Browsing Category

ଲାଇଫ୍ ଷ୍ଟାଇଲ୍

କର୍କଟ ପ୍ରତିରୋଧୀ ସହ ଓଜନ ହ୍ରାସ ପାଇଁ ଅମୋଘ ଅସ୍ତ୍ର ଅଦାପାଣି, ଜାଣନ୍ତୁ ଆଉ କି କି ଫାଇଦା ରହିଛି ଏଥିରେ

ଯେତେବେଳେ ଆପଣ ବଜାରକୁ ପନିପରିବା କିଣିବାକୁ ଯାଆନ୍ତି ସେତେବେଳେ ଅଦା ନିଶ୍ଚୟ କିଣୁଥିବେ । କାରଣ ବିନା ଅଦାରେ ଘରର ଅନେକ ସଦସ୍ୟ ଚା ପସନ୍ଦ କରନ୍ତି ନାହିଁ । ଅଧିକାଂଶ ଲୋକ ଜାଣନ୍ତି ଯେ ଅଦା ଚା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ କିନ୍ତୁ କଣ ଆପଣ ଜାଣନ୍ତି କି ଅଦା ପାଣି ପିଇବା ମଧ୍ୟ…

ନର୍ମାଲ ପାସ୍ତା ଖାଇ ଖାଇ ବୋର ହୋଇଗଲେଣି ନା, ଆଜି ହିଁ ଘରେ ଅତି ସହଜରେ ପ୍ରସ୍ତୁତ କରନ୍ତୁ ମାର୍କେଟ ଭଳି ସ୍ୱାଦିଷ୍ଟ…

ଆବଶ୍ୟକୀୟ ସାମଗ୍ରୀ ପାସ୍ତା କ୍ଷୀର ମଇଦା ଅଳ୍ପ ବଟର କର୍ଣ୍ଣ ପିଆଜ କ୍ୟାପ୍ସିକମ ଗୋଲମରିଚ ଗୁଣ୍ଡ ଲୁଣ ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଏକ ପ୍ୟାନରେ ଅଳ୍ପ ପାଣି ଗରମ କରି ସେଥିରେ ପ୍ରଥମେ ପାସ୍ତା ପକାଇ ସିଝାଇ କାଢି ଦିଅନ୍ତୁ । ବର୍ତ୍ତମାନ ଆଉ ଏକ…

ଯଦି ଆପଣ ମଧ୍ୟ ପୂଜାରେ ଉପଯୋଗ କରୁଛନ୍ତି ଷ୍ଟିଲ ବାସନ, ତାହେଲେ ଜାଣିନିଅନ୍ତୁ ଏହି କଥା

ସାଧାରଣତଃ ଲୋକମାନେ ଭଗବାନଙ୍କୁ ପୂଜା କରିବାବେଳେ ଅନେକ ପ୍ରକାର ବାସନର ବ୍ୟବହାର କରନ୍ତି, ଯାହାକୁ କେହି କେହି ଠାକୁର ବାସନ ବୋଲି କୁହନ୍ତି। ହିନ୍ଦୁ ଧର୍ମ ଶାସ୍ତ୍ର ଅନୁଯାୟୀ ପୂଜା-ପାଠରେ ଧାତୁର ବ୍ୟବହାର ହେବା ଉଚିତ। ଏଥିପାଇଁ ମଧ୍ୟ ହିନ୍ଦୁ ଧର୍ମ ଶାସ୍ତ୍ରରେ କିଛି ନିୟମ ରହିଛି।…

ପଢ଼ିବା ବେଳେ ପିଲାଙ୍କୁ ଡର ଲାଗୁଥିଲେ ଜଳାନ୍ତୁ ଏହି ରଙ୍ଗର କ୍ୟାଣ୍ଡେଲ, ଦୂର ହେବ ଭୟ

ପିଲାମାନେ ପଢ଼ିବା ବେଳେ ବହୁତ ଦୁଷ୍ଟାମୀ କରିଥାନ୍ତି, ଯାହା ତାଙ୍କ ପାଠ ପଢ଼ାରେ ପ୍ରତିବନ୍ଧକ ସାଜେ। ବେଳେବେଳେ ପଢ଼ିବା ବେଳେ ପିଲାମାନେ ଡରିଥାନ୍ତି, ଯାହାକୁ ଅଭିଭାବକ ଭାବନ୍ତି ଯେ ସେ ବାହାନା କରୁଛି। ମାତ୍ର ପ୍ରକୃତରେ ତାହା ବାହାନା ନୁହେଁ ବରଂ ସତ। ଯଦି ଆପଣଙ୍କ ପିଲା ବି ପଢ଼ିବା ବେଳେ ଭୟ…

ଭିଟାମିନ୍‌ ସି ଶରୀର ପାଇଁ କେତେ ଆବଶ୍ୟକ: ଦୈନିକ କେତେ ମାତ୍ରା ଖାଇବା ଦରକାର, କରୋନା ପାଇଁ ଏହା କାମ କରେ କି ?

ନୂଆଦିଲ୍ଲୀ : ଭିଟାମିନ୍‌ ସି ଶରୀରର ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସହାୟକ ହେଉଥିବାରୁ ଏବେ କରୋନା କାଳରେ ଏହାର ବ୍ୟବହାର ବଢ଼ିଯାଇଛି । ତେବେ ଆପଣ ଜାଣନ୍ତି କି ଶରୀର ପାଇଁ ଏହାର ମାତ୍ରା କେତେ ହେବା ଦରକାର । ପ୍ରତ୍ୟେକ ଜିନିଷ ଅଧିକ ଖାଇଲେ ଏହା ଶରୀର ପାଇଁ ପ୍ରତିକୂଳ ହୋଇଥାଏ । ଅଧିକ…

ସ୍ତନ୍ୟପାନ ବେଳେ କ୍ଷୀର ହେଉନଥିଲେ ଆପଣାନ୍ତୁ ଏହି ପ୍ରାକୃତିକ ଉପାୟ

ସାଧାରଣତଃ ମା କ୍ଷୀର ଶିଶୁ ପାଇଁ ଅମୃତ ବୋଲି କୁହାଯାଏ । ଯେଉଁ ଶିଶୁ ମା'ର କ୍ଷୀର ଖାଇନଥାଏ ସେମାନେ ଅନେକ ପ୍ରକାର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । କାରଣ ଗୋଟିଏ ଶିଶୁ ପାଇଁ ମାର କ୍ଷୀର ବହୁତ ଫାଇଦାମନ୍ଦ ହୋଇଥାଏ । ମାର ପ୍ରଥମ କ୍ଷିର ଶିଶୁକୁ ଜୀବନସାରା ବହୁ ରୋଗରୁ ଲଢିବା…

ଚା’ର ଚୁସକି ସହିତ ନିଅନ୍ତୁ ସୁଜି-ବେସନ କଟଲେଟର ମଜା, ସ୍ୱାଦ ଏକଦମ୍‌ ଜବରଦସ୍ତ

ବର୍ଷା ଦିନରେ ଗରମା ଗରମ ଚା ସହିତ କିଛି ଚଟପଟା ଖାଦ୍ୟ ଖାଇବାକୁ ଇଚ୍ଛା ହୋଇଥାଏ। ତେବେ ଏବେର କରୋନା ସମୟରେ ବଜାରର ଛଣାଛଣି ଜିନିଷ ଆପଣଙ୍କ ସ୍ୱାସ୍ଥ୍ୟକୁ ଖରାପ କରିପାରେ। ଏମିତିରେ ଆପଣଙ୍କ ପାଇଁ ଆଜି ଆମେ ନେଇ ଆସିଛୁ ସୁଜି ବେସନ କଟଲେଟ। ଯାହାକୁ ଆପଣ ମାତ୍ର କେଇ ମିନିଟରେ ବନାଇ ଏହାର…

ପତି-ପତ୍ନୀଙ୍କ ମଧ୍ଯରେ କେବେ ବି ଦେଖାଯିବ ନାହିଁ ତିକ୍ତତା, ଯଦି ଆପଣ ଏହି କଥା ଉପରେ ରଖିବେ ଧ୍ଯାନ

ଚାଣକ୍ଯ ଜଣେ ଦକ୍ଷ ଶିକ୍ଷକ ତଥା ସାମାଜିକ ସଂସ୍କାରକ ଥିଲେ। ଚାଣକ୍ଯଙ୍କର ନୀତି ବ୍ୟକ୍ତିକୁ ପ୍ରଭାବିତ କରୁଥିବା ପ୍ରତ୍ୟେକ ବସ୍ତୁ ଏବଂ ଉପାଦାନ ବିଷୟରେ ବିସ୍ତୃତ ସୂଚନା ଦେଇଥାଏ | ପ୍ରତ୍ୟେକ ସମ୍ପର୍କ କିପରି ମଣିଷ ଦ୍ୱାରା ପରିଚାଳିତ ହେବ ସେ ସମ୍ବନ୍ଧରେ ଏହା ମଧ୍ୟ ସମ୍ପୂର୍ଣ୍ଣ ସୂଚନା…

ଘୋଳ ଦହି ନା ଲସି, ଜାଣନ୍ତୁ ଓଜନ କମ୍‌ କରିବାକୁ କ’ଣ ପିଇବା ଦରକାର

ପେଟର ଯାବତୀୟ ସମସ୍ୟା ଦୂର କରିବାକୁ ଲୋକମାନେ ଦହି କିମ୍ବା ଘୋଳ ଦହି ସେବନ କରିଥାଆନ୍ତି। ଏହା ପେଟକୁ ଥଣ୍ଡା ରଖିବା ସହ ଖାଦ୍ୟ ହଜମ କରିବାରେ ମଧ୍ୟ ସାହାଯ୍ୟ କରେ। ଦହିରେ ଥିବା ଭଲ ବ୍ୟାକ୍ଟେରିଆ ପାଚନ କ୍ରିୟାକୁ ତ୍ୱରାନ୍ଵିତ କରିଥାଏ। ଏଣୁ ଉତ୍ତର ଭାରତରେ ପ୍ରାୟ ସବୁ ଘରେ ଖାଇବା ସହ ଘୋଳ…

ଭୁଲ୍‌ରେ ମଧ୍ୟ ଦ୍ୱିପ୍ରହରରେ କରନ୍ତୁ ନାହିଁ ଏହି କାମ, ନଷ୍ଟ ହୋଇଯିବ ଆପଣଙ୍କ ଧନ, ସୁଖ ଏବଂ ସମୃଦ୍ଧି

ଆପଣ ସକାଳେ, ଦ୍ୱିପ୍ରହରରେ, ସନ୍ଧ୍ୟାରେ ବିଭିନ୍ନ ପ୍ରକାର କାମ କରିଥାନ୍ତି। କିନ୍ତୁ କ’ଣ ଆପଣ ଜାଣନ୍ତି କି, ଦ୍ୱିପ୍ରହରେ ଏମିତି କିଛି କାମ ରହିଛି ଯାହାକୁ କରିବାକୁ ବାରଣ କରାଯାଇଛି। ଏହିସବୁ କାମ ଯଦି ଆପଣ ଦ୍ୱିପ୍ରହରରେ କରନ୍ତି ତେବେ ଧନ ଏବଂ ସୁଖ ନଷ୍ଟ ହୋଇଯାଏ। ଏହି କାମ କରିବା ଦ୍ୱାରା…

ବର୍ଷାଦିନେ କେମିତି ରହିବେ ସୁସ୍ଥ, ଜାଣନ୍ତୁ ଆୟୁରର୍ବେଦ ଡାକ୍ତରଙ୍କ କେତୋଟି ଟିପ୍ସ

ବର୍ଷା ଦିନେ ସାଧାରଣତଃ ଖାଦ୍ୟ ଓ ଜଳରୁ ଜାତ ରୋଗ ହୋଇଥାଏ । ଟାଇଫଏଡ୍‌, କଲେରା, ଫ୍ଲୁ ଭଳି ବହୁ ରୋଗ ବର୍ଷାଦିନରେ ଆକ୍ରାନ୍ତ କରିଥାଏ । ବର୍ତ୍ତମାନ ପୁଣି କରୋନା ଯୋଗୁ ଏହି ଡର ଅଧିକ ଭାବେ ଲୋକଙ୍କୁ ଘାରିଛି । ଖରା ପରେ ବର୍ଷା ଋତୁ ହଜମ ଓ ପ୍ରତିରୋଧକ ଶକ୍ତିରେ ଅସୁବିଧା ସୃଷ୍ଟି କରିଥାଏ ।…

ଆଜି ସଂକ୍ରାନ୍ତିରେ ବିନା ପିଆଜ ରସୁଣରେ ତିଆରି କରନ୍ତୁ ଛେନା ବଲ ତରକାରୀ, ଥରେ ଖାଇଲେ ପାଟିରୁ ଛାଡ଼ିବନି

ଆଜି ସଂକ୍ରାନ୍ତି ସହ ଝିଅଙ୍କ ଖୁଦୁରୁକୁଣୀ ବ୍ରତ ମଧ୍ୟ। ଏଣୁ ସବୁ ଓଡ଼ିଆ ଘରେ ଅରୁଆ ହୋଇଥିବ। ଦିନରେ ଯଦି ସେଇ ପୁରୁଣା ଚିରାଚରିତ ଭାତ ଡାଲମା ଖାଇ ବୋର୍‌ ହୋଇଯାଇଛନ୍ତି ତେବେ ରାତିରେ କିଛି ଟେଷ୍ଟି ନିଶ୍ଚୟ ବନାନ୍ତୁ। ବିନା ପିଆଜ ରସୁଣରେ ଆଜି ଆମେ ଆପଣଙ୍କ ପାଇଁ ଛେନାର ଏକ ଏଭଳି ଟେଷ୍ଟି…