Browsing Category

ଲାଇଫ୍ ଷ୍ଟାଇଲ୍

ଘରେ ସହଜ ଉପାୟରେ ଏବଂ ଶସ୍ତାରେ ପ୍ରସ୍ତୁତ କରନ୍ତୁ ପ୍ରାଇମର

ସୁନ୍ଦର ଦେଖାଯିବାକୁ ଆଜିକାଲି ଯୁବତୀ କିଛି ବି କରିପାରନ୍ତି। ସୁନ୍ଦର ଦେଖାଯିବା ପାଇଁ ଯୁବତୀମାନେ ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ନିଜକୁ ସୁନ୍ଦର ଏବଂ ଆକର୍ଷଣୀୟ ଲୁକ୍‌ ଦେବାକୁ ଯୁବତୀ ମେକ୍‌ଅପ୍‌ର ସାହାରା ନେଉଛନ୍ତି। କିନ୍ତୁ ବଜାରରେ…

ଖରାଦିନେ ଷ୍ଟାଇଲିସ୍ ଲୁକ ପାଇବା ପାଇଁ ଚାହୁଁଥିଲେ ଫଲୋ କରନ୍ତୁ ଏହି ୫ଟି ଟିପ୍ସ

ଷ୍ଟାଇଲିସ୍ ଲାଗିବା ପାଇଁ ସମସ୍ତେ ଚାହାନ୍ତି। ମାତ୍ର ସମସ୍ତେ ଋତୁ ହିସାବରେ ସଠିକ ଭାବରେ ପୋଷାକ ଚୟନ କରିପାରି ନ ଥାନ୍ତି ବା ଅନ୍ୟାନ୍ୟ ଜିନିଷ କିଣିପାରି ନ ଥାନ୍ତି। ଷ୍ଟାଇଲିସ ଲୁକ୍ ପାଇବା ପାଇଁ ବେଶି କିଛି କଷ୍ଟ କରିବାକୁ ପଡିବ ନାହିଁ, କେବଳ ଋତୁ ଅନୁଯାୟୀ ପୋଷାକ ଚୟନ କରି ଜାଣିଲେ…

ବଜାର ଭଳି ‘ବଟର କଫି’ ବନାନ୍ତୁ ଘରେ, ପାଇବେ ୫ ଷ୍ଟାର ହୋଟେଲ ଭଳି ସ୍ୱାଦ

ଆପଣ ବଜାରରେ ମିଳୁଥିବା କଫିର ସ୍ୱାଦକୁ ତ ନିଶ୍ଚୟ ଚାଖିଥିବେ। ବଡ ହୋଟେଲରେ ମିଳୁଥିବା କଫିର ଦାମ ସେହି ଅନୁସାରେ ହୋଇଥାଏ। କିନ୍ତୁ କଣ ଆପଣ ଜାଣନ୍ତି ଆପଣ ଘରେ ହୋଟେଲ ଭଳି କଫିର ସ୍ୱାଦ ପାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ବଟର କଫି ବନାଇବାର ପ୍ରସ୍ତୁତି ବିଷୟରେ ଜଣାଇବୁ। ଯାହା ଆପଣଙ୍କୁ…

‘ଲାଲ୍‌ କିତାବ’ ଅନୁସାରେ ଘରେ ରଖନ୍ତୁ ଏହି ୨୫ଟି ବସ୍ତୁ, ଟଳିଯିବ ସବୁ ସଙ୍କଟ, ହସଖୁସିରେ ପୂରି ଉଠିବ ଘର

‘ଲାଲ୍‌ କିତାବ’ ଅନୁସାରେ ଘରେ କେତେକ ବସ୍ତୁ ବା ଜିନିଷ ରଖିଲେ, ସୁଖ, ସମୃଦ୍ଧିରେ ଘର ପୂରି ଉଠିଥାଏ। ସଙ୍କଟ ଟଳିଯାଇଥାଏ। ପ୍ରାଚୀନ କାଳରେ ଲୋକଙ୍କ ଘରେ ଏହି ସବୁ ବସ୍ତୁ ରହୁଥିଲା, କିନ୍ତୁ ଆଜିର ଯୁଗରେ ଏଗୁଡ଼ିକୁ ଆଉ ଦେଖିବାକୁ ମିଳୁନାହିଁ। କୁହାଯାଏ, ଏମିତି କିଛି ବସ୍ତୁ ଘରେ ରଖିବା…

ଦାନ୍ତ ବ୍ରସ କରିବା ସମୟରେ କଣ ଆପଣଙ୍କ ମାଢିରୁ ବି ରକ୍ତ ବାହାରୁଛି କି ? ତେବେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ

କିଛି ଲୋକ ବ୍ରଶ କରୁଥିବା ସମୟରେ ସେମାନଙ୍କ ମାଢ଼ିରୁ ରକ୍ତ ବାହାରିଥାଏ । ଡାକ୍ତରଙ୍କ ଅନୁଯାୟୀ ମାଢି ଦୁର୍ବଳ ଥିଲେ ହିଁ ଏପରି ସମସ୍ୟା ଉପୁଜିଥାଏ । ଏହି ସମସ୍ୟା ନିୟମିତ ଭାବେ ଲାଗିରହିଲେ ବ୍ୟକ୍ତି ନା କିଛି ଭଲରେ ଖାଇପାରନ୍ତି ନା କିଛି ଥଣ୍ଡା କିମ୍ବା ଗରମ ପାନୀୟ ଆଦି ପିଇପାରନ୍ତି ।…

ଜାତକ ଏବଂ ମୁହଁ ଦେଖାଇବା ଛାଡନ୍ତୁ, ଏବେ ହସ୍ତାକ୍ଷର ଦେଖି ବାଛି ପାରିବେ ନିଜର ଜୀବନସାଥୀ

ବିବାହ ବନ୍ଧନରେ ବାନ୍ଧିହେବା ପୂର୍ବରୁ ପୁଅ କିମ୍ବା ଝିଅଙ୍କର ଜାତକ ମିଶାଇଥାନ୍ତି। କାରଣ ଏହାଦ୍ୱାରା ଜଣା ପଡିବ ଉଭୟ ପରସ୍ପରଙ୍କ ପାଇଁ ପରଫେକ୍ଟ ଅଛନ୍ତି କି ନାହିଁ? କିନ୍ତୁ ଏଭଳି କିଛି ଲୋକ ରହିଛନ୍ତି ଯାହାଙ୍କ ପାଖରେ ଜାତକ ନାହିଁ। ଏଭଳି ପରିସ୍ଥିତରେ ଆପଣ ହସ୍ତାକ୍ଷର ବିଜ୍ଞାନର ସାହାରା…

କଣ ଆପଣ ବିନା ପରାମର୍ଶ ଓ ବିନା ପେସକ୍ରିପସନରେ ଔଷଧ ଖାଉଛନ୍ତି କି, ତାହାଲେ ସାବଧାନ ଚାଲିଯାଇପାରେ ଜୀବନ

ସବୁବେଳେ ଦେଖିବାକୁ ମିଳେ ଯେ ଯେତେବେଳେ ବି ଲୋକେ ରୋଗରେ ପଡନ୍ତି କିମ୍ବା ଅସୁସ୍ଥ ଅନୁଭବ କରନ୍ତି ତେବେ ସେମାନେ ନିଜ ମନ ମୁତାବକ ମେଡିସିନ୍‌ ଷ୍ଟୋରରେ କହି ଔଷଧ କିଣିଆଣନ୍ତି। କିନ୍ତୁ ଏମିତି ଯଦି ଆପଣ କରୁଛନ୍ତି ତେବେ ସାବଧାନ, କାରଣ ଏହା ଆପଣଙ୍କ ଶରୀର ପାଇଁ ବହୁତ ବଡ ସମସ୍ୟା ହୋଇପାରେ।…

ସକାଳୁ ଖାଲିପେଟରେ ଗୁଡ଼ ସହ ପିଅନ୍ତୁ ଗରମ ପାଣି, ଓଜନ କମିବା ସହ ଭଲ ହେବ ଏସବୁ ସାଂଘାତିକ ରୋଗ

ସକାଳୁ ଗୁଡ଼ ସେବନ କରିବା ଶରୀର ପାଇଁ ହିତକାରକ ହୋଇଥାଏ। ଆଉ ଯଦି ଆପଣ ଖାଲିପେଟରେ ଗରମ ପାଣି ସହ ଗୁଡ଼ ଖାଉଛନ୍ତି ତେବେ ଏହାର ଫାଇଦା ଦ୍ୱିଗୁଣ ବଢ଼ିଯାଏ। ସକାଳୁ ଖାଲିପେଟରେ ଉଷୁମ ପାଣିରେ ଗୁଡ଼ ଖାଇଲେ ଆପଣ ସବୁଦିନ ପାଇଁ ନିରୋଗ ରହିବେ। ଏହା ପେଟ ସମ୍ବନ୍ଧୀୟ ସମସ୍ତ ରୋଗ ଦୂର କରିଥାଏ। ଗୁଡ଼ ଓ…

