Below header
Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

କଳିଙ୍ଗ ଷ୍ଟାଡିୟମରେ କିଙ୍ଗ୍ ଖାନ୍

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ କିଙ୍ଗଖାନ୍ । ହକି ବିଶ୍ବକପ୍ ଉତ୍ସବରେ ସାମିଲ୍ ହେବେ ଶାହାରୁଖ୍ । ଆଉ କିଛି ସମୟ ମଧ୍ୟରେ ଆରମ୍ଭ ହେବ ଉଦଘାଟନୀ ଉତ୍ସବ । ତେବେ ଉତ୍ସବରେ ସାମିଲ୍ ହେବା ପାଇଁ ଗତକାଲିଠୁ ମାଧୁରୀ ଦୀକ୍ଷିତ ଏବଂ ଏଆର ରହେମାନ୍ ଆସି ସାରିଛନ୍ତି ।

ଭାରତୀୟ ହକି ଟିମ୍‌କୁ ନେଇ କିଛି ଅଜଣା କଥା, ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ

ଭାରତୀୟ ହକିର ସୁବର୍ଣ୍ଣ ଯୁଗ ଥିଲା ୧୯୨୮ରୁ ୧୯୫୬ ମସିହା ପର୍ଯ୍ୟନ୍ତ । କାରଣ ଏହି ସମୟରେ ହକିର ଜାଦୁଗର କୁହାଯାଉଥିବା ମେଜର ଧ୍ୟାନଚାନ୍ଦ ଭାରତୀୟ ହକିର କର୍ଣ୍ଣଧାର ଥିଲେ । ଏହି ସମୟରେ ଭାରତୀୟ ଟିମ ଲଗାତର ଛଅଟି ଅଲିମ୍ପିକ ସ୍ୱର୍ଣ୍ଣ ପଦକ ଜିତିଥିଲା । ବର୍ତ୍ତମାନର ଭାରତୀୟ ହକିର ସ୍ଥିତି…

ସନ୍ଧ୍ୟାରେ ହକି ବିଶ୍ୱ କପ୍‌ ଉଦ୍‌ଘାଟନ, ହେଲେ ସକାଳୁ ଷ୍ଟାଡିୟମ୍‌ ପାଖରେ ଭିଡ଼

ଭୁବନେଶ୍ୱର (କେନ୍ୟୁଜ୍‌) : ଠିକ୍‌ ସନ୍ଧ୍ୟା ହେଲେ ଆଜି ଇତିହାସ ସୃଷ୍ଟି କରିବ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ । ଚତୁର୍ଦ୍ଦଶ ହକି ବିଶ୍ୱକପ୍‌ର ହେବ ଉଦ୍‌ଘାଟନ । ମନୋରଞ୍ଜନର ଏମିତି ରଙ୍ଗ ଲାଗିବ ଯେ ଓଡ଼ିଶାବାସୀ କଣ ସାରା ବିଶ୍ୱ ଦେଖିବ ଭବ୍ୟ ଆୟୋଜନ । ଏଥିପାଇଁ ଦର୍ଶକଙ୍କ ମଧ୍ୟରେ ପ୍ରବଳ…

ହକି ବିଶ୍ୱକପ୍‌: କେଉଁ ଗ୍ରୁପ୍‌ରେ କାହାର ଦମ୍‌ କେତେ ?

୧୬ଟି ଟିମ୍‌ । ୪ଟି ପୁଲ୍‌ । ପ୍ରତି ଗ୍ରୁପ୍‌ରେ ୪ଟି ଲେଖାଏଁ ଟିମ୍‌ । ଦମ୍‌ ଦେଖାଇବାକୁ ସମସ୍ତେ ପ୍ରସ୍ତୁତି । ତଗଡା ଲଢ଼େଇ ହେବ । ହକି ବିଶ୍ୱକପ୍‌ର ଗ୍ରୁପ୍‌ ପର୍ଯ୍ୟାୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଟିମ୍‌ ସିଧାସଳଖ କ୍ୱାର୍ଟର ଫାଇନାଲ୍‌ରେ ଏଣ୍ଟ୍ରି ମାରିବ । ଦ୍ୱିତୀୟ ଓ ତୃତୀୟ…

