Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

ପଇସା ଅସୁଲ ମ୍ୟାଚ୍‌ରେ ଦମ୍‌ ଦେଖାଇ ଜିତିଲା ଭାରତ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦର୍ଶକରେ ଖଚାଖଚ୍‌ କଳିଙ୍ଗ ଷ୍ଟାଡିୟମ । ତା ଭିତରେ ଭାରତ ପାଇଁ ପୁଲ୍‌ ପର୍ଯ୍ୟାୟର ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ । ସିଧାସଳଖ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିବା ପାଇଁ କାନାଡ଼ା ବିପକ୍ଷରେ ଜିତିବା ଜରୁରୀ ଥିଲା । କାରଣ ଆଜି ଦକ୍ଷିଣ ଆଫ୍ରିକାକୁ…

ହକି ବିଶ୍ୱ କପ୍‌ : ଦକ୍ଷିଣ ଆଫ୍ରିକାକୁ ହରାଇ ପୁଲ୍‌ ‘ସି’ ଶୀର୍ଷରେ ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦକକ୍ଷିଣ ଆଫ୍ରିକାକୁ ୫-୧ ଗୋଲ୍‌ରେ ହରାଇ ପୁଲ୍‌ ‘ସି’ ଶୀର୍ଷରେ ପହଞ୍ଚିଛି ବେଲଜିୟମ୍‌ । ଯାହାଫଳରେ ଭାରତ ପାଇଁ ସାମାନ୍ୟ ସମସ୍ୟା ସୃଷ୍ଟି ହୋଇଛି । ସିଧାସଳଖ କ୍ୱାର୍ଟରଫାଇନାଲ୍‌କୁ ଯିବାକୁ ହେଲେ ବର୍ତ୍ତମାନ ହେବାକୁ ଥିବା କାନାଡ଼ ବିପକ୍ଷ ମ୍ୟାଚ୍‌ରେ ଭାରତକୁ…

ବିଚରେ ଭଲିବଲ୍ ଖେଳିବା ସହ ସନବାଥର ମଜା ନେଲେ ଆର୍ଜେଣ୍ଟିନା ହକି ଟିମ୍

ପୁରୀ (କେନ୍ୟୁଜ୍) : ପୁରୀରେ ଆର୍ଜେଣ୍ଟିନା ହକି ଟିମ୍ । ସମୁଦ୍ର କୂଳରେ ବୁଲାବୁଲିର ମଜା ନେଇଛନ୍ତି । ସନ୍ ବାଥ୍, ସମୁଦ୍ର ସ୍ନାନ ସହ ବିଚ୍ରେ ଭଲିବଲ୍ ଖେଳିଛନ୍ତି ଆର୍ଜେଣ୍ଟିନା ଖେଳାଳି ଓ ସପୋର୍ଟ ଷ୍ଟାଫ। ଏହା ସହ ସେଲ୍ଫି ବି ନେଇଛନ୍ତି । ନିଜକୁ ମାନସିକ ଓ ଶାରୀରିକ ଚାପରୁ ମୁକ୍ତ…

ଆଜି ହକି ବିଶ୍ୱକପରେ ବେଲଜିୟମ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଫାଇଟ୍‌, ଜମିବ ଭାରତ-କାନାଡା ଲଢ଼େଇ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ରେ ଆଜି ଖେଳାଯିବ ପୁଲ-ସି ଦୁଇଟି ମ୍ୟାଚ । ପ୍ରଥମ ମ୍ୟାଚରେ ବେଲଜିୟମ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ଦ୍ୱିତୀୟ ମ୍ୟାଚରେ ମୈଦାନକୁ ଓହ୍ଲାଇବ ଭାରତ । କାନାଡା ସହ ହେବ ମୁକାବିଲା । ଟାର୍ଗେଟ୍‌ କ୍ୱାର୍ଟର ଫାଇନାଲ୍‌ । ହକି…

