Below header
Browsing Category

କ୍ରୀଡା

ବର୍ଷା ଯୋଗୁଁ ଆରମ୍ଭ ହୋଇନି ଲର୍ଡ଼ସ ଟେଷ୍ଟ

ଲଣ୍ଡନ୍‌ : ପୁଣି ଗୋଟିଏ ରୋମାଞ୍ଚକର ଟେଷ୍ଟ ମ୍ୟାଚ୍‌ ଦେଖିବାରୁ ବଞ୍ଚିତ ହୋଇଛନ୍ତି କ୍ରିକେଟ୍‌ ଫ୍ୟାନ୍‌ । ଏପର୍ଯ୍ୟନ୍ତ ଟସ୍‌ ବି ପଡ଼ି ପାରିନାହିଁ । ବର୍ଷା କାରଣରୁ ଆଗୁଆ ଲଞ୍ଚ ନିଆଯାଇଛି । ତଥାପି ଖେଳ ଆରମ୍ଭ ହୋଇ ପାରିନାହିଁ । ପିଚ୍‌କୁ ଘୋଡ଼ାଇ ରଖା ଯାଇଛି । ଚଳିତ ପାଞ୍ଚ ମ୍ୟାଚ୍‌ର…

ଟିମ୍‌ ଇଣ୍ଡିଆର ଲର୍ଡ଼ସ ପରୀକ୍ଷା

ଲଣ୍ଡନ୍‌ : ଲର୍ଡ଼ସ୍‌ ଟେଷ୍ଟ ଆଜିଠାରୁ ଟିମ୍‌ ଇଣ୍ଡିଆ ପାଇଁ ଲର୍ଡ଼ସ ପରୀକ୍ଷା । ଏଜବାଷ୍ଟନରେ ଅଳ୍ପକେ ପ୍ରଥମ ଟେଷ୍ଟ ହାରିବା ପରେ ଏତିକି ସ୍ପଷ୍ଟ ହୋଇଯାଇଛି ଯେ ଯଦି ବ୍ୟାଟ୍‌ସମ୍ୟାନ୍‌ କ୍ଲିକ୍‌ କରନ୍ତି ତେବେ ଇଂଲଣ୍ଡକୁ ଘରୋଇ ମାଟିରେ ମାତ୍‌ ଦେଇ ପାରିବ ବିରାଟ ବାହିନୀ । ଅଧିନାୟକ ବିରାଟ…

ଐତିହାସିକ ଲର୍ଡସ ମଇଦାନରେ ମୁହାଁମୁହିଁ ହେବେ ଭାରତ-ଇଂଲଣ୍ଡ

ଆଜିଠୁ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଐତିହାସିକ ଲର୍ଡସ ମଇଦାନରେ ମୁହାଁମୁହିଁ ହେବେ ଉଭୟ ଦଳ । ପ୍ରଥମ ଟେଷ୍ଟରେ ପରାଜୟ ପରେ ଦ୍ୱିତୀୟ ଟେଷ୍ଟ ଜିତି ପାଞ୍ଚଟିକିଆ ସିରିଜକୁ ଫେରିବା ପାଇଁ ପଡ଼ିିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ । ଲର୍ଡସରେ ଭାରତର ରେକର୍ଡ ଭଲ ନାହିଁ । ୧୭ଟି ଟେଷ୍ଟରୁ ଭାରତ…

କଣ ଅନୁଷ୍କା ଟିମ୍ ଇଣ୍ଡିଆର ସଦସ୍ୟ ? ବିରୁଷ୍କାଙ୍କ ପାଇଁ ଟ୍ରୋଲ୍ ର ଶିକାର ହେଲା BCCI

୯ ଅଗଷ୍ଟରୁ ଗୁରୁବାରଠାରୁ ଲର୍ଡସର ଐତିହାସିକ ମୈଦାନରେ ଦ୍ବିତୀୟ ଟେଷ୍ଟ ଖେଳିବ ଟିମ୍ ଇଣ୍ଡିଆ । କିନ୍ତୁ ଏହି ମ୍ୟାଚ୍ ପୂର୍ବରୁ ବିବାଦ ଘେରକୁ ଚାଲିଆସିଛି ବିସିସିଆଇ । ଆଉ ଏହି ବିବାଦର କାରଣ ଆଉ କେହି ନୁହେଁ ନିଜେ ଅଧିନାୟକ ବିରାଟ କୋହଲୀ ଏବଂ ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା…

