Browsing Category

ଦେଶ ବିଦେଶ

କେରଳର ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ

ଭୁବନେଶ୍ବର(କେନ୍ୟୁଜ୍) : କେରଳର କୋଚି ଓ ତ୍ରିଭେନ୍ଦ୍ରମରେ ଫସି ରହିଛନ୍ତି ଶତାଧିକ ଓଡ଼ିଆ ଶ୍ରମିକ । ସେମାନଙ୍କୁ ଉଦ୍ଧାର କରିବା ପାଇଁ ୪ ଜଣିଆ ଟିମ୍ ଯାଇଛି । ସେପଟେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ୟ୍ୟରେ ସହାୟତା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ସ୍ୱତନ୍ତ୍ର ଟିମ୍ ମଧ୍ୟ ପଠାଯାଇଛି…

ରାଫେଲ ଡିଲକୁ ଅସ୍ତ୍ର କରିବ କଂଗ୍ରେସ : ସବୁ ରାଜ୍ୟର ନେତାଙ୍କୁ ଭେଟିଲେ ରାହୁଲ

ନୂଆଦିଲ୍ଲୀ(କେନ୍ୟୁଜ୍) : ଆଗାମୀ ସାଧାରଣ ନିର୍ବାଚନ ପାଇଁ ଏଆଇସିସିର ସଜବାଜ । ବିଜେପିକୁ ଆକ୍ରମଣ ପାଇଁ ରୋଡ଼୍ ମ୍ୟାପ୍ ପ୍ରସ୍ତୁତ କରିଛି କଂଗ୍ରେସ । ନୂଆ ଦିଲ୍ଲୀରେ ସବୁ ରାଜ୍ୟର ଛାମୁଆ ନେତାଙ୍କ ସହ ଆଲୋଚନା କରି ମନ୍ତ୍ର ଫୁଙ୍କିଛନ୍ତି ରାହୁଲ ଗାନ୍ଧୀ । ସମସ୍ତ ପିସିସି ପଭାପତି, ସାଧାରଣ…

ଜାକର୍ତ୍ତା ଏସୀୟ କ୍ରୀଡ଼ା ଉଦଘାଟିତ

ପାଲେମବାଙ୍ଗ (ଜାକର୍ତ୍ତା) : ଇଣ୍ଡୋନେସିଆର ଜାକର୍ତ୍ତାରେ ଉଦଘାଟିତ ହୋଇଛି ଅଷ୍ଟାଦଶ ଏସୀୟ କ୍ରୀଡ଼ା । ଏଠାକାର ଜିବିକେ ଷ୍ଟାଡିୟମରେ ଆକର୍ଷଣୀୟ, ବର୍ଣ୍ଣାଢ୍ୟ ସାଂସ୍କ୍‌ତିକ କାର୍ଯକ୍ରମ ଭିତରେ ୪୫ଟି ଅଂଶଗ୍ରହଣକାରୀ ଦେଶର ୧୭ ହଜାର ଖେଳାଳିମାନଙ୍କ ମାର୍ଚ୍ଚପାଷ୍ଟ ଅତି ଚମତ୍କାର ଥିଲା । ଭାରତର…

ଆସନ୍ତା କାଲି କିଛି ସମୟ ଠପ୍ ରହିବ ରେଲୱେ ବ୍ୟବସ୍ଥା : ଦିଲ୍ଲୀରେ ଅନଲାଇନ୍ ଟିକେଟ୍ ବୁକିଂରେ ମଧ୍ୟ ହୋଇପାରେ ଅସୁବିଧା

ନୂଆଦିଲ୍ଲୀ : ଭାରତୀୟ ରେଳରେ ନିତିଦିନ ଯାତ୍ରା କରୁଥିବା ଲକ୍ଷାଧିକ ଲୋକଙ୍କ ପାଇଁ ବହୁ ଦୁଃଖର ଖବର। ଆସନ୍ତା କାଲି ଯାତ୍ରୀଙ୍କୁ ଟିକେଟ ବୁକିଂ କରିବା ପାଇଁ କିଛିଟା ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ସୂଚନା ଅନୁଯାୟୀ, ଦିଲ୍ଲୀରେ ଯାତ୍ରୀ ରିଜର୍ଭବେସନ୍ ସିଷ୍ଟମକୁ ଅପଗ୍ରେଡ଼ର କାମ ଆରମ୍ଭ…

