Browsing Category

ବ୍ୟବସାୟ ଓ ଅର୍ଥନୀତି

CAG ରେ ଖାଲିପଡିଛି ୧୧ ହଜାର ସରକାରୀ ଚାକିରି, ମାସକୁ ଦରମା ୯୨୩୦୦ ଟଙ୍କା

ସରକାରୀ ଚାକିରି ପାଇଁ ଚାହିଁ ରହିଥିବା ଯୁବପିଢିଙ୍କ ପାଇଁ ଖୁସି ଖବର। ଭାରତ ସରକାରଙ୍କ ନିୟନ୍ତ୍ରକ ଏବଂ ମହାଲେଖା ପରୀକ୍ଷକ(CAG) ଅଧିନରେ ହଜାର ହଜାର ପଦବୀ ଖାଲି ପଡିଛି। ଏହି ଖାଲି ପଡିଥିବା ପଦବୀ ପାଇଁ ୧୯ ଫେବ୍ରୁଆରୀ ୨୦୨୧ ପର୍ଯ୍ଯନ୍ତ ଆବେଦନ କରିପାରିବେ। ପଦବୀ ବିବରଣୀ: ଅଡିଟର: ୬୪୦୯…

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦାମ୍, ଜାଣନ୍ତୁ ଆଜି ଭୁବନେଶ୍ବରରେ କେତେ ହେଲା ମୂଲ୍ଯ

ଦିନକୁ ଦିନ ମହଙ୍ଗା ହୋଇଚାଲିଛି ପେଟ୍ରୋଲ ଓ ଡିଜେଲ ଦରଦାମ୍। ସାଧାରଣ ପକେଟକୁ ଏହି ମହଙ୍ଗା ମାଡ ବେଶ ବାଧୁଛି। ଆଜି ଭୁବନେଶ୍ବରେ ପୁଣି ବଢିଛି ପେଟ୍ରୋଲ ଓ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୭ ଟଙ୍କା ୪୮ ପଇସା ରହିଛି। ସେହିପରି ଡିଜେଲ ଦାମ୍ ପ୍ରତି ଲିଟର ପିଛା ରହିଛି ୮୩ ଟଙ୍କା…

ଆଜି ବଢିନାହିଁ ସୁନା ଦାମ୍, ଆଜି ହିଁ କିଣିଆଣନ୍ତୁ ମନ ପସନ୍ଦର ଗହଣା

ସୁନା ଦାମ୍ ସ୍ଥିର ରହିଛି। ଗତକାଲି ଯାହା ଦାମ୍ ରହିଥିଲା ଆଜି ବଜାରରେ ସୁନା ଗ୍ରାମ୍ ପ୍ରତି ମୂଲ୍ଯ ସେତିକି ରହିଛି। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୪୮,୮୦୦ଟଙ୍କାରେ…

୪୦ ହଜାର ଟଙ୍କାରେ କିଣନ୍ତୁ TVS, Hero, Yamaha ଏବଂ Bajaj ବାଇକ୍‌, ଜାଣନ୍ତୁ ଡିଟେଲରେ ସବୁକିଛି

ଯଦି ଆପଣ ସୀମିତ ବଜେଟରେ ଭଲ ବାଇକ କିମ୍ବା ସ୍କୁଟର କିଣିବାକୁ ଚାହୁଁଛନ୍ତି, ତାହେଲେ ଆପଣଙ୍କୁ ସେକେଣ୍ଡ ହ୍ୟାଣ୍ଡ ବାଇକ କିମ୍ବା ସ୍କୁଟର କିଣିବା ଉଚିତ। ସବୁବେଳେ ଲୋକଙ୍କୁ ଲାଗିଥାଏ ଯେ ସେକେଣ୍ଡ ହ୍ୟାଣ୍ଡ ବାଇକ କିଛି ଖାସ୍‌ ଭଲ ହୋଇନଥାଏ। କିନ୍ତୁ ଆମେ ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ…

ଗ୍ରାମୀଣ ଡାକ ବିଭାଗରେ ଖାଲିପଡିଛି ୨୨୯୬ ପଦବୀ, ୧୦ମ ପାସ୍ କରନ୍ତୁ ଆବେଦନ

ଡାକ ବିଭାଗରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଡାକ ବିଭାଗ ଆନ୍ଧ୍ରପ୍ରଦେଶ ପୋଷ୍ଟାଲ ସର୍କଲ ପାଇଁ ୨୨୯୬ ଗ୍ରାମୀଣ ଡାକ ସେବକ (GDS) ଭର୍ତ୍ତି ପାଇଁ ନୋଟିଫିକେସନ ଜାରି କରିଛି। ୧୦ମ ପାସ୍ କରିଥିବା ପ୍ରାର୍ଥୀ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ…