ହକି ବିଶ୍ୱ କପ୍‌ : ଆୟର୍ଲାଣ୍ଡକୁ ହରାଇ ନକଆଉଟ୍‌ ରାଉଣ୍ଡରେ ଇଂଲଣ୍ଡ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆୟର୍ଲାଣ୍ଡକୁ ୪-୨ ଗୋଲ୍‌ରେ ପରାସ୍ତ କରି ଇଂଲଣ୍ଡ ଦଳ ହକି ବିଶ୍ୱ କପ୍‌ର ନକ୍‌ଆଉଟ୍‌ ରାଉଣ୍ଡରେ ପହଞ୍ଚିଛି । ତେବେ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଇଂଲଣ୍ଡକୁ ଜିତିବା ପାଇଁ ବେଶ୍‌ କଷ୍ଟ କରିବାକୁ ପଡ଼ିଥିଲା । ଡେଭିଡ୍‌ କଣ୍ଡନ ମ୍ୟାଚ୍‌ର ୧୫ ମିନିଟ୍‌ରେ…

ହକି ବିଶ୍ୱ କପ୍‌ : କଙ୍ଗାରୁ ଗୋଲ୍‌ ବର୍ଷାରେ ଡୁବିଗଲା ଚୀନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ରେ ଅଷ୍ଟ୍ରେଲିଆର ରେକର୍ଡ଼ । ପୁଲ୍‌ ‘ବି’ ମ୍ୟାଚ୍‌ରେ ଆଜି ଶକ୍ତିଶାଳୀ ଅଷ୍ଟ୍ରେଲିଆ ୧୧-୦ ଗୋଲ୍‌ରେ ନବାଗତ ଚୀନ୍‌ ଦଳକୁ ଶୋଚନୀୟ ଭାବେ ହରାଇଛି । ପ୍ରଥମ ଦୁଇଟି ମ୍ୟାଚ୍‌ ଜିତି ଅଷ୍ଟ୍ରେଲିଆ ଦଳ କ୍ୱାର୍ଟରଫାଇନାଲ୍‌କୁ ଯାଇ ସାରିଛି । ଆଜିର…

ହକି ବିଶ୍ୱ କପ୍‌ : ପରାସ୍ତ ହୋଇ ବି କ୍ୱାର୍ଟରଫାଇନାଲ୍‌ରେ ଆର୍ଜେଣ୍ଟିନା

ଭୁବନେଶ୍ୱର (କେ ନ୍ୟୁଜ୍‌) : ଚମତ୍କାର ଖେଳ । କହିବାକୁ ଗଲେ ଚଳିତ ହକି ବିଶ୍ୱ କପ୍‌ରୁ ସବୁଠାରୁ ଆକର୍ଷଣୀୟ ଖେଳ ଥିଲା ଆଜିର ଦ୍ୱିତୀୟ ମ୍ୟାଚ୍‌ । ପୁଲ୍‌ ‘ଏ’ର ଏହି ମ୍ୟାଚ୍‌ରେ ଆର୍ଜେଣ୍ଟିନାକୁ ୫-୩ ଗୋଲ୍‌ରେ ମାତ୍‌ ଦେଇ ଫ୍ରାନ୍ସ ସମସ୍ତଙ୍କୁ ଚମକାଇ ଦେଇଛି । ଅବଶ୍ୟ ଏହି ପରାଜୟ…

ହକି ବିଶ୍ୱ କପ୍‌ : ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ମ୍ୟାଚ୍‌ ୨-୨ ଗୋଲ୍‌ରେ ଡ୍ର

ଭୁବନେଶ୍ୱର (କେ ନ୍ୟୁଜ୍‌) : କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ରେ ଆଜି ପ୍ରଥମ ମ୍ୟାଚ୍‌ ନ୍ୟୁଜିଲାଣ୍ଡ ଓ ସ୍ପେନ୍‌ ମଧ୍ୟରେ ୨-୨ ଗୋଲ୍‌ରେ ଡ୍ର ରହିଛି । ମଧ୍ୟାନ୍ତର ପୂର୍ବରୁ ସ୍ପେନ୍‌ ୨ଟି ଗୋଲ୍‌ ଦେଇ ଆଗୁଆ ଥିଲା । ତେବେ ଚତୁର୍ଥ କ୍ୱାର୍ଟରରେ ମାତ୍ର ୬ ମିନିଟ୍‌ ଭିତରେ…

ଆସିଲା ଓଡ଼ିଶା ହକି ବିଶ୍ବ କପର ଅଫିସିଆଲ ମ୍ୟୁଜିକ୍ ଭିଡ଼ିଓ , ଦେଖନ୍ତୁ ..

