Browsing Category

ଲାଇଫ୍ ଷ୍ଟାଇଲ୍

ଏହି କାରଣରୁ ମହିଳାଙ୍କଠାରେ ବାରମ୍ବାର ଦେଖାଯାଏ UTI ଇନ୍‌ଫେକସନ୍‌, ଜାଣନ୍ତୁ ଏହାର ଲକ୍ଷଣ ଓ ପ୍ରତିକାର

ୟୁଟିଆଇ ବା ୟୁରିନାରି ଟ୍ରାକ୍ଟ ଇନ୍‌ଫେକସନ୍‌, ବ୍ୟାକ୍ଟେରିଆଙ୍କ ଯୋଗୁ ଦେଖାଦେଉଥିବା ଏକ ସମସ୍ୟା। ବେଳେବେଳେ ଭାଇରସ ଓ ଫଙ୍ଗଲ ଇନ୍‌ଫେକସନ୍‌ ଯୋଗୁ ବି ଏହି ସମସ୍ୟା ଦେଖାଦିଏ। ଉଭୟ ପୁରୁଷ ଓ ମହିଳାଙ୍କ ଠାରେ ଏହି ସଂକ୍ରମଣ ହେଉଥିଲେ ମଧ୍ୟ ଅଧିକାଂଶ ମହିଳା ଶୀଘ୍ର ଏହାର ଶିକାର ହୋଇଥାନ୍ତି।…

ଶରୀରରେ ରକ୍ତ ଅଭାବ ରହିଛି କି ? ନିଶ୍ଚିତ ଆପଣାନ୍ତୁ ଏହି ଟିପ୍ସ

ଶରୀରରକୁ ସୁସ୍ଥ ରଖିବା ବହୁତ ଆବଶ୍ୟକ ହୋଇଥାଏ। ଶରୀରକୁ ନିରୋଗୀ ରହିଲେ ହିଁ ବ୍ୟକ୍ତି ଭଲ ଭାବେ ଜୀବନ ବଞ୍ଚିପାରେ। ଆଜିକାଲିର ବ୍ୟସ୍ତବହୁଳ ଜୀବନରେ କାହା ପାଖରେ ସମୟ ନାହିଁ। ଶରୀରର ସଠିକ୍‌ ଯତ୍ନ ନ ନେଲେ ଶରୀରରେ ରକ୍ତର ଅଭାବ ଦେଖାଯାଇଥାଏ। ରକ୍ତର ଅଭାବ ଅନେକ କାରଣ ଯୋଗୁଁ ହୋଇଥାଏ। ଅଧିକ…

ଆପଣଙ୍କ ଶରୀରରେ ହୋଇଛି କି ନାଲି ଦାଗ, ତାହେଲେ ଏମିତି ଉପାୟରେ ପାଆନ୍ତୁ ମୁକ୍ତି

ପ୍ରାୟ ସମୟରେ ଦେଖିଥିବେ ଗରମ ଏବଂ ଝାଳ କାରଣରୁ ତ୍ୱଚାରେ ଅନେକ ସମସ୍ୟା ଦେଖାଯାଇଥାଏ। ଏହି ସମୟରେ ସ୍କିନ୍‌ ଆଲର୍ଜି କିମ୍ବା ସଂକ୍ରମଣ କାରଣରୁ ଶରୀରରେ ଲାଲ ରଙ୍ଗ ଭଳି ଚିହ୍ନ ହୋଇଯାଏ। ଯାହାକୁ ଘିମିରି ମଧ୍ୟ କୁହାଯାଏ। ତେବେ ତ୍ୱଚାରେ ଲାଲ ଦାଗ ଏବଂ ଯନ୍ତ୍ରଣା କୁଣ୍ଡେଇହେବା ଠାରୁ କେମିତି…

ଘରେ ଏମିତି ସହଜ ଉପାୟରେ ହଟାନ୍ତୁ ଫେସିଆଲ ହେୟାର, ଏମିତି କରନ୍ତୁ ବ୍ୟବହାର

ମହିଳାମାନେ ନିଜକୁ ସୁନ୍ଦର ଦେଖାଯିବା ପାଇଁ ବହୁତ ପ୍ରକାର ଜିନିଷ ଆପଣେଇଥାନ୍ତି। ଅନେକ ମହିଳାମାନେ ତ ନିଜ ମୁହଁରେ ଥିବା କେଶକୁ ହଟାଇବା ପାଇଁ ବହୁତ ଯନ୍ତ୍ରଣା ସହିଥାନ୍ତି। ତେବେ ଏହି କରୋନା ସମୟରେ ଆପଣ ପାର୍ଲର ତ ଯାଇପାରିବେନି ତେଣୁ ଆଜି ଆମେ ଆପଣଙ୍କୁ କିଛି ଘରୋଇ ଉପାୟ ବିଷୟରେ ଜଣାଇବୁ।…

