Below header

ଆଜି ବସୁଛି ଏଆଇସିସି କାର୍ୟ୍ୟକାରୀ କମିଟି ବୈଠକ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ଆଜି ବସୁଛି ଏଆଇସିସି କାର୍ୟ୍ୟକାରୀ କମିଟି ବୈଠକ । ଆଗାମୀ ୨୦୧୯ନିର୍ବାଚନ ନେଇ ଆଜିର ବୈଠକରେ ଆଲୋଚନା ହେବ । ବୈଠକରେ ଯୋଗଦେବା ପାଇଁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଦିଲ୍ଲୀରେ ପହଞ୍ଚିଛନ୍ତି । ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ମଧ୍ୟ ବୈଠକରେ ଉପସ୍ଥିତ ରହିବେ । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତ କାର୍ୟ୍ୟକ୍ରମ ନେଇ ଆଜିର ବୈଠକରେ ଚୂଡାନ୍ତ ନିଷ୍ପତ୍ତି ନିଆଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.