କେରଳ ବନ୍ୟାରେ ଜୀବେଦୟାର ଦୃଷ୍ଟାନ୍ତ : କୁକୁରଙ୍କ ବିନା ଘର ଛାଡ଼ିଲେ ନାହିଁ ମହିଳା

କୋଚି : ବର୍ଷା ଓ ବନ୍ୟା ବିତ୍ପାତରେ ବେହାଲ କେରଳ । ସେନା ଲାଗିଛି ଉଦ୍ଧାର କାର୍ଯ୍ୟରେ । ଶହ ଶହ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୩ ଲକ୍ଷ ଲୋକଙ୍କୁ ଉଦ୍ଧାର କରି ରିଲିଫ କ୍ୟାମ୍ପରେ ଥଇଥାନ କରାଯାଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଯେଉଁଠି ନିଜ ଜୀବନ ବଞ୍ଚାଇବାକୁ ଲୋକେ…

କମାଣ ସମ୍ଭାଳିଲେ କପ୍ତାନ: ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ନେଲେ ଇମ୍ରାନ୍‌

ପ୍ଲାୟାରରୁ ପ୍ଲେବୟ । ପଲିଟିକ୍ସରୁ ପିଏମ୍ । କପ୍ତାନ ସମ୍ଭାଳିଛନ୍ତି ପାକିସ୍ତାନର କମାଣ । ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଆଜି ଶପଥ ନେଇଛନ୍ତି ଇମ୍ରାନ୍ ଖାନ୍ । ଶପଥ ଗ୍ରହଣ ଉତ୍ସବରେ ପାକିସ୍ତାନ ସେନା ମୁଖ୍ୟ ସାମିଲ । ଦେଶ ବିଦେଶ ବହୁ ଅତିଥିଙ୍କ ସହ ଶପଥ ଗ୍ରହଣ ଉତ୍ସବରେ ସାମିଲ…

ଜାକର୍ତ୍ତା ଏସିଆଡ୍‌ : ଫର୍ମ ଯୋଗୁଁ ବାଦ୍‌ ପଡ଼ିଲେ ୨ ଭାରତୀୟ ମହିଳା ଆଥ୍‌ଲେଟ୍‌

ନୂଆଦିଲ୍ଲୀ : ଆଜି ସନ୍ଧ୍ୟାରେ ଇଣ୍ଡୋନେସିଆ ଜାକର୍ତ୍ତାରେ ଉଦ୍‌ଘାଟିତ ହେବ ଅଷ୍ଟାଦଶ ଏସୀୟ କ୍ରୀଡ଼ା । ହେଲେ ତା ପୂର୍ବରୁ ଗୋଟିଏ ପରେ ଜଣେ ପରେ ଜଣେ ଖେଳାଳି ଦଳରୁ ଓହରି ଚାଲିଛନ୍ତି । କିଏ ଆହତ କାରଣରୁ ତ ଆଉ କିଏ ଫର୍ମ କାରଣରୁ ବାଦ୍‌ ପଡୁଛନ୍ତି । ଗତକାଲି ମହିଳା ଜାଭେଲିନ୍‌ ଫିଙ୍ଗାଳି…

କେରଳ ବନ୍ୟା ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

କୋଚି : କେରଳକୁ ବିଧ୍ୱସ୍ତ କରି ଦେଇଛି ପ୍ରଳୟଙ୍କରୀ ବନ୍ୟା । ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ଭୟଙ୍କର ବନ୍ୟା । ବର୍ଷା, ବନ୍ୟା ଓ ଭୂସ୍ଖଳନରେ ବର୍ତ୍ତମାନ ସୁଦ୍ଧା ୩୨୪ ଜଣ ପ୍ରାଣ ହରାଇ ସାରିଲେଣି । ଅନେକ ନିଖୋଜ ହୋଇ ଯାଇଛନ୍ତି । ହଜାର ହଜାର ଲୋକ ବାସହରା ହୋଇଛନ୍ତି । ୨ ଲକ୍ଷରୁ ଅଧିକ…