ଲର୍ଡ଼ସରେ ଭାରତର ରେକର୍ଡ଼ ଭଲ ନାହିଁ : ତଥାପି ରହିଛି ସୁଯୋଗ

ଲଣ୍ଡନ୍‌ : କାଲିଠାରୁ ଆରମ୍ଭ ହେବ କ୍ରିକେଟ୍‌ର ମକ୍କା କୁହାଯାଉଥିବା ଲର୍ଡସରେ ଭାରତ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ । ଏଜବାଷ୍ଟନ୍‌ରେ ପ୍ରଥମ ଟେଷ୍ଟ ୩୧ ରନ୍‌ରେ ହାରିବା ପରେ ନିଜର ଦୁର୍ବଳତା ଓ ସାମର୍ଥ୍ୟର ତର୍ଜମା କରି ସାରିଛି ଟିମ୍‌ ଇଣ୍ଡିଆ । ବୋଲର୍‌ ଭଲ ପ୍ରଦର୍ଶନ କରିଛନ୍ତି । ବିଦେଶ…

ମାହି କହିଲେ ୨୦୧୯ ବିଶ୍ୱକପ୍‌ ପରେ ଅବସର କଥା ଭାବିବି

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍‌ର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି । ଟେଷ୍ଟ କ୍ରିକେଟ୍‌ରୁ ସନ୍ନ୍ୟାସ ନେଇ ସାରିଛନ୍ତି । ହେଲେ ଦିନିକିଆ ଆନ୍ତର୍ଜାତିକ ଓ ଟି-ଟ୍ବେଣ୍ଟିରୁ କେବେ ଅବସର ନେବେ ତାକୁ ନେଇ ଚର୍ଚ୍ଚା ଚାଲିଛି । ତେବେ ସବୁ କଳ୍ପନା ଜଳ୍ପନାକୁ ଖଣ୍ଡନ କରି ଧୋନି…

ଇଂଲଣ୍ଡ ଦଳରେ ‘ଓଲୀ ପପ୍‌’

ଲଣ୍ଡନ : ନାଁଟି ତାଙ୍କର ଓଲୀ ପପ୍‌ । ଠିକ୍‌ ଲଲି ପପ୍‌ ଭଳି ଶୁଭୁଛି । ସେ ବି ସେହିଭଳି ଦେଖାଯାଉଛନ୍ତି । ହେଲେ ଏହି ୨୦ ବର୍ଷର ଯୁବକଙ୍କ ଚେହେରାରେ ଯାଆନ୍ତୁ ନାହିଁ । ଇଏ ଜଣେ ବିପଜ୍ଜନକ ବ୍ୟାଟ୍‌ସମ୍ୟାନ୍‌ । ୯ ତାରିଖରୁ ଲର୍ଡ଼ସରେ ଖେଳାଯିବାକୁ ଥିବା ଭାରତ ସହ ଦ୍ୱିତୀୟ ଟେଷ୍ଟ ପାଇଁ…

ଗାଙ୍ଗୁଲିଙ୍କ ଫେକ୍‌ ଇନଷ୍ଟାଗ୍ରାମ : ଫଲୋ ନକରିବାକୁ ପରାମର୍ଶ ଦେଲେ ଦାଦା

କୋଲକାତା : ଏଜବାଷ୍ଟନ୍‌ ଟେଷ୍ଟରେ ଇଂଲଣ୍ଡ ଠାରୁ ଭାରତ ୩୧ ରନ୍‌ରେ ହାରିବା ପରେ ଅନେକ ସମାଲୋଚନାର ସାମନା କରିଛି ଟିମ୍‌ ଇଣ୍ଡିଆ ଓ ଅଧିନାୟକ ବିରାଟ କୋହଲି । ଏମିତିକି ଖବର ଆସିଲା ଦଳରେ ବାରମ୍ବାର ଖେଳାଳି ଓ ବ୍ୟାଟିଂ ଅର୍ଡର ପରିବର୍ତ୍ତନ ନକରିବାକୁ ପରାମର୍ଶ ଦେଇଛନ୍ତି ପୂର୍ବତନ ଅଧିନାୟକ…

