Below header
Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

ହକି ବିଶ୍ୱ କପ୍‌ : ଆର୍ଜେଣ୍ଟିନା ଠାରୁ ୩-୦ ଗୋଲ୍‌ରେ ହାରିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଲ୍‌ ‘ଏ’ରେ ଆର୍ଜେଣ୍ଟିନା ଶୀର୍ଷରେ । ଆଜି ଅନୁଷ୍ଠିତ ହକି ବିଶ୍ୱ କପ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୩-୦ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଆର୍ଜେଣ୍ଟିନାର ଅଗଷ୍ଟିନ୍‌ ମାଜିଲି ମ୍ୟାଚ୍‌ର ୨୩ ମିନିଟ୍‌ରେ ଗୋଲ୍‌ ସ୍କୋର କରି ଦଳକୁ…

ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍‌ ବୁଲି ଦେଖିଲେ ପାକିସ୍ତାନୀ ହକି ଖେଳାଳି

ଭୁବନେଶ୍ବର : କଳିଙ୍ଗ ଷ୍ଟାଡିୟମରେ ଥିବା ଫ୍ୟାନ ଭିଲେଜର ପୋଲିସ ଷ୍ଟଲ୍‌ ବୁଲି ଦେଖିଛନ୍ତି ପାକିସ୍ତାନୀ ହକି ଖେଳାଳି । ପୋଲିସ ଡିଜିଙ୍କ ନିମନ୍ତ୍ରଣ ରକ୍ଷା କରି ଆଜି ଅପରାହ୍ଣରେ ପାକିସ୍ତାନ ହକି ଦଳର କୋଚ୍‌, ମ୍ୟାନେଜରଙ୍କ ସମେତ ସବୁ ଖେଳାଳି ଫ୍ୟାନ୍‌ କ୍ଲବରେ ପହଞ୍ଚିଥିଲେ । ଏଠାରେ…

ହକି ବିଶ୍ୱ କପ୍‌ରେ ‘ଡ୍ର’ ଧାରା ଜାରି, ଫ୍ରାନ୍ସ ୧- ସ୍ପେନ୍‌ ୧

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚଳିତ ହକି ବିଶ୍ୱ କପ୍‌ରେ ଏବେ ଡ୍ର ମ୍ୟାଚ୍‌ର ଧାରା ଜାରି ରହିଛି । ଗତକାଲି ଦୁଇଟି ଯାକ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହେବା ପରେ ଆଜିର ପ୍ରଥମ ମ୍ୟାଚ୍‌ ଫ୍ରାନ୍ସ ଓ ସ୍ପେନ୍‌ ମଧ୍ୟରେ ୧-୧ ଗୋଲ୍‌ରେ ଡ୍ର ରହିଛି । ପୁଲ୍‌ ‘ଏ’ର ଏହି ମ୍ୟାଚ୍‌ର ଷଷ୍ଠ ମିନିଟ୍‌ରେ…

ହକି ବିଶ୍ୱକପ୍‌ରେ ଆଜି ମୁହାଁମୁହିଁ ହେବେ ସ୍ପେନ୍‌-ଫ୍ରାନ୍ସ ଓ ନ୍ୟୁଜିଲାଣ୍ଡ-ଆର୍ଜେଣ୍ଟିନା

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପୁଲ୍‌-ଏର ଦୁଇଟି ମ୍ୟାଚ୍‌ ଖେଳାଯିବ । ପ୍ରଥମ ମୁକାବିଲାରେ ମୁହାଁମୁହିଁ ହେବେ ସ୍ପେନ୍‌-ଫ୍ରାନ୍ସ । ସନ୍ଧ୍ୟା ୫ଟାରେ ଏହି ମ୍ୟାଚ୍‌ ଖେଳାଯିବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଓ…