ସହାୟତାର ହାତ : କେରଳ ଗଲା ଓଡ଼ିଶା ଅଗ୍ନିଶମ ବିଭାଗର ୨୪୦ ଜଣିଆ ଟିମ୍

ଭୁବନେଶ୍ୱର (କେନ୍ୟୁଜ୍‌) : ସହାୟତା ପାଇଁ ଓଡ଼ିଶା ଅଗ୍ନିଶମ ବିଭାଗର ଏକ ସ୍ୱତନ୍ତ୍ର ଟିମ୍‌ କେରଳ ଯାତ୍ରା କରୁଛନ୍ତି । ୨୪୦ ଅଗ୍ନିଶମ କର୍ମଚାରୀଙ୍କ ସହିତ ୭୫ ପାଓ୍ଵାର ବୋଟ୍‌ ଯାଇଛି । ଏହି ଟିମ୍‌ରେ ଅଛନ୍ତି ୨୨୫ ଅଗ୍ନିଶମ କର୍ମଚାରୀ ଓ ୧୫ ଜଣ ସୁପରଭାଇଜର । ଅଗ୍ନିଶମ ବିଭାଗ ପକ୍ଷରୁ ଦକ୍ଷ ଓ…

ଆଜି ବସୁଛି ଏଆଇସିସି କାର୍ୟ୍ୟକାରୀ କମିଟି ବୈଠକ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ଆଜି ବସୁଛି ଏଆଇସିସି କାର୍ୟ୍ୟକାରୀ କମିଟି ବୈଠକ । ଆଗାମୀ ୨୦୧୯ନିର୍ବାଚନ ନେଇ ଆଜିର ବୈଠକରେ ଆଲୋଚନା ହେବ । ବୈଠକରେ ଯୋଗଦେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀରେ ପହଞ୍ଚିଛନ୍ତି । ରାଜ୍ୟ ପ୍ରଭାରୀ…

କେରଳରେ ବନ୍ୟାର କରାଳ ରୂପ : ୧୦୦ ବର୍ଷର ରେକର୍ଡ ଭାଙ୍ଗିଛି ପ୍ରଳୟଙ୍କରୀ ବନ୍ୟା

କେରଳ (କେ ନ୍ୟୁଜ୍) : କେରଳ ଦେଖିଲା ଶତାବ୍ଦୀର ସବୁଠୁ ବିଧ୍ୱସ୍ତକାରୀ ବିପର୍ୟ୍ୟୟ । କରାଳ ରୂପ ନେଇଛି ବର୍ଷା ଓ ତାପରବର୍ତ୍ତୀ ବନ୍ୟା । ବର୍ତ୍ତମାନ ସୁଦ୍ଧା ପ୍ରଳୟଙ୍କାରୀ ବନ୍ୟାରେ ୩୨୪ଜଣଙ୍କର ଜୀବନ ନେଲାଣି । ବନ୍ୟା ଓ ଭୂସ୍ଖଳନରେ ଅନେକ ନିଖୋଜ ଅଛନ୍ତି । ହଜାର ହଜାର ପରିବାରର ଲକ୍ଷ…

କେରଳରେ ବନ୍ୟା ବିଭୀଷିକା : ବର୍ତ୍ତମାନ ସୁଦ୍ଧା ୩ଶହରୁ ଅଧିକ ମୃତ, ଅନେକ ନିଖୋଜ

କେରଳ : ବନ୍ୟା ବଦଳାଇ ଦେଇଛି କେରଳର ଭୌଗଳିକ ସ୍ଥିତି । ଡାଣ୍ଡବ ରଚିଛି । ଉଜାଡ଼ି ଦେଇଛି ଅନେକ ଲୋକଙ୍କ ଜୀବନ ଜଞ୍ଜାଳ । ବର୍ତ୍ତମାନ ସୁଦ୍ଧା ୧୬୦ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଗତକାଲି ୩୦ ଜଣ ଲୋକଙ୍କର ମୃତ୍ୟୁ ହୋଇଛି । ବନ୍ୟା ଓ ଭୂସ୍ଖଳନରେ ବେଘର ହୋଇଛନ୍ତି ହଜାର ହଜାର ଲୋକ । ୨ ଲକ୍ଷରୁ…