ସଚିବାଳୟରେ ହକି ବିଶ୍ବ କପ୍ ଟ୍ରଫି

ଭୁବନେଶ୍ବର (କେନ୍ୟୁଜ୍) : ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ହକି ବିଶ୍ବ କପକୁ ଆଉ ତିନି ମାସରୁ କମ୍ ସମୟ ରହିଲା । ଏହାର ପ୍ରଚାର ପ୍ରସାରରେ ପୂରା ଦମରେ ଲାଗିଛନ୍ତି ଓଡ଼ିଶା ସରକାର । ପ୍ରସ୍ତୁତି ବି ଜୋରସୋରରେ ଚାଲିଛି । ଏହି ଅବସରରେ ହକି ବିଶ୍ବ କପ୍ ଟ୍ରଫିର ଏକ ପ୍ରତିକ୍‌ତି ସଚିବାଳୟଠାରେ ରଖା ଯାଇଛି । ଏହି ଟ୍ରଫି ସହିତ ଲୋକମାନେ ଫଟୋ ଉଠାଉଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଟ୍ରଫି ସହ ଫଟୋ ଉଠାଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.