Below header
Browsing Category

କ୍ରୀଡା

ବର୍ଷା ଭିଜା ଲର୍ଡସ୍ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ୟ୍ୟୟ

ନୁଆଦିଲ୍ଲୀ : ବର୍ଷା ଭିଜା ଲର୍ଡସ୍ ଟେଷ୍ଟରେ ଭାରତର ବ୍ୟାଟିଂ ବିପର୍ୟ୍ୟୟ । ଇଂଲଣ୍ଡର ଧୂରନ୍ଧରଙ୍କ ଆଗରେ ଭୁଶୁଡ଼ି ପଡ଼ିଲା ବ୍ୟାଟିଂ ଲାଇନ୍ ଅପ୍ । ପ୍ରଥମ ଇନିଂସରେ ମାତ୍ର ୧୦୭ ରନରେ ସୀମିତ ରହିଗଲା ବିରାଟ ବାହିନୀ । ଜେମ୍ସ ଆଣ୍ଡରେସନଙ୍କ ଘାତକ ବୋଲିଂ ଆଗରେ କେହି ବି ବ୍ୟାଟ୍ସମ୍ୟାନ୍ ତିଷ୍ଠି…

ଲର୍ଡ଼ସରେ ଜୁନିୟର ତେନ୍ଦୁଲକର : ଗ୍ରାଉଣ୍ଡ ଷ୍ଟାଫ୍‌ଙ୍କ ସହ ମିଶି କାମ କଲେ

ଲଣ୍ଡନ : ଲର୍ଡ଼ସରେ ଜୁନିୟର ତେନ୍ଦୁଲକର । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ଏବେ ଲର୍ଡ଼ସରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଦେଖିବାକୁ ଆସିଛନ୍ତି । ସେ ଭାରତୀୟ ୧୯ ବର୍ଷରୁ କମ୍‌ ଦଳ ସହିତ ଇଂଳଣ୍ଡକୁ ସିରିଜ୍‌ ଖେଳିବାକୁ ଆସିଥିଲେ । ଜଣେ ବାମହାତୀ ମିଡିମୟ ପେସ୍‌ ବୋଲର୍‌…

ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି ଉନ୍ମୋଚନ କଲେ ମୁଖ୍ଯମନ୍ତ୍ରୀ : କିସରେ ହେଲା ପ୍ରଦର୍ଶନ

ଭୁବନେଶ୍ୱର : ଭୁବନେଶ୍ୱରରେ ରଗବୀ ଓ୍ଵାର୍ଲ୍ଡ କପ ଟ୍ରଫି । ଭରତକୁ ପ୍ରଥମ ଥର ଭ୍ରମଣରେ ଆସିଥିବା -େଓ୍ଵବ ଏଲ୍ଲିସ୍‌ କପ୍‌ ଟ୍ରଫିକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଛନ୍ତି । କହିଛନ୍ତି ୨୦୧୯ ଟ୍ରଫି ଟୁର ଉକଣ୍ଠାର ବିଷୟ । ଓଡ଼ିଶା ହେଉଛି ରଗବୀର ଆରମ୍ଭ ସ୍ଥଳି । ରାଜ୍ୟର…

ବର୍ଷା ବାଧା : ଲର୍ଡ଼ସରେ ଭାରତକୁ ଝଟ୍‌କା

ଲଣ୍ଡନ : ଲର୍ଡସରେ ଆରମ୍ଭ ହୋଇଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟରେ ବର୍ଷା ସେମିତି ବାଧକ ସାଜିଛି । ତେବେ ଆଜି ଦ୍ୱିତୀୟ ଦିନରେ ୮.୩ ଓଭର ଖେଳରେ ଭାରତ ୩ ଓ୍ଵିକେଟ୍‌ ହରାଇ କରିଛି ମାତ୍ର ୧୫ ରନ୍‌ । ପେସ୍‌ ବୋଲିର୍‌ ଆଣ୍ଡର୍ସନ ଦୁଇ ଓପ୍ନର ମୁରଲୀ ବିଜୟ ଓ ଲୋକେଶ ରାହୁଲଙ୍କୁ ଆଉଟ୍‌ କରି…