ସନ୍ଧ୍ୟାରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ରେଡ୍‌ ଭେଲଭେଟ୍‌ ପେଷ୍ଟ୍ରି

ଅଧିକାଂଶ ଲୋକମାନେ ପେଷ୍ଟ୍ରି ଖିବାକୁ ଖୁବ୍‌ ପସନ୍ଦକରିଥାନ୍ତି। ଆପଣମାନେ ତ ରେଡ୍‌ ଭେଳଭେଟ୍‌ ପେଷ୍ଟ୍ରି ନିଶ୍ଚିନ୍ତ ଦୋକାନରୁ କିଣି ଖାଇଥିବେ। କିନ୍ତୁ କେବେ କଣ ଅପାଣ ଏହି ପେଷ୍ଟ୍ରିକୁ ଘରେ ତିଆରି କରିବା ପାଇଁ ଭାବିଛନ୍ତି କି। ଯଦି ନାଁ ତେବେ ଆଜି ଆମେ ଆପଣଙ୍କୁ କିପରି ଖୁବ୍‌ କମ ସମୟରେ…

ରାତିରେ ଶୋଇବା ପୂର୍ବରୁ ଫଲୋ କରନ୍ତୁ ଏହି ୬ଟି ଷ୍ଟେପ୍‌ସ, ସକାଳୁ ଉଠିଲେ ଚମକି ଉଠିବ ଆପଣଙ୍କ ତ୍ୱଚା

ସାଧାରଣତଃ ଆମେ ସମସ୍ତେ ଦିନରେ ନିଜ ତ୍ୱଚାର ଉଚିତ ଯତ୍ନ ନେଇଥାଉ। କିନ୍ତୁ ରାତି ସମୟରେ ଥକ୍କାପଣ ଯୋଗୁ ଏହାକୁ ଅଣଦେଖା କରିଥାଉ। ହେଲେ ଆପଣ ଜାଣିଛନ୍ତି କି? ରାତିରେ ଯେତେବେଳେ ଆମେ ଶୋଇଯାଉ, ସେହି ସମୟରେ ବି ଆମ ଶରୀରର ଅଙ୍ଗପ୍ରତ୍ୟେଙ୍ଗ ନିଜ କାମ ସୂଚାରୁ ରୂପେ କରିଚାଲନ୍ତି, ଯଦ୍ଦ୍ଵାରା…

କରିବାକୁ ଚାହୁଁଛନ୍ତି କି ଓ୍ୱାଟର ବାର୍ଥ? ଜାଣନ୍ତୁ ଏହାର ଫାଇଦା ଏବଂ କ୍ଷତି ସମ୍ପର୍କରେ କିଛି ଅଜଣା କଥା

ୱାଟର ବାର୍ଥ, ଯାହା ଛୁଆ ଜନ୍ମ କରିବାର ଏକ ପ୍ରକ୍ରିୟା । ଏହା ହସ୍ପିଟାଲରେ ଛୁଆ ଜନ୍ମ କରିବା ପ୍ରକ୍ରିୟାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ବର୍ତ୍ତମାନ ପ୍ରାୟତଃ କିଛି ମହିଳା ଏହି ପ୍ରକ୍ରିୟାରେ ଛୁଆ ଜନ୍ମ କରୁଛନ୍ତି । ଭାରତରେ ମଧ୍ଯ କିଛି ହସ୍ପିଟାଲ ଏହି ପ୍ରସବ ପ୍ରକ୍ରିୟାକୁ ସପୋର୍ଟ କରିବାକୁ…

କଣ ଆପଣଙ୍କ ପିଲାବି ଖେଳୁଛି ଭିଡିଓଗେମ ? ତାହେଲେ ଦେଖନ୍ତୁ କଣ କହୁଛି ଏହି ଆଶ୍ଚର୍ଯ୍ୟକର ସର୍ଭେ

ଯେତେବେଳେ ବି କୌଣସି ପିଲା ଭିଡିଓ ଗେମ ଖେଳିଥାଏ ସେତେବେଳେ ତାର ସମସ୍ତ ଧ୍ୟାନ ସେହି ଭିଡିଓଗେମ ଉପରକୁ ହିଁ ଯାଇଥାଏ । ଯେଉଁ କାରଣରୁ ଅନେକ ଅଭିଭାବକ ଏନେଇ ଚିନ୍ତା କରିଥାନ୍ତି । ତେବେ ଏପରିସ୍ଥଳେ ବାପା ମାଙ୍କୁ ଲାଗିଥାଏ ଯେ ପିଲା ଭିଡିଓଗେମ ପାଇଁ ବିଗିଡି ଯାଉଛନ୍ତି କିନ୍ତୁ ନିକଟରେ…