Below header

ହକି ବିଶ୍ୱକପ୍‌ – ୨୦୧୮ : ମାଲେସିଆକୁ ୭-୦ ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ

ଭୁବନେଶ୍ବର (କେନ୍ଯୁଜ୍): କଳିଙ୍ଗ ଷ୍ଟାଡିୟମରେ ଜମୁଛି ହକି ଯୁଦ୍ଧ । ଆଜି ଦମଦାର ବିଜୟରୁ ଅଭିଯାନ ଆରମ୍ଭ କରିଛି ନେଦରଲାଣ୍ଡ । ପୁଲ୍‌-ଡିର ପ୍ରଥମ ମ୍ୟାଚ୍‌ରେ ମାଲେସିଆକୁ ୭-୦ ଗୋଲରେ ପରାସ୍ତ କରିଛି ନେଦରଲାଣ୍ଡ । ମ୍ୟାଚ ଆରମ୍ଭରୁ ନେଦରଲାଣ୍ଡ ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରିଥିଲା । ଗୋଲ ବର୍ଷା କରି ଚାଲିଥିଲ । ଶେଷରେ ଦଳ ବଡ ବିଜୟ ହାସଲ କରିଥିଲା । ମ୍ୟାଚକୁ ଦର୍ଶକ ବେଶ ଉପଭୋଗ କରିଥିଲେ । ବିଶେଷ କରି ବିଦେଶୀ ଦର୍ଶକଙ୍କ ଭିଡ କଳିଙ୍ଗ ଷ୍ଟାଡିୟମରେ ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.