ଏସୀୟ କ୍ରୀଡ଼ା : ଜାକର୍ତ୍ତାରେ ଟ୍ରାଫିକ୍‌ ସମସ୍ୟା ଏଡ଼ାଇବାକୁ ଛୁଟି ରହିବ ସବୁ ସ୍କୁଲ

ଜାକର୍ତ୍ତା : ଠିକ୍‌ ସପ୍ତାହେ ପରେ ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବା ଏସୀୟ କ୍ରୀଡ଼ା । ଏଥିରେ ଏସିଆ ମହାଦେଶର ୪୫ଟି ଦେଶ ଭାଗ ନେବେ । ସେପଟେମ୍ବର ୨ ତାରିଖ ଯାଏ ଚାଲିବ ଏହି କ୍ରୀଡ଼ା ମହାକୁମ୍ଭ । ତେଣୁ ଜାକର୍ତ୍ତାରେ ପହଞ୍ଚିବେ ହଜାର ହଜାର ଆଥ୍‌ଲେଟ୍‌ । ଏମିତିରେ ସହରରେ ସବୁ ବେଳେ…

ଲର୍ଡ଼ସ ଟେଷ୍ଟ: ବର୍ଷାରେ ଧୋଇଗଲା ପ୍ରଥମ ଦିନର ଖେଳ

ଲଣ୍ଡନ୍‌ : ଲଗାଣ ବର୍ଷା ଲର୍ଡ଼ସ ଟେଷ୍ଟର ପ୍ରଥମ ଦିନ ଖେଳ ଧୋଇ ନେଇଛି । ଉଭୟ ଭାରତ ଓ ଇଂଲଣ୍ଡ ଦଳର ଖେଳାଳି ଅପେକ୍ଷା କରି ରହିଥିଲେ କେତେବେଳେ ବର୍ଷା ଛାଡ଼ିବ । ହେଲେ ବର୍ଷା ବନ୍ଦ ହେଲା ନାହିଁ । ତେଣୁ ଅମ୍ପାୟାର ଓ ମ୍ୟାଚ୍‌ରେଫରୀ ଶେଷରେ ମିଳିତ ନିଷ୍ପତ୍ତି ନେଇ ପ୍ରଥମ ଦିନର ଖେଳ ବାତିଲ…

ବିନ୍ଦାସ୍‌ ଗର୍ଲ ସାନିଆ

ମୁମ୍ବାଇ : ଗର୍ଭବତୀ ଅଛନ୍ତି ଭାରତୀୟ ଟେନିସ ସୁନ୍ଦରୀ ସାନିଆ ମିର୍ଜା। କିଛି ଦିନ ପରେ ସେ ମା ହେବେ । ଏପରି ଅବସ୍ଥାରେ ମଧ୍ୟ ମସ୍ତି କରିବାକୁ ଭୁଲୁ ନାହାନ୍ତି ସାନିଆ। ସପିଂ ସହ ଅଲଗା ଅଲଗା ସ୍ଥାନରେ ବୁଲୁଥିବା ବେଳେ ସାନିୟାଙ୍କୁ ସ୍ପଟ କରାଯାଇଛି। କେବଳ ଏତିକି ନୁହେଁ, ବେବି ବମ୍ପ ସହ ସେ…

ଆଇପିଏଲ୍‌ ବ୍ରାଣ୍ଡ ଭାଲ୍ୟୁ ୪୩ ହଜାର ୨୬୦ କୋଟି

ମୁମ୍ବାଇ : ବଢ଼ିଲା ଆଇପିଏଲ୍‌ ବ୍ରାଣ୍ଡ ଭାଲ୍ୟୁ । ଏଥିରେ ୧୯ ପ୍ରତିଶତ ବୃଦ୍ଧି ଘଟିଛି । ଗତ ବର୍ଷ ଏହାର ବ୍ରାଣ୍ଡ ଭାଲ୍ୟୁ ୫.୩ ବିଲିୟନ୍‌ ଡଲାର ବା ୩୬ ହଜାର କୋଟି ଟଙ୍କା ଥିଲା । ଚଳିତ ବର୍ଷ ଏହାର ମୂଲ୍ୟ ରହିଛି ୬.୩ ବିଲିୟନ୍‌ ବା ୪୩ ହଜାର ୨୬୦ କୋଟି ଟଙ୍କା । ସେହିପରି ଆଇପିଏଲ୍‌…