ହକି ବିଶ୍ୱ କପ୍‌ : ଲଢ଼େଇ ହେଲା ଜୋରଦାର, ସାଇମନ୍‌ଙ୍କ ଶେଷ ଭାଗ ଗୋଲରେ ଭାରତ ସହ ମ୍ୟାଚ୍‌ ଡ୍ର ରଖିଲା ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଶା ଥିଲା ଭାରତ ଜିତିବ ବୋଲି । ହେଲେ ବେଲଜିୟମ କଡ଼ା ଟକ୍କର ଦେଲା ଓ ଶେଷ କ୍ଷଣରେ ଗୋଲ୍‌ ଶୁଝାଇବାକୁ ସକ୍ଷମ ହେଲା । ଭାରତକୁ ଡ୍ର’ରେ ସନ୍ତୁଷ୍ଟ ହେବାକୁ ପଡ଼ିଲା । ସେହିପରି ଭାରତର ମ୍ୟାଚ୍‌ ଥିବାରୁ ଆଜି ଦର୍ଶକଙ୍କ ପ୍ରବଳ ଗହଳି ଥିଲା । ହେଲେ ଦଳ ୨-୧ରେ ଆଗୁଆ…

ହକି ବିଶ୍ୱ କପ୍‌ : କାନାଡ଼ା ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍‌ ୧-୧ରେ ଡ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ ପୁଲ୍‌ ‘ସି’ ମ୍ୟାଚ୍‌ ଦକ୍ଷିଣ ଆଫ୍ରିକା ଓ କାନାଡ଼ା ମଧ୍ୟରେ ୧-୧ ଗୋଲ୍‌ରେ ଡ୍ର ରହିଛି । ଚମତ୍କାର ଖେଳ ପାଇଁ କାନାଡ଼ାର ଡେଭିଡ୍‌ କାର୍ଟରଙ୍କୁ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ଘୋଷଣା କରାଯାଇଥିଲା । ଆଜିର ପ୍ରଥମ ମ୍ୟାଚ୍‌ରେ ଉଭୟ ଦଳ ବେଶ୍‌ କିଛି…

ହକି ବିଶ୍ୱକପ୍‌ – ୨୦୧୮ : ମାଲେସିଆକୁ ୭-୦ ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ

ଭୁବନେଶ୍ବର (କେନ୍ଯୁଜ୍): କଳିଙ୍ଗ ଷ୍ଟାଡିୟମରେ ଜମୁଛି ହକି ଯୁଦ୍ଧ । ଆଜି ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି ନେଦରଲାଣ୍ଡ । ପୁଲ୍‌-ଡିର ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ୭-୦ ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ । ମ୍ୟାଚ ଆରମ୍ଭରୁ ନେଦରଲାଣ୍ଡ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଗୋଲ…

ହକି ବିଶ୍ୱ କପ୍‌ : ଶେଷ କ୍ଷଣ ଗୋଲ୍‌ରେ ଇଂଲଣ୍ଡ ସହ ମ୍ୟାଚ୍‌ ଡ୍ର ରଖିଲା ଚୀନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ର‍୍ୟାଙ୍କିଙ୍ଗରେ ବହୁ ଉପରେ ଥିବା ଇଂଲଣ୍ଡ ସହିତ ମ୍ୟାଚ୍‌ ଡ୍ର ରଖିଛି ନବାଗତ ଚୀନ୍‌ । ଆଜିର ସଂଘର୍ଷପୂର୍ଣ୍ଣ ହକି ବିଶ୍ୱ କପ୍‌ ମ୍ୟାଚ୍‌ରେ ଉଭୟ ଦଳ ୨ଟି ଲେଖାଏଁ ଗୋଲ୍‌ କରି ପଏଣ୍ଟ ଭାଗ କରିଛନ୍ତି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ର ଆଜି…