ଆଜି କିଛି ନୂଆ ଡିସ୍‌ ଟ୍ରାଏ କରନ୍ତୁ, ପ୍ରସ୍ତୁତ କରନ୍ତୁ ବେସନ ହାଲୁଆ

କଣ ଆପଣ କେବେ ବେସନ ହାଲୁଆର ସ୍ୱାଦ ଚାଖିଛନ୍ତି। ଯାହାକୁ ରାଜସ୍ଥାନରେ ବହୁତ ପସନ୍ଦ କରାଯାଏ। ଏହି ବେସନ ହାଲୁଆକୁ ରାଜସ୍ଥାନରେ ପାରମ୍ପରିକ ଢ଼ଙ୍ଗରେ ତିଆରି କରାଯାଏ। ଏହାର ସ୍ୱାଦ ଲୋକଙ୍କୁ ବହୁତ ପସନ୍ଦ ଆସିବା ସହିତ ଏହାକୁ ବନାଇବା ମଧ୍ୟ ବହୁତ ସହଜ। ଆସନ୍ତୁ ଜାଣିବା କେମିତି ପ୍ରସ୍ତୁତ…

ତାଓ୍ଵା ଧୋଇବା ବେଳେ ଏସବୁ ବିଷୟ ପ୍ରତି ଦୃଷ୍ଟି ଦିଅନ୍ତୁ, ନଚେତ୍‌ ଅସନ୍ତୁଷ୍ଟ ହେବେ ଲକ୍ଷ୍ମୀ

ମାର୍କେଟରେ ଏବେ ବହୁ ପ୍ରକାରର ତାଓ୍ଵା ମିଳୁଛି। ନର୍ମାଲ ତାଓ୍ଵାଠୁ ଆରମ୍ଭ କରି ନନ୍‌ଷ୍ଟିକ୍‌, ମାଟି ଆଦି ବହୁ ପ୍ରକାରର ତାଓ୍ଵାରେ ଲୋକମାନେ ରୁଟି ସେକିବାକୁ ପସନ୍ଦ କରୁଛନ୍ତି। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଥିବା ପ୍ରତ୍ୟେକ ଜିନିଷ ଠିକ୍‌ ଦିଗରେ ରହିବା ଉଚିତ। ଏହା ଦ୍ୱାରା ପରିବାରରେ…

ଭୁଲ୍‌ରେ ମଧ୍ୟ କଞ୍ଚା ଖାଆନ୍ତୁ ନାହିଁ ଏହିସବୁ ଜିନିଷ, ଦେଖାଦେବ ସାଘାଂତିକ ପେଟ ସମସ୍ୟା

ସୁସ୍ଥ ଖାଦ୍ୟପେୟ ଯୋଗୁଁ ଶରୀର ସୁସ୍ଥ ରହିଥାଏ। ସଠିକ୍‌ ଆହାରକୁ ସଠିକ୍‌ ସମୟ ଏବଂ ସଠିକ ଉପାୟରେ ଖାଇଲେ ହିଁ ତାହା ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। କିନ୍ତୁ ଅଧାପନ୍ତରିଆ କଥା ଜାଣି କିଛି ଜିନିଷକୁ ଭୁଲ୍‌ରେ ଖାଇବା ଦ୍ୱାରା ଶରୀରକୁ ଫାଇଦା ପରିବର୍ତ୍ତେ କ୍ଷତି ପହଞ୍ଚିଥାଏ। ଏମିତି କିଛି…

ବର୍ଷାଦିନେ ଏମିତି ନିଅନ୍ତୁ ପିଲାଙ୍କ ଆଖିର ଯତ୍ନ, ହେବନି ସଂକ୍ରମଣ

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି। ବର୍ଷା ସମୟରେ ଆମେ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଦରକାର। ନଚେତ୍‌ ଜ୍ୱର ଥଣ୍ଡା ହେବାର ଆଶଙ୍କା ରହିଛି। ତେବେ ବର୍ଷା ବେଳେ ଆମେ ବାହାରର ଖାଦ୍ୟପେୟ ଓ ନ ଭିଜିବା ଭଳି ସାବଧାନତା ତ ଆପଣାଇଥାଉ କିନ୍ତୁ ଆଖିକୁ ଭୁଲିଯାଉ। ମାତ୍ର…

