Browsing Category

ହକି ବିଶ୍ୱକପ୍ ୨୦୧୮

Hockey World Cup 2018

ଆଜିଠୁ ହକିରେ ଅସଲ ଲଢେଇ, ଆରମ୍ଭ ହେବ କ୍ୱାର୍ଟର ଫାଇନାଲ୍‌ ରେସ୍‌

ଭୁବନେଶ୍ବର(କେନ୍ୟୁଜ୍) : ଆଜିଠୁ ହକିରେ ଅସଲ ଲଢେଇ । ଆରମ୍ଭ ହେବ କ୍ୱାର୍ଟର ଫାଇନାଲ୍‌ ରେସ୍‌ । ଯିଏ ଜିତିବ ସେ ସେମି ଫାଇନାଲ୍‌ ଯିବ । ହାରିଲେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ । ପ୍ରଥମ କ୍ୱାର୍ଟର ଫାଇନାଲରେ ଆର୍ଜେଣ୍ଟିନା-ଇଂଲଣ୍ଡ ମଧ୍ୟରେ ମୁକାବିଲା ହେବ । ସେହିପରି ଦ୍ୱିତୀୟ ମ୍ୟାଚ୍‌ରେ…

ହକି ବିଶ୍ୱ କପ୍‌ : ଗୁରୁବାର ଦିନ ଭାରତ-ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆୟୋଜକ ଭାରତ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ନେଦରଲାଣ୍ଡସକୁ ଭେଟିବ । କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହକି ମହାକୁମ୍ଭର ଆଜି ଚତୁର୍ଥ କ୍ରସ୍‌ଓଭର୍‌ ମ୍ୟାଚ୍‌ରେ ନେଦରଲାଣ୍ଡସ କାନାଡ଼ାକୁ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି ।…

ହକି ବିଶ୍ୱକପ୍‌ : ପାକିସ୍ତାନକୁ ୫-୦ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ତୃତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଶୋଚନୀୟ ଭାବେ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି ବେଲଜିୟମ ଦଳ । ଟୁର୍ଣ୍ଣାମେଣ୍ଟ ସାରା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ବିଦାୟ ନେଇଛି ପାକିସ୍ତାନ ଦଳ । କ୍ୱାର୍ଟରଫାଇନାଲ୍‌ରେ…

ହକି ବିଶ୍ୱକପ୍‌ର କ୍ରସ୍‌ ଓଭରରେ ଆଜି ବେଲଜିୟମ୍‌-ପାକିସ୍ତାନ ଓ ନେଦରଲ୍ୟାଣ୍ଡ-କାନାଡ଼ା ମୁହାଁମୁହିଁ

ଭୁବନେଶ୍ବର(କେନ୍ୟୁଜ୍) : ହକି ବିଶ୍ୱକପ୍‌ର କ୍ରସ୍‌ ଓଭରରେ ଆଜି ଖେଳାଯିବ ଦୁଇଟି ମ୍ୟାଚ୍‌ । ପ୍ରଥମ ମୁକାବିଲାରେ ବେଲଜିୟମ୍‌-ପାକିସ୍ତାନ ମଧ୍ୟରେ ମୁକାବିଲା ହେବ । ଯିଏ ଜିତିବ ସେ କ୍ୱାର୍ଟର ଫାଇନାଲ୍‌ ଯିବ । ଜର୍ମାନୀ ସହିତ ହେବ କ୍ୱାର୍ଟ ଫାଇନାଲ୍‌ ମୁକାବିଲା । ସେହିପରି ଦ୍ୱିତୀୟ…

ଚୀନ୍‌କୁ ହରାଇଲା ଫ୍ରାନ୍ସ, କ୍ୱାର୍ଟରଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ଭେଟିବ

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ଦ୍ୱିତୀୟ କ୍ରସ୍‌ ଓଭର ମ୍ୟାଚ୍‌ରେ ଚୀନ୍‌କୁ ୧-୦ ଗୋଲ୍‌ରେ ହରାଇ କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛି ଫ୍ରାନ୍ସ । କ୍ୱାର୍ଟର ଫାଇନାଲ୍‌ରେ ଏହାର ମୁକାବିଲା ବିଶ୍ୱର ଏକ ନମ୍ବର ତଥା ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହିତ ହେବ । ଆଜି ମ୍ୟାଚ୍‌ରେ…

ହକି ବିଶ୍ୱ କପ୍‌ : କ୍ୱାର୍ଟରଫାଇନାଲ୍‌ରେ ଇଂଲଣ୍ଡ ଭେଟିବ ଆର୍ଜେଣ୍ଟିନାକୁ

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜି ଖେଳା ଯାଇଥିବା ପ୍ରଥମ୍‌ କ୍ରସ୍‌ ଓଭର ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୨-୦ ଗୋଲ୍‌ରେ ହରାଇ ଇଂଲଣ୍ଡ ହକି ବିଶ୍ୱ କପ୍‌ କ୍ୱାର୍ଟରଫାନାଲ୍‌ରେ ପ୍ରବେଶ କରିଛି । କ୍ୱାର୍ଟରଫାଇନାଲ୍‌ରେ ଇଂଲଣ୍ଡର ମୁକାବିଲା ହେବ ଆର୍ଜେଣ୍ଟିନା ସହ । ଏହି ମ୍ୟାଚ୍‌ର ଉଭୟ…

ବିଶ୍ୱ କପ୍‌ : ହକିରେ କ୍ରସ୍‌ ଓଭର କଣ? ଜାଣନ୍ତୁ

ଭୁବନେଶ୍ୱର (କେ ନ୍ୟୁଜ୍‌ ସ୍ପେସାଲ ଡେସ୍କ) : ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଛି ଚତୁର୍ଦ୍ଦଶ ହକି ବିଶ୍ୱ କପ୍‌ । ଖୁବ୍‌ ଜମୁଛି ଲଢ଼େଇ । ଗତକାଲି ପୁଲ୍‌ ପର୍ଯ୍ୟାୟ ଶେଷ ହୋଇଛି । ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌ । ତେବେ ଏହି କ୍ରସ୍‌ ଓଭର ମ୍ୟାଚ୍‌ କଣ ? ଆସନ୍ତୁ…

ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌

ଭୁବନେଶ୍ବର(କେନ୍ୟୁଜ୍) : ବିଶ୍ୱକପ୍‌ ହକିରେ ଆଜିଠାରୁ ଆରମ୍ଭ ହେବ କ୍ରସ୍‌ ଓଭର ମ୍ୟାଚ୍‌ । ସରିଯାଇଛି ଗ୍ରୁପ ପର‌୍ୟ୍ୟାୟ ମ୍ୟାଚ୍‌ । ବିଦା ହୋଇଛନ୍ତି, ଆୟରାଲଣ୍ଡ, ମାଲେସିଆ, ଦକ୍ଷିଣ ଆଫ୍ରିକା ଓ ସ୍ପେନ୍‌ । ଆଜି କ୍ରସ୍‌ ଓଭରରେ ଦୁଇଟି ମ୍ୟାଚ୍‌ ରହିଛି । ପ୍ରଥମ ମ୍ୟାଚ୍‌ ଇଂଲଣ୍ଡ ଓ…

ହକି ବିଶ୍ୱ କପ୍‌ : ୫-୧ ବିଜୟ ସହ ନେଦରଲାଣ୍ଡସ୍‌ କ୍ୱାର୍ଟରଫାଇନାଲ୍‌ରେ, ପରାସ୍ତ ହୋଇ ବି କ୍ରସ୍‌ଓଭରରେ ଖେଳିବ…