ପ୍ରଥମ ମ୍ୟାଚ୍‌ ଜିତିଲା ବର୍ତ୍ତମାନ ଚାମ୍ପିଅନ୍‌ ଅଷ୍ଟ୍ରେଲିଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ଖେଳା ଯାଇଥିବା ପ୍ରଥମ ମ୍ୟାଚ୍‌ରେ ଗତଥର ଚାମ୍ପିଅନ୍‌ ଅଷ୍ଟ୍ରେଲିଆ ୨-୧ ଗୋଲ୍‌ରେ ଆୟର୍ଲାଣ୍ଡକୁ ହରାଇଛି । ପୁଲ୍‌ ‘ବି’ ଏହି ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକ୍‌ ଗୋଭର୍ସ ୧୧ ମିନିଟ୍‌ରେ ପ୍ରଥମ ଗୋଲ୍‌ ଦେଇଥିଲେ । ହେଲେ ଖୁସି…

ବିଶ୍ୱକପ୍‌ ହକି : ନମାଜ ପାଇଁ ମସଜିଦରେ ପାକ୍ ଟିମ୍

ଭୁବନେଶ୍ବର (କେନ୍ଯୁଜ୍) : ବିଶ୍ୱକପ୍‌ ହକି ଖେଳିବାକୁ ଆସିଥିବା ପାକିସ୍ତାନ ଟିମ୍‌ ଭୁବନେଶ୍ୱର ଗଜପତି ନଗର ମସଜିଦ୍‌ରେ ପହଞ୍ଚିଛନ୍ତି ।ନମାଜ ପଢିଲେ ପାକିସ୍ତାନ ଖେଳାଳି । ଆଜି ଶୁକ୍ରବାର ହୋଇଥିବାରୁ ପାକିସ୍ତାନ ଖେଳାଳି ନମାଜ ପଢିବାକୁ ଆସିଥିଲେ । ଭୁବନେଶ୍ୱର ଗଜପତି ନଗର ସ୍ଥିତ…

ହକି ବିଶ୍ବକପ୍ : ଉଦଘାଟନ ପରେ ଉଦଯାପନ, ପୁଣି କିଏ ଆସିବେ ସେଲିବ୍ରିଟି ତାହାକୁ ନେଇ ବଢ଼ିଛି ଚର୍ଚ୍ଚା

ଭୁବନେଶ୍ୱର(କେନ୍ୟୁଜ୍) :  ଓଡ଼ିଶାରେ ଚାଲିଛି ହକି କ୍ରେଜ୍। ବର୍ତ୍ତମାନ ଦେଶର ହୃଦ ସ୍ପନ୍ଦନ ପାଲିଟିଥିବା ହକି ବିଶ୍ବକପର ଉଦଘାଟନ ସମାରୋହ ଶେଷ ହୋଇଥିବା ବେଳେ ଏହାର ଉଦଯାପନକୁ ନେଇ ଏବେଠୁ ବଢ଼ିଲାଣି ଚର୍ଚ୍ଚା।  ହକି ମହାକୁମ୍ଭର ଉଦ୍‌ଘାଟନ ଅବସରରେ ଦେଖିବାକୁ ମିଳିଥିଲା ବଲିଉଡ଼ର କରଣ-ଅର୍ଜୁନ୍…

ହକି ବିଶ୍ୱକପ୍‌ : ଶେଷ କ୍ଷଣରେ ଖୁବ୍‌ ଜମିଲା ଖେଳ, ଫ୍ରାନ୍ସର ସଂଘର୍ଷ ସତ୍ତ୍ୱେ ୨-୧ରେ ଜିତିଲା ନ୍ୟୁଜିଲାଣ୍ଡ

ଭୁବନେଶ୍ୱର (କେନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ଦ୍ୱିତୀୟ ମ୍ୟାଚ୍‌ରେ ଫ୍ରାନ୍ସକୁ ୨-୧ ଗୋଲ୍‌ରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ପୁଲ୍‌ ‘ଏ’ର ଆଜି ଖେଳା ଯାଇଥିବା ଏହି ଦ୍ୱିତୀୟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ପକ୍ଷରୁ କେନ୍‌ ରସେଲ୍‌ ୧୭ ମିନିଟରେ ପ୍ରଥମ ଗୋଲ୍‌ ସ୍କୋର କରିଥିଲେ ।…