ସାମାନ୍ୟ କମିଛି ପେଟ୍ରୋଲ ଡିଜେଲ ଦର, ଆଜି ଆପଣଙ୍କ ସହରରେ କେତେ ଅଛି ତୈଳ ଦର ଜାଣନ୍ତୁ

ଦିନକୁ ଦିନ ମହଙ୍ଗା ହୋଇଚାଲିଛି ଦରଦାମ୍‌। କିନ୍ତୁ ଆଜି ଗ୍ରାହକଙ୍କ ପାଇଁ ଖୁସି ଖବର। କାଳି ତୁଳନାରେ ଆଜି ସାମାନ୍ୟ କମିଛି ପେଟ୍ରୋଲ ଡିଜେଲ ଦର। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୮୬ ଟଙ୍କା ୯୮ ପଇସା ରହିଛି। ସେହିପରି ଡିଜେଲ ଦାମ୍‌ ପ୍ରତି ଲିଟର ପିଛା ରହିଛି ୮୩ ଟଙ୍କା ୩୪ ପଇସା। କେମିତି…

ଆଜି ପୁଣି ସାମାନ୍ଯ କମିଲା ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ପୁଣି କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୪୭,୮୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୨,୧୫୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ସୁନା…

ପୂରା ୨୦% ପର୍ଯ୍ୟନ୍ତ ବଢ଼ାଇପାରିବେ ମୋଟରସାଇକେଲର ମାଇଲେଜ୍‌, କେବଳ ମାନିବାକୁ ପଡିବ ଏହି ସହଜ ଟିପ୍ସ

ଶୀତ ଋତୁରେ ମୋଟର ସାଇକେଲର ମାଇଲେଜକୁ ନେଇ ସମସ୍ୟା ଦେଖାଯାଇଥାଏ। ଯେମିତି ଯେମିତି ଥଣ୍ଡା ବଢ଼େ ମାଇଲେଜ୍‌ କମ୍‌ ହେବାକୁ ଲାଗିଥାଏ। ଲଗାତର ପେଟ୍ରୋଲର ଦର ବଢ଼ୁଥିବା କାରଣରୁ ବାଇକ ଚଲାଇବା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିଥାଏ। ଆପଣ ବି ଯଦି ଏହି ସମସ୍ୟାରେ ଚିନ୍ତିତ ଅଛନ୍ତି ଏବଂ ନିଜ…

Airtel ଲଞ୍ଚ କରିବ 5G Ready ନେଟୱର୍କ, ହାଇଦରାବାଦରେ ହେଲା ପ୍ରଥମ ଟ୍ରାଏଲ

ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଭାରତରେ ଖୁବ ଶୀଘ୍ର 5ଜି ରେଡ଼ି ନେଟୱାର୍କ ଘୋଷଣା କରିବାକୁ ଯାଉଛି । ଏହି ନିକଟରେ କମ୍ପାନୀ ପକ୍ଷରୁ ହାଇଦରାବାଦରେ ଲଞ୍ଚ ମଧ୍ୟ କରାଯାଇ ଥିଲା । ଏଣୁ ଦେଶରେ 5ଜି ପ୍ରଦର୍ଶନ କରିବାରେ ଏୟାରଟେଲ ହେଉଛି ପ୍ରଥମ କମ୍ପାନୀ । 5ଜି ନେଟୱର୍କ ପାଇଁ ଏୟାରଟେଲ ପକ୍ଷରୁ…

ବଢ଼ିଲା ପେଟ୍ରୋଲ ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ଅଛି ଦାମ୍

ଆଜି ପେଟ୍ରୋଲ ଓ ଡିଜେଲ ଦର କାଲି ତୁଳନାରେ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଆଜି ପେଟ୍ରୋଲ ଦର ୭୫ ପଇସା ବଢ଼ି ୮୭ ଟଙ୍କା ୪୮ ପଇସା ରହିଥିବା ବେଳେ ଡିଜେଲ ଦାମ୍ ପ୍ରତି ଲିଟର ପିଛା ୭୬ ପଇସା ବଢ଼ି ୮୩ ଟଙ୍କା ୮୨ ପଇସା ହୋଇଛି । କେମିତି ଜାଣିବେ ଆପଣଙ୍କ ସହରରେ କେତେ ଅଛି ଦାମ ପେଟ୍ରୋଲ ଏବଂ…

କମିଲା ସୁନା, ଆଜି ହିଁ କିଣନ୍ତୁ ନିଜ ମନ ପସନ୍ଦର ଗହଣା

କମିଲା ସୁନା ଦର।‌ ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୧୯୦ ଟଙ୍କା କମି ୪୭,୯୦୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୨୧୦ ଟଙ୍କା କମି ୫୨,୨୫୦ ଟଙ୍କାରେ ପହଞ୍ଚିଥିବା ଜଣାଯାଇଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨…