Below header
Browsing Category

ଲାଇଫ୍ ଷ୍ଟାଇଲ୍

ଖାଦ୍ୟରେ ବ୍ୟବହାର ହେଉଥିବା ମସଲାର କଣ ରହିଛି ଫାଇଦା, ଜାଣିବା ପାଇଁ ପଢନ୍ତୁ ଏହି ରିପୋର୍ଟ

ଆମେ ନିୟମିତ ଭାବେ ନିଜ ଖାଦ୍ୟରେ ବିଭିନ୍ନ ପ୍ରକାର ମସଲା ବ୍ୟବହାର କରିଥାଉ । ଏହା ଖାଦ୍ୟର ସ୍ୱାଦ ବଢାଇବା ସହିତ ସ୍ୱାସ୍ଥ୍ୟ ଉପରେ ଏକ ଉତ୍ତମ ପ୍ରଭାବ ପକାଇଥାଏ । ଆଉ ମଧ୍ୟ ପ୍ରତି ମସଲାର ଭିନ୍ନ ଭିନ୍ନ ସ୍ୱାଦ ଥାଏ । ଏଗୁଡିକରେ ଭରପୂର ମାତ୍ରାରେ ଔଷଧୀୟ ଗୁଣ ମହଜୂତ ଥିବାରୁ ଅନେକ ପ୍ରକାର…

ଚାମଚରେ ଖାଉଛନ୍ତି କି ଖାଦ୍ୟ ? ତାହେଲେ ଏହାପୂର୍ବରୁ ଜାଣି ନିଅନ୍ତୁ ହାତରେ ଖାଦ୍ୟ ଖାଇଲେ ହୋଇଥାଏ କେଉଁସବୁ ଫାଇଦା

ଆଜିକାଲି ଆଧୁନିକତାକୁ ଆପଣେଇବା ପାଇଁ ସମସ୍ତେ ବ୍ୟଗ୍ର । ଦିନକୁ ଦିନ ବିଜ୍ଞାନ କ୍ଷେତ୍ରରେ ଯୁଗ ଆଗେଇ ଯାଉଥିବା ବେଳେ ଲୋକ ପାଶ୍ଚାତ୍ୟ ସଭ୍ୟତାକୁ ଆପଣେଇବାକୁ ପସନ୍ଦ କରୁଛନ୍ତି । ଖାଇବା ପିନ୍ଧିବା ଠାରୁ ଆରମ୍ଭ କରି ସବୁ କ୍ଷେତ୍ରରୁ ଲୋକ ପାଶ୍ଚାତ୍ୟ ଦେଶର ଲୋକଙ୍କୁ ଅନୁସରଣ କରିବାରେ ବ୍ୟସ୍ତ…

ପିଲାମାନଙ୍କ ଟିଫିନ ବକ୍ସ ପ୍ୟାକ ପାଇଁ ନିଅନ୍ତୁ ନାହିଁ ଟେନ୍ସନ, ମାତ୍ର ୧୦ ମିନିଟରେ ବନାନ୍ତୁ ତାଙ୍କ ମନପସନ୍ଦର ଏହି…

ମା ମାନଙ୍କ ପାଇଁ ସବୁଠାରୁ ବଡ଼ କଷ୍ଟକାମ ହେଉଛି ପିଲାମାନଙ୍କ ପାଇଁ ଟିଫିନ ପ୍ରସ୍ତୁତ କରିବା । ବେଳେବେଳେ ପିଲାମାନେ ଖାଦ୍ୟ ସ୍ୱାଦିଷ୍ଟ ନହୋଇଥିବା କାରଣରୁ ସ୍କୁଲରୁ ଟିଫିନ ନଖାଇ ଫେରାଇ ଆଣିଥାନ୍ତି ମଧ୍ୟ । ତେବେ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ…

ଘରକୁ ଆଣନ୍ତୁ ପାରଦ ଶିବଲିଙ୍ଗ, ଦୂର ହେବ ସମସ୍ତ ବାସ୍ତୁ ଦୋଷ

ମହାଶିବରାତ୍ରୀର ପର୍ବ ସମଗ୍ର ଭାରତ ବର୍ଷରେ ଖୁବ୍‌ ଧୂମଧାମରେ ପାଳନ କରାଯାଏ। ଏହି ଦିନ ଲୋକମାନେ ବିଶେଷ ପୂଜାର ଆୟୋଜନ କରିଥାନ୍ତି। ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁମାନେ ଘରେ ମଧ୍ୟ ଭଗବାନ ଶଙ୍କରଙ୍କ ପୂଜା କରିବାରେ ବିଶ୍ୱାସ ରଖିଥାନ୍ତି। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ମନ୍ଦିର ଯାଇ…

ଭିଟାମିନ B12 ଅଭାବରେ ଏମିତି ହୋଇଯାଇପାରେ ଆପଣଙ୍କ ଚେହେରା, ଜାଣନ୍ତୁ ଏହାକୁ ଭଲ କରିବାର ସଠିକ ତରିକା

ଶରୀରକୁ ସୁସ୍ଥ ସବଳ ରଖିବା ପାଇଁ ଅନେକ ପ୍ରକାରର ପୋଷାକ ତତ୍ତ୍ୱର ଆବଶ୍ୟକତା ରହିଛି । ଭିଟାମିନ, ମିନେରାଲ, ପ୍ରୋଟିନ ଓ ଡାଇଟାରି ପରି ପୋଷାକ ତତ୍ତ୍ୱ ସେବନରେ ଶରୀର ସୁସ୍ଥ ସବଳ ରହିବ ସହ ତ୍ୱଚାରେ ବି ଏକ ପ୍ରକାର ବିଶେଷ ଚମକ ଆସିଥାଏ । ଏମଧ୍ୟରୁ କୋଉଟା ବି କମ ହେଲେ ଶରୀର ଦୁର୍ବଳ ହେବ ସହ…

ତ୍ୱଚାରୁ ମେକଅପ୍‌ ଛଡାଇବା ଠାରୁ ଆରମ୍ଭ କରି ଡ୍ରାଏନେସ୍‌ ଦୂର କରେ ଦେଶୀ ଘିଅ, ଏପରି କରନ୍ତୁ ବ୍ୟବହାର

ଦେଶୀ ଘିଅ ଖାଇବା କେବଳ ଶରୀର ପାଇଁ ଉପକାରୀ ତାହା ଆମେ ଜାଣିଛେ। କିନ୍ତୁ ଏହା ତ୍ୱଚା ପାଇଁ ବେଶ ଉପକାରୀ କ’ଣ ଆପଣ ଜାଣନ୍ତି। ଦେଶୀ ଘିଅ ମେକ୍‌ଅପ୍‌ ଛଡାଇବା ଠାରୁ ଆରମ୍ଭ କରି ତ୍ୱଚା ସହିତ ଜଡିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଦେଶୀ ଘିଅର ବ୍ୟବହାର ତ୍ୱଚାର ସୁନ୍ଦରତା ବଢାଇଥାଏ। ଯଦି…

ଶିବରାତ୍ରୀର ପବିତ୍ର ଅବସରରେ ଘରେ ପ୍ରସ୍ତୁତ କରନ୍ତୁ ‘ସାଗୁଦାନା ହାଲୱା’

ଅଧିକାଂଶ ଲୋକ ଭୋଜନ କରି ସାରିବା ପରେ କିଛି ମିଠା ଜିନିଷ ଖାଇବାକୁ ପସନ୍ଦ କରନ୍ତି । ଏଥିପାଇଁ ହାଲୱାକୁ ସର୍ବୋତ୍ତମ ବିକଳ୍ପ ଭାବେ ଧରାଯାଏ । ଆପଣ ଗାଜର ହାଲୱା, ସୁଜି ହାଲୱା ଆଦି ବିଷୟରେ ଜାଣିଥିବା ବେଳେ ସାଗୁଦାନା ହାଲୱା ବିଷୟରେ ହୁଏତ ସେତେଟା ଜାଣି ନଥାଇପାରନ୍ତି । କିନ୍ତୁ ସାଗୁରେ…

ଚା’ ପିଇସାରିବା ପରେ ଏହି ସବୁ କାମରେ ଲଗାନ୍ତୁ ବଳକା ଚା’ ପତି, ଘା’ ଶୀଘ୍ର ଭଲ ହୋଇଯିବା ସହ ଗଛକୁ ମିଳିବ ଉଚିତ ପୋଷଣ

ଅଧିକାଂଶ ଲୋକ ଚା’ ତିଆରି କରିସାରିବା ପରେ ଚା’ ପତିକୁ ଫିଙ୍ଗି ଦିଅନ୍ତି। କିନ୍ତୁ ସେମାନେ ଏହା ଜାଣି ନ ଥାଆନ୍ତି ଯେ ବଳକା ଚା’ ପତିରେ ବହୁତ ଗୁଣ ଭରି ରହିଥାଏ, ଯାହାକି ଅନେକ କାମରେ ଆସିପାରିଥାଏ। ଏହାକୁ ବ୍ୟବହାର କଲେ, ସ୍ୱାସ୍ଥ୍ୟ ସହ କେଶକୁ ମଧ୍ୟ ଫାଇଦା ମିଳିଥାଏ। ଆଜି ଆମେ ଆପଣଙ୍କୁ…

ବେଡ୍‌ସିଟରୁ ଲିପ୍‌ଷ୍ଟିକ ଓ ଖଇର ଦାଗ ଛଡ଼ାଇବା ପାଇଁ ଆପଣାନ୍ତୁ ଏହି ସହଜ ଟ୍ରିକ୍‌, ଜାଣନ୍ତୁ ଆହୁରି ୫ଟି ଘରୋଇ ଉପାୟ

ପ୍ରାୟତଃ ଘରର ବେଡ୍‌ସିଟରେ ଅସାବଧାନତା ବଶତଃ ବିଭିନ୍ନ ପ୍ରକାରର ଦାଗ ଲାଗିଯାଇଥାଏ, ଯାହାକି ସହଜରେ ଛାଡ଼ି ନ ଥାଏ। ଏହି ସବୁ ଦାଗ ଛଡ଼ାଇବା ପାଇଁ ଆମେ ଭୁଲ୍‌ ପାଉଡର ବ୍ୟବହାର କରିନେଇଥାଉ, ଯାହାଫଳରେ ବେଡ୍‌ସିଟ ଖୁବ୍‌ କମ୍‌ ଦିନରେ ଫାଟିଯିବା ସହ ରଙ୍ଗ ମଧ୍ୟ ଛାଡ଼ିଯାଇଥାଏ। ଏହାକୁ ପଲଙ୍କ…

ଆଜି ମହାଶିବରାତ୍ରୀରେ ଏହି ୪ଟି ରାଶି ଉପରେ ରହିଛି ମହାଦେବଙ୍କ ବିଶେଷ କୃପା

ଭଗବାନ ଶିବଙ୍କ ପୂଜା ପାଇଁ ତ ପ୍ରତ୍ୟେକ ମାସରେ ଚତୁର୍ଦ୍ଦଶୀ ପଡିଥାଏ କିନ୍ତୁ ଫାଲଗୁନ କୃଷ୍ଣ ଚତୁର୍ଦ୍ଦଶୀ ଦିନ ଭଗବାନ ଶିଙ୍କରଙ୍କର ବିଶେଷ ପୂଜା-ଅର୍ଚ୍ଚନା କରାଯାଇଥାଏ। ମହାଶିବରାତ୍ରୀରେ ଶୈବ ଭକ୍ତ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ସମସ୍ତ ବିଧି-ବିଧାନର ସହ ପୂଜା କରିଥାନ୍ତି। ଏହିଦିନ…

ମହାଶିବରାତ୍ରି ସ୍ପେଶାଲ: ଆଜି ହିଁ ଘରେ ବନାନ୍ତୁ ସାଗୁଦାନା-ପନିର ବରା

ମହାଶିବରାତ୍ରି ଅବସରରେ ସମସ୍ତେ ପ୍ରାୟ ଉପବାସ ରଖିଥାନ୍ତି । ଏପରିସ୍ଥଳେ ଫଳାହାର ସମେତ ଗୋଟିଏ ପ୍ରକାର ଜିନିଷ ଖାଇବାକୁ ମଧ୍ୟ ଟିକିଏ ବୋର ଲାଗୁଥିବ । ସେଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସାଗୁ ଓ ପନିରରେ ପକୋଡା ବନାଇବାର ରେସିପି । ତାହେଲେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ…

Cerebral Aneurysm: ୫୦ ବର୍ଷ ପରେ ମସ୍ତିଷ୍କରେ ବଢିଥାଏ ଏହି ରୋଗର ବିପଦ, ଏହିସବୁ ଲକ୍ଷଣକୁ କରନ୍ତୁ ନାହିଁ ଅଣଦେଖା

ମସ୍ତିଷ୍କରେ ରକ୍ତବାହିକା ଦୁର୍ବଳ ହୋଇଯିବା ସହିତ ଫୁଲିଯିବାକୁ ସେରେବ୍ରାଲ ବା ବ୍ରେନ ଏନୟୁରିଯମ କୁହାଯାଇଥାଏ । ଏହି ସ୍ଥିତି ମସ୍ତିଷ୍କର କୌଣସି ଅଂଶରେ ମଧ୍ୟ ହୋଇପାରେ । ଏହା ଏକ ଚଳନ୍ତା ଟାଇମବମ ଭଳି ଅଟେ ଯାହାକି କୌଣସି ମୁହୂର୍ତ୍ତରେ ମଧ୍ୟ ଫାଟିଯାଇପାରେ । ସେରେବ୍ରାଲ ଏନୟୁରିଯମର…