Below header
Browsing Category

ଲାଇଫ୍ ଷ୍ଟାଇଲ୍

ଯଦି ଆପଣ ହୃଦ୍‌ ରୋଗୀ ହୋଇଥାନ୍ତି ତେବେ ଏହି ସବୁ ଜିନିଷଠୁ ଦୂରେଇ ରୁହନ୍ତୁ, ରହିବେ ସୁସ୍ଥ

ଦେଶରେ ହୃଦ ରୋଗ ଏବେ ବଡ଼ ସମସ୍ୟା ଭାବେ ଠିଆ ହୋଇଛି । ବଦୁଳୁଥିବା ଲାଇଫ୍‌ ଷ୍ଟାଇଲ୍‌ ଏହାର ମୁଖ୍ୟ କାରଣ । ତେଣୁ ହୃଦ୍‌ ରୋଗୀ ନିଜର ଖାଦ୍ୟ-ପାନୀୟ ଉପରେ ବିଶେଷ ଧ୍ୟାନ ଦେବା ଦରକାର । ଆସନ୍ତୁ ଜାଣିବା ହୃଦ୍‌ ରୋଗୀ କେଉଁ ଜିନିଷ ପ୍ରତି ଦୂରରେ ରହିବା ଉଚିତ୍‌ । . ଶକ୍ତି ବର୍ଦ୍ଧକ…

କରୋନା ସମୟରେ ଏମିତି କରନ୍ତୁ ଗଣପତିଙ୍କୁ ପ୍ରସନ୍ନ, ଜାଣନ୍ତୁ ପୂଜା ବିଦ୍ଧି

ଗଣେଶ ଚତୁର୍ଥୀ ଦିନ ଗଣେଶ ମହୋତ୍ସବର ଶୁଭାରମ୍ଭ ହୋଇଯାଏ। ଯାହା ୧୦ ଦିନ ପଯ୍ୟର୍ନ୍ତ ଚାଲିଥାଏ। ଚଳିତ ବର୍ଷ ଗଣେଶ ଚତୁର୍ଥୀ ଶନିବାରରେ ପଡୁଛି। ତେବେ ଏହି ସମୟରେ ଗଣପତି ସ୍ଥାପନା କରି ତାଙ୍କର ଆଶିର୍ବାଦ ପ୍ରାପ୍ତ କରିପାରିବେ। ପ୍ରତି ବର୍ଷ ଏହି ପବିତ୍ର ପର୍ବ ବହୁତ ଧୂମଧାମରେ ପାଳନ କରାଯାଏ…

ବଜାରକୁ ନ ଯାଇ ଘରେ ହିଁ ପ୍ରସ୍ତୁତ କରି ନିଜେ ଖାଆନ୍ତୁ ଓ ଖୁଆନ୍ତୁ “ପନିର ଚିଜ ରୋଲ”

ଏବେ ମୌସୁମୀ ଋତୁ ଚାଲୁ ରହିଛି । ଲଘୁଚାପ କାରଣରୁ ବି ଦିନର ଅଧିକାଂଶ ସମୟରେ ଜୋର ବର୍ଷା ଜାରି ରହିଛି । ଏମିତି ସମୟରେ କିଛି ଚଟପଟା , କ୍ରିସପି ଖାଦ୍ୟ ଖାଇବାକୁ ଇଛା ହୋଇଥାଏ । ବର୍ଷାଳିଆ ସନ୍ଧ୍ୟା ସମୟରେ ଯଦି କିଛି ହେଲଦି, ଟେଷ୍ଟି ଖାଦ୍ୟ ମିଳିଯାଏ ତେବେ ତାହାର ତ ମଜା ନିଆରା । ତେବେ…

କରୋନାକୁ ମାତ୍ ଦେବ ନିମ୍ବ! ଭାରତରେ ଆରମ୍ଭ ହେବାକୁ ଯାଉଛି ମାନବ ପରୀକ୍ଷଣ

କରୋନାକୁ ମାତ୍ ଦେବା ପାଇଁ ଡାକ୍ତର ଏବଂ ଅନୁସନ୍ଧାନକାରୀ ଦଳ ଦିନରାତି କାର୍ଯ୍ୟ ଜାରି ରଖିଛନ୍ତି। ଏହି ପ୍ରକ୍ରିୟାରେ କ୍ରମାଗତ ଭାବରେ ଆୟୁର୍ବେଦ ମଧ୍ଯ ବ୍ୟବହୃତ ହେଉଛି | ଅଲ୍ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ଆୟୁର୍ବେଦ (AIIA) ନିସର୍ଗ ହର୍ବସ୍ ନାମକ ଏକ କମ୍ପାନୀ ସହିତ ଯୋଡି ହୋଇଛି | କରୋନା…