ବିସିସିଆଇ ଭୋଟିଂ ନିୟମରେ ପରିବର୍ତ୍ତନ କଲେ ସୁପ୍ରିମ୍‌ କୋର୍ଟ

ମୁମ୍ବାଇ : ‘ଗୋଟିଏ ରାଜ୍ୟ ଗୋଟିଏ ଭୋଟ୍‌’ ନିୟମରେ ସଂଶୋଧନ କଲେ ସୁପ୍ରିମ୍‌ କୋର୍ଟ । ଭାରତୀୟ କ୍ରିକେଟ୍‌ କଂଟ୍ରୋଲ ବୋର୍ଡ଼ ‘ବିସିସିଆଇ’ର ଭୋଟିଂ ନିୟମରେ ଏହି ସଂଶୋଧନ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଏବେଠାରୁ ଯେତିକି ସଦସ୍ୟ ସଂଘ ଅଛନ୍ତି ସମସ୍ତେ ଭୋଟ୍‌ ଦେଇ ପାରିବେ । ଗୋଟିଏ ରାଜ୍ୟରେ…

ବର୍ଷା ଯୋଗୁଁ ଆରମ୍ଭ ହୋଇନି ଲର୍ଡ଼ସ ଟେଷ୍ଟ

ଲଣ୍ଡନ୍‌ : ପୁଣି ଗୋଟିଏ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହୋଇଛନ୍ତି କ୍ରିକେଟ୍‌ ଫ୍ୟାନ୍‌ । ଏପର୍ଯ୍ୟନ୍ତ ଟସ୍‌ ବି ପଡ଼ି ପାରିନାହିଁ । ବର୍ଷା କାରଣରୁ ଆଗୁଆ ଲଞ୍ଚ ନିଆଯାଇଛି । ତଥାପି ଖେଳ ଆରମ୍ଭ ହୋଇ ପାରିନାହିଁ । ପିଚ୍‌କୁ ଘୋଡ଼ାଇ ରଖା ଯାଇଛି । ଚଳିତ ପାଞ୍ଚ ମ୍ୟାଚ୍‌ର…

ଟିମ୍‌ ଇଣ୍ଡିଆର ଲର୍ଡ଼ସ ପରୀକ୍ଷା

ଲଣ୍ଡନ୍‌ : ଲର୍ଡ଼ସ୍‌ ଟେଷ୍ଟ ଆଜିଠାରୁ ଟିମ୍‌ ଇଣ୍ଡିଆ ପାଇଁ ଲର୍ଡ଼ସ ପରୀକ୍ଷା । ଏଜବାଷ୍ଟନରେ ଅଳ୍ପକେ ପ୍ରଥମ ଟେଷ୍ଟ ହାରିବା ପରେ ଏତିକି ସ୍ପଷ୍ଟ ହୋଇଯାଇଛି ଯେ ଯଦି ବ୍ୟାଟ୍‌ସମ୍ୟାନ୍‌ କ୍ଲିକ୍‌ କରନ୍ତି ତେବେ ଇଂଲଣ୍ଡକୁ ଘରୋଇ ମାଟିରେ ମାତ୍‌ ଦେଇ ପାରିବ ବିରାଟ ବାହିନୀ । ଅଧିନାୟକ ବିରାଟ…

ଐତିହାସିକ ଲର୍ଡସ ମଇଦାନରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ ମଇଦାନରେ ମୁହାଁମୁହିଁ ହେବେ ଉଭୟ ଦଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚଟିକିଆ ସିରିଜକୁ ଫେରିବା ପାଇଁ ପଡ଼ିିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଲର୍ଡସରେ ଭାରତର ରେକର୍ଡ ଭଲ ନାହିଁ । ୧୭ଟି ଟେଷ୍ଟରୁ ଭାରତ…