ଆଜି ଘରେ ବନାଇ ଖାଆନ୍ତୁ ବୋଉ ହାତ ରନ୍ଧା ସ୍ୱାଦ ଭଳି ସ୍ୱାଦିଷ୍ଟ କଖାରୁ ଡଙ୍କ ରାଇ

ଘରେ ବନାନ୍ତୁ କଖାରୁ ଡଙ୍କ ରାଇ। ଏକଦମ୍‌ ଓଡିଆ ଷ୍ଟାଇଲରେ ବୋଉ ହାତ ରନ୍ଧା ଭଳି ବନାନ୍ତୁ କଖାରୁ ଡଙ୍କ ରାଇ। ଆପଣ ବାଡିରେ ଫଳୁଥିବା ସାମଗ୍ରୀରୁ ସହଜ ଉପାୟରେ ବହୁତ ସ୍ୱାଦିଷ୍ଟ ବ୍ୟଞ୍ଜନ ବନାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କଖାରୁ ଡଙ୍କ ରାଇ। ତାହେଲେ ଆସନ୍ତୁ ଜାଣିବା କେମିତି…

ଘରକୁ ସ୍ୱର୍ଗ ପରି ଗଢି ତୋଳନ୍ତି ଏହି ଧରଣର ମହିଳାମାନେ

ସାଧାରଣତଃ ଭାରତୀୟ ସଂସ୍କୃତିରେ ମହିଳା ମାନଙ୍କୁ ଘରର ଲକ୍ଷ୍ମୀ ବା ଅନ୍ନପୂର୍ଣ୍ଣାଙ୍କ ଅନୁରୂପ ଭାବେ ଧରା ଯାଇଥାଏ । କାରଣ ମହିଳା ମାନେ ଘରର ଦାୟିତ୍ୱ ସୁରୁଖୁରୁରେ ତୁଲାଇବା ସହ ପରିବାରର ଛୋଟ ବଡ ସମସ୍ତଙ୍କ ଦାୟିତ୍ୱ ଖୁବ ଭଲ ଭାବେ ତୁଲାଇ ପାରନ୍ତି । ବର୍ତ୍ତମାନର ଆଧୁନିକ ସମୟରେ ଏମିତି ବି…

ଚେହେରାକୁ ବ୍ଲିଚ କରିବା ସହିତ ଉଜ୍ୱଳତା ବଢାଏ ଚନ୍ଦନ ଫେସପ୍ୟାକ୍‌, ଚେହେରାରେ ଏମିତି କରନ୍ତୁ ପ୍ରୟୋଗ

ବଦଳୁଥିବା ପାଣିପାଗ ତ୍ୱଚାରେ ଅନେକ ପ୍ରକାର ପରିବର୍ତ୍ତନ ଆଣିଥାଏ। ଏଥିପାଇଁ ତ୍ୱଚା ରୁକ୍ଷ, ନିସ୍ତେଜ ଏବଂ କଳା ପଡିବାକୁ ଲାଗିଥାଏ। ଏମିତିରେ ତ୍ୱଚାର ସଠିକ ଧ୍ୟାନ ରଖିଲେ ହିଁ ଏହାର ଉଜ୍ୱଳତା ବଜାୟ ରହିଥାଏ। ତ୍ୱଚାରେ ଉଜ୍ୱଳତା ରଖିବା ପାଇଁ ଅନେକ ଯୁବତୀ ବଜାରରେ ମିଳୁଥିବା ପ୍ରସାଧନ…

ଗର୍ଭବତୀ ମହିଳା ଏବଂ ଛାତ୍ର-ଛାତ୍ରୀଙ୍କ ପାଇଁ ଲାଭକାରୀ ହୋଇଥାଏ କଦଳୀ, ମସ୍ତିଷ୍କ ବିକାଶ କରିବା ସହ ଦୂର ହୁଏ…

ଆୟୁର୍ବେଦ ଅନୁଯାୟୀ ପାଚିଲା କଦଳୀରେ କ୍ଯାଲସିୟମ ବ୍ଯତୀତ ଅନ୍ଯ ଏକ ଗୁଣକାରୀ ତତ୍ତ୍ବ ଫସଫରସ୍ ମଧ୍ଯ ରହିଥାଏ। ଏହି ଗୁଣକାରୀ ତତ୍ତ୍ବ ମସ୍ତିଷ୍କର କ୍ଷମତା ବଢାଇବାରେ ସାହାଯ୍ଯ କରିଥାଏ। କଦଳୀ ଗର୍ଭାବସ୍ଥା ସମୟରେ କ୍ଯାଲସିୟମର ଅଭାବ ଦୂର କରିଥାଏ। ଏହା ମସ୍ତିଷ୍କର କ୍ଷମତା ବିକଶିତ କରିବା ସହ…