ଟ୍ରେଣ୍ଡିଂ ଲୁକ୍‌ ଦେଉଥିବା ଦାଢ଼ି କୁଣ୍ଡାଇ ହେଉଥିଲେ ଆଦୌ ଚିନ୍ତା କରନ୍ତୁନି, ଆପଣାନ୍ତୁ ଏହି ଟିପ୍‌ସ

ବର୍ତ୍ତମାନ ସମୟରେ କେବଳ ମହିଳା ନୁହେଁ ପୁରୁଷମାନେ ମଧ୍ୟ ନିଜ ସୁନ୍ଦରତା ଉପରେ ଗୁରୁତ୍ୱ ଦେଉଛନ୍ତି। କେବଳ ସେତିକି ନୁହେଁ ବଦଳୁଥିବା ଟ୍ରେଣ୍ଡକୁ ଦେଖି ନିଜ ଲୁକ୍‌ସ ବି ବଦଳାଇଥାନ୍ତି। ଗତ କିଛି ଦିନ ହେବ ଦାଢ଼ି ରଖିବା ଏକ ଫ୍ୟାଶନରେ ପରିଣତ ହୋଇଛି। ଏଣୁ ୟଙ୍ଗ୍‌ଷ୍ଟାରମାନେ ଏବେ ଦାଢ଼ି…

ଆପଣଙ୍କ ଧଳା ଦାଢ଼ିକୁ ଚୁଟକିରେ କରନ୍ତୁ କଳା, ଜାଣନ୍ତୁ ଘରୋଇ ଉପାୟ

ଆଜିକାଲି ଯୁବପିଢ଼ିଙ୍କ ଠାରେ କମ୍‌ ବୟସରେ କେଶ ଧଳା ହୋଇଯିବା ସମସ୍ୟା ଦେଖିବାକୁ ମିଳିଛି। କିନ୍ତୁ ଏହି ସମସ୍ୟା ସେତେବେଳେ ବଢ଼ିଯାଏ ଯେତେବେଳେ ଦାଢ଼ି ଧଳା ହୋଇଯାଏ। ଏହା ପଛର କାରଣ ହେଉଛି ଭୁଲ ଲାଇଫଷ୍ଟାଇଲ, ପୋଷକ ତତ୍ତ୍ୱର ଅଭାବ, ମେଲାନିନ୍‌ ହର୍ମୋନର ଅଭାବ ଆଦି ହୋଇଥାଏ। ଏମିତିରେ ଦାଢ଼ିର…

ବର୍ଷା ପାଗରେ ନିଅନ୍ତୁ ଟେଷ୍ଟି ପକୋଡିର ମଜା, ପାଇବେ ଏକଦମ୍‌ ନୂଆ ସ୍ୱାଦ

ସାମଗ୍ରୀ ଚାଉଳ – ୨ କପ୍‌ ଲୁଣ – ସ୍ୱାଦାନୁସାରେ (ଅଧା ଛୋଟ ଚାମଚ) କଞ୍ଚା ଲଙ୍କା – ୨ଟି ଅଦା – ଅଧା ଇଞ୍ଚ ଆମଚୁର ପାଉଡର – ୧/୪ ଛୋଟ ଚାମଚ ଧନିଆ ପତ୍ର – ଅଳ୍ପ ବେସନ – ଏକ କପ୍‌ ଧନିଆ ପାଉଡର – ଅଧା ଛୋଟ ଚାମଚ ତେଲ – ଛାଣିବା ପାଇଁ ପ୍ରସ୍ତୁତି ପ୍ରଣାଳୀ…

ଏହି ଦୁଇଟି ଜିନିଷ ବ୍ୟବହାର କରି ସହଜରେ ଘରେ ତିଆରି କରନ୍ତୁ ସ୍କିନ୍‌ ଟୋନର, ଚମକିବ ତ୍ୱଚା

ବର୍ତ୍ତମାନର ଖରାପ ଲାଇଫ୍‌ଷ୍ଟାଇଲ, ଧୂଳି, ଧୂଆଁ, ପ୍ରଦୂଷଣ ଆଦି ଯୋଗୁ ତ୍ୱଚା ଖରାପ ହେବାରେ ଲାଗିଛି। ଏଣୁ ମହିଳାମାନେ ତ୍ୱଚାର ଚମକ ବଢ଼ାଇବା ପାଇଁ ବିଭିନ୍ନ ବଜାର ପ୍ରଡକ୍ଟ ବ୍ୟବହାର କରୁଛନ୍ତି। ଖାସ୍‌ କରି ତ୍ୱଚା ପାଇଁ ମହିଳାମାନେ ବଜାରର ସ୍କିନ୍‌ ଟୋନର ବ୍ୟବହାର କରୁଛନ୍ତି। ଏହା ମୁହଁର…

