Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

୨୦ ତାରିଖ ଦିନ ୧୨ଟାରୁ ହକି ବିଶ୍ୱ କପ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ଅନ୍‌ଲାଇନ୍‌ରେ ଟିକେଟ୍‌ ବିକ୍ରି

ଭୁବନେଶ୍ୱର (କେନ୍ୟୁଜ୍‌) : ଆସନ୍ତା ୨୮ ତାରିଖରୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱ କପ୍‌ । ଏଥିପାଇଁ ଭୁବନେଶ୍ୱର ଓ କଟକରେ ଦୁଇ ଦୁଇଟି ଉଦଘାଟନୀ ଉତ୍ସବର ଆୟୋଜନ କରାଯାଉଛି । ଦର୍ଶକଙ୍କ ଉତ୍କଣ୍ଠାର ସମାପ୍ତି ଘଟାଇ ଏହି ଦୁଇ ଉତ୍ସବ ପାଇଁ ଆସନ୍ତା ୨୦ ତାରିଖ…

ପୁରୁଷ ହକି ବିଶ୍ୱକପରେ ଭାଗନେବ ପାକିସ୍ତାନ ଖେଳାଳି, ଦୂର ହେଲା ଭିସା ଓ ପ୍ରାୟୋଜକ ସମସ୍ୟା

ଭୁବନେଶ୍ୱର (କେନ୍ୟୁଜ୍): ରାଜଧାନୀରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପରେ ଅଂଶଗ୍ରହଣ କରିବେ ପାକିସ୍ତାନ ଖେଳାଳି। ଭିଜା ପ୍ରାୟୋଜକ ସମସ୍ୟା ନେଇ ଲାଗି ରହିଥିବା ସମସ୍ୟା ଦୂର ହୋଇଛି। ଭାରତୀୟ ହାଇକମିଶନ ପାକିସ୍ତାନ ଖେଳାଳିଙ୍କୁ ଭିଜା ଇସ୍ୟୁ କରିସାରିଛନ୍ତି। ଟିମର ନୂତନ ପ୍ରାୟୋଜକ…

ହକି କ୍ରେଜି ଦର୍ଶକ ଟିକେଟ୍ ବଦଳରେ ଖାଇଲେ ଲାଠି ମାଡ଼, ଭୁଲ କାହାର ?

ଭୁବନେଶ୍ବର (କେନ୍ୟୁଜ୍) : ଦୁଇ ସପ୍ତାହରୁ କମ୍ ସମୟ ବାକି ଅଛି ବିଶ୍ବର ସବୁଠାରୁ ବଡ଼ ହକି ଇଭେଣ୍ଟ ବିଶ୍ବ କପକୁ । ପ୍ରଥମଥର ପାଇଁ ଆୟୋଜନ କରୁଛି ଓଡ଼ିଶା । ତେଣୁ ସମସ୍ତେ ଖୁବ୍ ଉତ୍ସାହିତ । ନଭେମ୍ବର ୨୮ ତାରିଖ ଯେତିକି ପାଖେଇ ଆସୁଛି ସେତିକି ବଢୁଛି ହକି ଫିଭର । ଖାଲି ଆୟୋଜକ କିମ୍ବା ଖେଳାଳି…

ସାରା ବିଶ୍ବ ଗର୍ବ କଲା ଭଳି ହକି ଷ୍ଟାଡିୟମ ବିଶ୍ବ କପ୍ ପାଇଁ ପ୍ରସ୍ତୁତ

ଭୁବନେଶ୍ବର (କେନ୍ୟୁଜ୍) : ଆଗାମୀ ନଭେମ୍ବର ୨୮ ତାରିଖରୁ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ହକି ମହାକୁମ୍ଭ ବିଶ୍ବ କପ୍ । ଏଥିପାଇଁ ଜୋରସୋର ପ୍ରସ୍ତୁତି କରୁଛନ୍ତି ଓଡ଼ିଶା ସରକାର । ଗତକାଲି ନୂଆ ରୂପ ନେଇଥିବା ହକି ଷ୍ଟାଡିୟମକୁ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।…

ହକି ବିଶ୍ବକପ ପାଇଁ ଭୁବନେଶ୍ବର ସଜବାଜ, ବିଡ଼ିଏ କରୁଛି ନବୀକରଣ

ଭୁବନେଶ୍ବର(କେନ୍ଯୁଜ୍) : କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ମାସରେ ହେବାକୁ ଯାଉଛି ହକି ବିଶ୍ବକପ୍ । ତେବେ ହକି ବିଶ୍ବକପ୍ ପାଇଁ ଏବେ ବିଡ଼ିଏ ରାଜଧାନୀକୁ ସୁନ୍ଦର କରିବାର ପ୍ରସ୍ତୁତିରେ ରହିଛି। ବିଡ଼ିଏର ବ୍ଯାପକ ପ୍ରସ୍ତୁତିରେ ରାଜଧାନୀର ସମସ୍ତ ସ୍ଥାନର ନବୀକରଣ କରାଯାଉଛି। ଏନେଇ ଭୁବନେଶ୍ବର…

ସଚିବାଳୟରେ ହକି ବିଶ୍ବ କପ୍ ଟ୍ରଫି

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବ କପକୁ ଆଉ ତିନି ମାସରୁ କମ୍ ସମୟ ରହିଲା । ଏହାର ପ୍ରଚାର ପ୍ରସାରରେ ପୂରା ଦମରେ ଲାଗିଛନ୍ତି ଓଡ଼ିଶା ସରକାର । ପ୍ରସ୍ତୁତି ବି ଜୋରସୋରରେ ଚାଲିଛି । ଏହି ଅବସରରେ ହକି ବିଶ୍ବ କପ୍ ଟ୍ରଫିର ଏକ ପ୍ରତିକ୍‌ତି ସଚିବାଳୟଠାରେ…

ବିଶ୍ବ ହକି ପାଇଁ କଳିଙ୍ଗ ଷ୍ଟାଡ଼ିୟମର ସଜବାଜ !

ଭୁବନେଶ୍ବର : ଆସନ୍ତା ନଭେମ୍ବର ୨୮ରୁ କଳିଙ୍ଗ ଷ୍ଟାଡିୟମରେ ବିଶ୍ୱକପ ହକିର ଆୟୋଜନ କରାଯିବ । ଏଥିପାଇଁ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି ନିର୍ମାଣ ଉପରେ ଗୁରୁତ୍ୱ ଦିଆଯାଇଛି । ସେପ୍ଟେମ୍ବର ସୁଦ୍ଧା କଳିଙ୍ଗ ଷ୍ଟାଡିୟମର ୯୦% କାମ ସରିବ । ଅକ୍ଟୋବର ସୁଦ୍ଧା କାମ ଶେଷ ହେବ ବୋଲି ମୁଖ୍ୟ ଶାସନ…