ବଢ଼ିଲା ପାକ୍ କ୍ରିକେଟରଙ୍କ ପାଉଣା

ଲାହୋର : ପାକିସ୍ତାନ କ୍ରିକେଟ୍ ଖେଳାଳିଙ୍କ ପାଉଣା ବଢ଼ିଛି । ସେମାନେ ପାଉଥିବା ପାଉଣାରେ ୨୫ରୁ ୩୦ ପ୍ରତିଶତ ବୃଦ୍ଧି ଘଟିଛି । ଆଗାମୀ ତିନି ବର୍ଷ ପାଇଁ ହୋଇଥିବା ଚୁକ୍ତି ଅନୁଯାୟୀ ଖେଳାଳିମାନେ ଏହି ନୂଆ ପାଉଣା ପାଇବେ । ଉଭୟ ଘରୋଇ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ପ୍ରଦର୍ଶନକୁ ଦୃଷ୍ଟିରେ…

ବିଶ୍ୱ ଚାମ୍ପିଅନ୍‌ ଆର୍ଜେଣ୍ଟିନାକୁ ହରାଇଲା ଭାରତ

ଭାଲେନ୍ସିଆ : ଅନ୍ତର୍ଜାତୀୟ ଫୁଟ୍‌ବଲ୍‌ରେ ଶେଷରେ ଏକ ବଡ଼ ସଫଳତା ହାସଲ କରିଛି ଭାରତ । ସେ ଜୁନିୟର ହେଉ ପଛେ ଏକ ବୃହତ୍‌ ବିଜୟ ହାସଲ କରି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି ଭାରତୀୟ ଦଳ । ଭାଲେନ୍ସିଆରେ ଖେଳା ଯାଉଥିବା ୨୦ ବର୍ଷରୁ କମ୍‌ କୋଟିଫ କପ୍‌ ଫୁଟ୍‌ବଲ ପ୍ରତିଯୋଗିତାରେ ଭାରତ ଛଅ ଥର…

ଧୋନିଙ୍କୁ କାହିଁକି ଭେଟିଲେ ଅମିତ ଶାହା ?

ନୂଆଦିଲ୍ଲୀ : ମହେନ୍ଦ୍ର ସିଂହ ଧୋନିଙ୍କ ଭେଟିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା । ଦଳର ‘ସମ୍ପର୍କ ଫର ସମର୍ଥନ’ ଅଭିଯାନ କାର୍ୟ୍ୟକ୍ରମରେ ସେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମାହିଙ୍କୁ ଭେଟିଛନ୍ତି । ନରେନ୍ଦ୍ର ମୋଦିଙ୍କ ସରକାର ଚାରି ବର୍ଷ ପୂରଣ କରିଥିବା ଅବସରରେ ଏହି…

ରାଜ୍ୟ ଟାଇକୋଣ୍ଡା ଚାମ୍ପିୟନସିପ୍‌ରେ କଟକ ଚାମ୍ପିଅନ୍‌

କଟକ (କେନ୍ୟୁଜ୍‌) କଟକ ଜବାହର ଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍‌ରେ ଉଦ୍‌ଯାପିତ ହୋଇଛି ୩୩ତମ ଓଡ଼ିଶା ଟାଇକୋଣ୍ଡା କ୍ୟୋରୁଗି ଚାମ୍ପିୟନସିପ୍‌ ଓ ଷଷ୍ଠ ତମ ଓଡ଼ିଶା ଷ୍ଟେଟ ଟାଇକୋଣ୍ଡା ପୁମାସେ ଚାମ୍ପିୟନସିପ୍‌। ଚାରି ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ ପ୍ରାୟ ୭୦୦…