ଘରେ ବସି ଏମିତି କରନ୍ତୁ ହେୟାର ସ୍ପା, ମିଳିବ ମଜବୁତ ଏବଂ ଉଜ୍ୱଳ କେଶ

ବର୍ଷାଦିନରେ ସବୁଠାରୁ ଅଧିକ ଯତ୍ନ କେଶର ନେବାକୁ ହୋଇଥାଏ। ବର୍ଷା ଦିନରେ ବାରମ୍ବାର କେଶ ଓଦା ହେବା ପରେ ରୁକ୍ଷ ଏବଂ ଶୁଷ୍କ ହୋଇଯାଏ। ତେଣୁ ଏହାର ଦେଖାଶୁଣା କରିବା ନିତାନ୍ତ ଆବଶ୍ୟକ। ଏମିତିରେ କିଛି ହେୟାର ସ୍ପା ରହିଛି, ଯାହାକୁ ଆପଣ ଘରୋଇ ଉପାୟ କରିପାରିବେ। ଏହି ସ୍ପା କରିବା ପରେ କେଶକୁ…

କର୍କଟ ପ୍ରତିରୋଧୀ ସହ ଓଜନ ହ୍ରାସ ପାଇଁ ଅମୋଘ ଅସ୍ତ୍ର ଅଦାପାଣି, ଜାଣନ୍ତୁ ଆଉ କି କି ଫାଇଦା ରହିଛି ଏଥିରେ

ଯେତେବେଳେ ଆପଣ ବଜାରକୁ ପନିପରିବା କିଣିବାକୁ ଯାଆନ୍ତି ସେତେବେଳେ ଅଦା ନିଶ୍ଚୟ କିଣୁଥିବେ । କାରଣ ବିନା ଅଦାରେ ଘରର ଅନେକ ସଦସ୍ୟ ଚା ପସନ୍ଦ କରନ୍ତି ନାହିଁ । ଅଧିକାଂଶ ଲୋକ ଜାଣନ୍ତି ଯେ ଅଦା ଚା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି କି ଅଦା ପାଣି ପିଇବା ମଧ୍ୟ…

ନର୍ମାଲ ପାସ୍ତା ଖାଇ ଖାଇ ବୋର ହୋଇଗଲେଣି ନା, ଆଜି ହିଁ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ମାର୍କେଟ ଭଳି ସ୍ୱାଦିଷ୍ଟ…

ଆବଶ୍ୟକୀୟ ସାମଗ୍ରୀ ପାସ୍ତା କ୍ଷୀର ମଇଦା ଅଳ୍ପ ବଟର କର୍ଣ୍ଣ ପିଆଜ କ୍ୟାପ୍ସିକମ ଗୋଲମରିଚ ଗୁଣ୍ଡ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପ୍ୟାନରେ ଅଳ୍ପ ପାଣି ଗରମ କରି ସେଥିରେ ପ୍ରଥମେ ପାସ୍ତା ପକାଇ ସିଝାଇ କାଢି ଦିଅନ୍ତୁ । ବର୍ତ୍ତମାନ ଆଉ ଏକ…

ଯଦି ଆପଣ ମଧ୍ୟ ପୂଜାରେ ଉପଯୋଗ କରୁଛନ୍ତି ଷ୍ଟିଲ ବାସନ, ତାହେଲେ ଜାଣିନିଅନ୍ତୁ ଏହି କଥା

ସାଧାରଣତଃ ଲୋକମାନେ ଭଗବାନଙ୍କୁ ପୂଜା କରିବାବେଳେ ଅନେକ ପ୍ରକାର ବାସନର ବ୍ୟବହାର କରନ୍ତି, ଯାହାକୁ କେହି କେହି ଠାକୁର ବାସନ ବୋଲି କୁହନ୍ତି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପୂଜା-ପାଠରେ ଧାତୁର ବ୍ୟବହାର ହେବା ଉଚିତ। ଏଥିପାଇଁ ମଧ୍ୟ ହିନ୍ଦୁ ଧର୍ମ ଶାସ୍ତ୍ରରେ କିଛି ନିୟମ ରହିଛି।…