିଲିଣ୍ଡର ପିଛା ୫୦ ଟଙ୍କା ବୃଦ୍ଧି ପାଇଥିବା ଜଣାଯାଇଛି । ଦିଲ୍ଲୀରେ ଏହି ସିଲିଣ୍ଡର ର ମୂଲ୍ୟ ୭୬୯ ଟଙ୍କାକୁ…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର, ଜାଣନ୍ତୁ ଭୁବନେଶ୍ବରରେ କେତେ ହେଲା ଦାମ୍

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର। ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୨୯ ପଇସା ବଢ଼ି ୮୯ ଟଙ୍କା ୪୩ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୮୬ ଟଙ୍କା ୧୫ ପଇସାରେ ପହଁଚିଛି। ପେଟ୍ରୋଲ ଏବଂ ଡିଜେଲ ଦାମ ଆପଣ SMS…

ସୁନା ମୂଲ୍ଯ ହ୍ରାସ୍, ଜାଣନ୍ତୁ ପୁଣି ଆଜି କେତେ ହେଲା ଆପଣଙ୍କ ସହରରେ ଦାମ୍

ଆଜି ପୁଣି କମିଲା ସୁନା ଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ୪୬,୩୪୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୭,୩୪୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ…

ICICI ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ୍‌, ପଦର ଦୁରୁପଯୋଗ କରି ହୋଇଥିଲେ ଗିରଫ

ଆଇସିଆଇସିଆଇ ବ୍ୟାଙ୍କର ପୂର୍ବ ସିଇଓ ଚନ୍ଦା କୋଚରଙ୍କୁ ମିଳିଲା ଜାମିନ୍‌। ଚନ୍ଦା କୋଚରଙ୍କୁ ପ୍ରୋବେସନ୍‌ ଅଫ୍‌ ମନି ଲଣ୍ଡଣ୍ଡ୍ରିଂ ଆକ୍ଟ(ପିଏମ୍‌ଏଲ୍‌ଏ)ର ସ୍ୱତନ୍ତ୍ର କୋର୍ଟ ୫ ଲକ୍ଷ ଟଙ୍କା ବଣ୍ଡରେ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। କୋର୍ଟ ତାଙ୍କୁ ତୁରନ୍ତ ପାସପୋର୍ଟ ସରେଣ୍ଡର…

ରେଳ ମନ୍ତ୍ରଣାଳୟ ବନାଇଲା ‘Koo’ ଆପରେ ଆକାଉଣ୍ଟ, ମିଳିବ ରେଳବାଇର ସମସ୍ତ ସୂଚନା

ଦେଶକୁ ଆତ୍ମ ନିର୍ଭର ବନାଇବା ପାଇଁ ଭାରତରେ ସୋସିଆଲ ମିଡିଆ ଆପ୍ ଏବଂ ମାଇକ୍ରୋ ବଲିଗିଂ ସାଇଟର ବିକଳ୍ପ ଭାବେ ଉଭା ହୋଇଥିବା ସ୍ବଦେଶୀ ‘କୁ ’ଆପ୍ରେ ଭାରତୀୟ ରେଳ ଏହାର ଅଫିସିଆଲ୍ ଆକାଉଣ୍ଟ୍ ଖୋଲିଛି। ଆତ୍ମନିର୍ଭର ଆପ୍ ଚ୍ୟାଲେଞ୍ଜ ପୁରସ୍କାର ଜିତିଥିବା ଏହି ଆପରେ ରେଳ ମନ୍ତ୍ରଣାଳୟର…