ପ୍ରତୀକ୍ଷାର ଅନ୍ତ, ଆଜି କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବ କପର ଉଦଘାଟନୀ ଉତ୍ସବ

ଭୁବନେଶ୍ବର(କେନ୍ୟୁଜ୍) : ପ୍ରତୀକ୍ଷାର ଅନ୍ତ । ହକିକୁ ନେଇ ବଢୁଛି ହୃତକମ୍ପନ । ଆଜି କଳିଙ୍ଗ ଷ୍ଟାଡିୟମରେ ଉଦଘାଟନୀ ଉତ୍ସବ । ମୁଖ୍ୟ ଆକର୍ଷଣ ସାଜିବେ ଓସ୍କାର ବିଜେତା ସଙ୍ଗୀତଜ୍ଞ ଏଆର ରେହମାନ, କିଙ୍ଗ ଖାନ୍‌ ଶାହାରୁଖ, ମାଧୁରୀଙ୍କ ସମେତ ଦେଶୀ ବିଦେଶୀ ନୃତ୍ୟାଙ୍ଗନା । ଦେଶୀ ବିଦେଶୀ…

ବିଶ୍ବକପ୍ ପାଇଁ ବଦଳିଲା ନିୟମ, ରାତି ୧.୩୦ ଯାଏଁ ମିଳିବ ମଦ

ଭୁବନେଶ୍ବର : ହକି ବିଶ୍ୱକପ୍‌ ପାଇଁ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ବାର୍‌ଗୁଡିକ ରାତି ୧ଟା ୩୦ ପର୍ଯ୍ୟନ୍ତ ଖୋଲା ରହିବ । ବିଦେଶୀ ଦର୍ଶକଙ୍କ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । କିନ୍ତୁ ମଦ ଦୋକାନ ଗୁଡ଼ିକ ୧ ଟା ୩୦ ଯାଏଁ ଖୋଲା ରହିବ ନାହିଁ । ରାତି ୧୦ଟା ୩୦ରେ ବନ୍ଦ ହେବ ମଦ ଦୋକାନ । ଏହି…

ହକି ବିଶ୍ୱକପ୍‌ ପାଇଁ ସରକାରୀ ଛୁଟି ଘୋଷଣା

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ ପାଇଁ ଶିକ୍ଷାନୁଷ୍ଠାନ ଛୁଟି । ଆସନ୍ତାକାଲି ହକିର ଉଦ୍‌ଘାଟନୀ ସମାରୋହ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଛୁଟି ଘୋଷଣା କରାଯାଇଛି । ଭୁବନେଶ୍ୱରର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ସେହିପରି ଭୁବନେଶ୍ୱର ସମେତ ସାରା ରାଜ୍ୟର ସମସ୍ତ ସରକାରୀ…

ଆସନ୍ତାକାଲି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ, ୧୬ଟି ଦେଶର ଅଧିନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର(କେନ୍ୟୁଜ୍) : ସରି ସରି ଆସୁଛି ଅପେକ୍ଷା । ଆସନ୍ତାକାଲି ହକି ବିଶ୍ୱକପ୍‌ର ଉଦ୍‌ଘାଟନୀ ଉତ୍ସବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୬ ଦେଶର ଅଧିନାୟକଙ୍କୁ ଭେଟିଛନ୍ତି । ଭୁବନେଶ୍ୱର ମୁକ୍ତେଶ୍ୱର ମନ୍ଦିରରେ ମୁଖ୍ୟମନ୍ତ୍ରୀ ସେମାନଙ୍କ…

ହକି ବିଶ୍ୱକପ୍‌ ପାଇଁ ବଢିବାରେ ଲାଗିଛି କ୍ରେଜ୍, ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମରେ ଯୋଗଦେଇପାରନ୍ତି ସଲମାନ…