ଭୁବନେଶ୍ବର : ବହୁ ଅପେକ୍ଷାର ଅନ୍ତ ଘଟିଛି। ରାଜ୍ୟରେ ଏବେ ହକି କ୍ରେଜ୍ ଚାଲିଥିବା ବେଳେ ଲଞ୍ଚ କରିଛି ଅଫିସିଆଲ ମ୍ୟୁଜିକ୍ ଭିଡ଼ିଓ ଜୟ ହିନ୍ଦ ଇଣ୍ଡିଆ। ଏହା ବିଷୟରେ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ପ୍ରସିଦ୍ଧ ଗାୟକ ଏ ଆର ରେହେମାନ୍। ପୂର୍ବରୁ ଏହାର ଟିଜର ଆସିଥିବା ବେଳେ ଏହାକୁ ଉଦଘାଟନ…

ହକି ବିଶ୍ୱ କପ୍‌ : ପଏଣ୍ଟ ଭାଗ କଲେ ପାକିସ୍ତାନ ଓ ମାଲେସିଆ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଜିତିବା ପାଇଁ ପୂରା ଦମ୍‌ରେ ପ୍ରୟାସ କଲେ ହେଲେ ଜିତି ପାରିଲେ ନାହିଁ । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱ କପ୍‌ର ଆଜି ପୁଲ୍‌ ‘ଡି’ ଦ୍ୱିତୀୟ ମ୍ୟାଚ୍‌ ପାକିସ୍ତାନ ଓ ମାଲେସିଆ ମଧ୍ୟରେ ୧-୧ ଗୋଲ୍‌ରେ ଅମୀମାଂସିତ ରହିଛି । ମ୍ୟାଚ୍‌ର…

ହକି ବିଶ୍ୱକପ୍‌ : ଜିତିଲା ଜର୍ମାନୀ, ପହଞ୍ଚିଲା କ୍ୱାର୍ଟର ଫାଇନାଲ୍‌ରେ

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ପ୍ରଥମ ମ୍ୟାଚ୍‌ରେ ନେଦରଲାଣ୍ଡସକୁ ୪-୧ ଗୋଲ୍‌ରେ ହରାଇ ଜର୍ମାନୀ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି । ପୁଲ୍‌ ‘ଡି’ର ଏହି ମ୍ୟାଚ୍‌ରେ ବିଜୟୀ ହୋଇ ସର୍ବାଧିକ ୬ ପଏଣ୍ଟ ସହ ଜର୍ମାନୀ ପୁଲ୍‌ ଶୀର୍ଷରେ ରହିଛି । ନେଦରଲାଣ୍ଡସ ଦୁଇଟି…

ହକି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଜାରି : ପୁଲ୍‌-ବିର ପ୍ରଥମ ମୁକାବିଲାରେ…

ଭୁବନେଶ୍ବର : ହକି ବିଶ୍ୱକପ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍‌ ଅଷ୍ଟ୍ରେଲିଆର ବିଜୟ ଅଭିଯାନ ଜାରି । ପୁଲ୍‌-ବିର ପ୍ରଥମ ମୁକାବିଲାରେ ଇଂଲଣ୍ଡକୁ ୩-୦ ଗୋଲରେ ପରାସ୍ତ କରିଛି ଅଷ୍ଟ୍ରେଲିଆ । ମ୍ୟାଚ୍‌ରେ କଡା ମୁକାବିଲା ଦେଖିବାକୁ ମିଳିଥିଲା । କେହି କାହିରିକୁ ଛାଡ଼ିବା ମୁଡ୍‌ରେ ନଥିଲେ । ମ୍ୟାଚ…