ଭୁବନେଶ୍ୱର (କେ ନ୍ୟୁଜ୍‌) : ପୁଲ୍‌ ‘ଡି’ରେ ସର୍ବାଧିକ ୯ ପଏଣ୍ଟ ହାସଲ କରି ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌ରେ ସ୍ଥାନ ପକ୍କା କଲା ନେଦରଲାଣ୍ଡସ ଦଳ । ଆଜିର ଦ୍ୱିତୀୟ ମ୍ୟାଚ୍‌ରେ ନେଦରଲାଣ୍ଡସ ପୂର୍ବତନ ଚାମ୍ପିଅନ୍‌ ପାକସ୍ତାନକୁ ସହଜରେ ୫-୧ ଗୋଲ୍‌ରେ ପରାସ୍ତ କରିଛି ।…

ହକି ବିଶ୍ୱକପ୍‌ : ଭାରତ ପାଇଁ ଏବେ ଆରମ୍ଭ ହେବ ପ୍ରକୃତ ଲଢେଇ

ଭୁବନେଶ୍ବର : ଭାରତର ରିଏଲ ଟେଷ୍ଟ ଏବେ ଆରମ୍ଭ । କହିବାକୁ ଗଲେ, ଏବେଠାରୁ ବିଶ୍ୱକପ୍‌ ପାଇଁ ଦୌଡ଼ିବ ଭାରତ। ଗୋଟିଏ ଭୁଲ୍‌ ହେଲେ ରେସ୍‌ରୁ ବାଦ ପଡିବେ। ଡିସେମ୍ବର ୧୩ରେ ରହିଛି ଭାରତର କ୍ୱାର୍ଟର ଫାଇନାଲ । କାହା ସହିତ ମୁକାବିଲା ହେବ ତାହା ସ୍ପଷ୍ଟ ହୋଇ ନାହିଁ। ବିପକ୍ଷ ଦଳ କିଏ, ତାହା…

ବିଦେଶୀ ଖେଳାଳୀଙ୍କ ଓଡ଼ିଆ ପ୍ରୀତି, ଏସଓଏସ ଚିଲଡ୍ରେନ୍ ଭିଲେଜରେ ଆୟରଲାଣ୍ଡ ଖେଳାଳି

ଭୁବନେଶ୍ବର : ବିଦେଶୀ ଖେଳାଳୀଙ୍କ ଓଡ଼ିଆ ପ୍ରୀତି । ଭୁବନେଶ୍ୱର ଏସଓଏସ ଚିଲଡ୍ରେନ୍ ଭିଲେଜରେ କିଛି ସମୟ କାଟିଛନ୍ତି ଆୟରଲାଣ୍ଡ ଖେଳାଳି । ଖେଳାଳିମାନେ ଯେତେବେଳେ ପ୍ରବେଶ କଲେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ ଏସଓଏସ ଭିଲେଜର କର୍ମଚାରୀ ଓ ଅନ୍ତେବାସୀ । ବାହାର ଦେଶର ଖେଳାଳିଙ୍କୁ ନିକଟରୁ…

ମାଲେସିଆକୁ ୫-୩ ଗୋଲ୍‌ରେ ହରାଇଲା ଜର୍ମାନୀ

ଭୁବନେଶ୍ୱର (କେନ୍ୟୁଜ୍‌) : ମାଲେସିଆକୁ ୫-୩ ଗୋଲ୍‌ରେ ହରାଇ ପୁଲ୍‌ ‘ଡି’ରୁ ଜର୍ମାନୀ ହକି ବିଶ୍ୱ କପ୍‌ କ୍ୱାର୍ଟରଫାଇନାଲ୍‌କୁ ଉନ୍ନୀତ ହୋଇଛି । ମ୍ୟାଚ୍‌ଟି ସଂଘର୍ଷପୂର୍ଣ୍ଣ ହୋଇଥିଲା । ବିଜୟୀ ଦଳ ପକ୍ଷରୁ ଟିମ୍‌ ହେର୍ଜବ୍ରକ୍‌ ଏବଂ କ୍ରିଷ୍ଟୋଫର ରୁର ୨ଟି ଲେଖାଏଁ, ମାର୍କୋ ମିଲକାଉ ଗୋଟିଏ…