କଟକ(କେନ୍ୟୁଜ୍) :  ହକି ବିଶ୍ୱକପ୍‌ ପାଇଁ କଟକ ବାରବାଟୀରେ ହେବାକୁ ଥିବା କାର୍ଯ୍ଯକ୍ରମକୁ ଦବଙ୍ଗ ବୟ ସଲମାନ ଖାନ୍‌ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ବାରବାଟୀରେ ଏ.ଆର ରେହମାନ୍‌ ସଙ୍ଗୀତ ପରିବେଷଣ କରିବେ । ତେବେ ସଲମାନ ମଧ୍ୟ ଏହି କାର୍ଯ୍ଯକ୍ରମରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଛି ।…

ମେକ୍‌ ଇନ୍‌ ଓଡ଼ିଶା ପରେ ହକି ବିଶ୍ୱ କପ୍‌କୁ ସଫଳ କରିବାକୁ ସରକାରଙ୍କ ଜୋରଦାର ଉଦ୍ୟମ, ରାଜ୍ୟ ରାଜନୀତି ଉପରେ କଣ ପଡିବ…

ଭୁବନେଶ୍ବର : ମେକ୍‌ ଇନ ଓଡ଼ିଶା ପରେ ଏବେ ହକି ବିଶ୍ୱକପ୍‌ । ଅନ୍ତର୍ଜାତୀୟ ସ୍ତରର ଏହି ମେଗା ଇଭେଣ୍ଟକୁ ନେଇ ରାଜ୍ୟ ରାଜନୀତିରେ ଜୋର ଚର୍ଚ୍ଚା। ମେକ୍‌ ଇନ ଓଡିଶା କନକ୍ଲେଭରେ ରାଜ୍ୟ ସରକାରଙ୍କୁ ମିଳିଥିଲା ଆଶାତୀତ ସଫଳତା। ରାଜ୍ୟରେ ପୁଞ୍ଜିନିବେଶ ପାଇଁ ଆସିଛି ୪ ଲକ୍ଷ ୧୯ ହଜାର କୋଟି…

ହକି ମହାସମର ଲାଗି ବାଜିବ ବିଗୁଲ୍‌ : ଦିନେ ପରେ ଉଦ୍‌ଘାଟନୀ ଉତ୍ସବ, ବିଶ୍ୱକପ୍‌ ଟ୍ରଫି ଜିତିବାକୁ ଖେଳାଳିଙ୍କ ଝାଳବୁହା…

ଭୁବନେଶ୍ୱର  : ହକି କିଶ୍ୱକପ୍‌ ପାଇଁ ଝଲସୁୁଛି ଭୁବନେଶ୍ୱର । ଷ୍ଟାଡିୟମଠାରୁ ଆରମ୍ଭ କରି ରାସ୍ତାଘାଟ୍‌ ସବୁ ଚକାଚକ୍‌। ସବୁଠି ହକିର ମାନିଆ। କେଉଁଠି ରାସ୍ତାକାନ୍ଥରେ ହକି ଖେଳାଳୀଙ୍କ ଛବି ଅଙ୍କା ଯାଇଛି ଆଉ କେଉଠି ହକି ଖେଳାଳୀଙ୍କ ଫଟୋା ଭଳିକି ଭଳି ରଙ୍ଗିନ ଆଲୋକରେ ସଜେଇ ହୋଇଛି…

ଆଉ ଦିନକ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌ ! ଖାଲି ରାଜଧାନୀ ନୁହଁ, ସାରା ରାଜ୍ୟରେ ହକି ଫିଭର

ଭୁବନେଶ୍ବର : ହୋଟେଲ ସ୍ୱସ୍ତି ପ୍ରିମିୟମରେ ଫ୍ରାନ୍ସ, ମାଲେସିଆ, ପାକିସ୍ତାନ ଟିମ୍‌ ରହିବାର ବ୍ୟବସ୍ଥା କରାଯାଇଛି ।  ପୂର୍ବରୁ ଫ୍ରାନ୍ସ ଟିମ୍‌ ଆସି ସାରିଥିବା ବେଳେ ଗତକାଲି ରାତିରେ ପହଞ୍ଚିଥିଲା ପାକିସ୍ତାନ ଟିମ ।  ଏହାପରେ ହୋଟେଲର ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି । ହୋଟେଲ ସମ୍ମୁଖ…