Below header
Browsing Category

କ୍ରୀଡା

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ରୁଟ୍‌ ୮୦ ରନ୍‌ରେ ଆଉଟ୍‌

ବର୍ମିଂହାମ୍‌ : ଶତକରୁ ବଞ୍ଚିତ ହେଲେ ଇଂଲଣ୍ଡ ଅଧିନାୟକ ଜୋଏ ରୁଟ୍‌ । ଭଲ ବ୍ୟାଟିଂ କରୁଥିଲେ । ହେଲେ ସାମାନ୍ୟ ଭୁଲ ଯୋଗୁଁ ୮୦ ରନ୍‌ରେ ରନ୍‌ଆଉଟ୍‌ ହୋଇଛନ୍ତି । ପ୍ରଥମ ଟେଷ୍ଟର ପ୍ରଥମ ଦିନ ୬୫ ଓଭର ସୁଦ୍ଧା ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଇଂଲଣ୍ଡ ଦଳ ୪ ଓ୍ଵିକେଟ୍‌ରେ ୨୨୨ ରନ୍‌ କରିଥିଲା…

ମୋଦି ନୁହନ୍ତି ଇମ୍ରାନଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ଆମନ୍ତ୍ରଣ ପାଇଲେ ଅମୀର, ଗାଭାସ୍କର ଓ କପିଳ

ନୂଆଦିଲ୍ଲୀ : ଆସନ୍ତା ଅଗଷ୍ଟ ୧୧ ତାରିଖରେ ପାକିସ୍ତାନର ନୂତନ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଇମ୍ରାନ୍ ଖାନ୍। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେବେ ବୋଲି ଚର୍ଚ୍ଚା ଚାଲିଥିଲା। ତେବେ ସେହି ଚର୍ଚ୍ଚା ଥଣ୍ଡା ପଡ଼ିଯିବା ପରେ ଏବେ ସତସତିକା ଡାକରା ପାଇଛନ୍ତି ବଲିଉଡ୍ ଓ କ୍ରିକେଟ୍…

ବିଏଫ୍‌ଡବଲ୍ୟୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ : ସିନ୍ଧୁ ଓ ଶ୍ରୀକାନ୍ତ ପ୍ରି-କ୍ୱାର୍ଟରରେ

ଚୀନ୍‌ର ନାନ୍‌ଜିଙ୍ଗଠାରେ ଚାଲିଛି ବିଏଫ୍‌ଡବଲ୍ୟୁ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିଅନ୍‌ସିପ୍‌ । ଏହାର ପ୍ରି-କ୍ୱାର୍ଟରଫାଇନାଲ୍‌ରେ ପହଞ୍ଚିଛନ୍ତି ଭାରତର ଦୁଇ ଷ୍ଟାର ଖେଳାଳି ପିଭି ସିନ୍ଧୁ ଓ କିଡାମ୍ବି ଶ୍ରୀକାନ୍ତ । ମହିଳା ସିଙ୍ଗଲସ୍‌ରେ ସିନ୍ଧୁ ଇଣ୍ଡୋନେସିଆର ଫିତ୍ରିଆନିଙ୍କୁ ୨୧-୧୪,…

ଭାରତ-ଇଂଲଣ୍ଡ ପ୍ରଥମ ଟେଷ୍ଟ : ଅଶ୍ୱିନ୍ ନେଲେ ପ୍ରଥମ ଓ୍ଵିକେଟ୍

ଟସ୍ ଜିତି ପ୍ରଥମ ଟେଷ୍ଟରେ ବ୍ୟାଟିଂ କରୁଛି ଘରୋଇ ଇଂଲଣ୍ଡ ଦଳ। ଏଜବାଷ୍ଟନରେ ଆରମ୍ଭ ହୋଇଥିବା ଏହି ମ୍ୟାଚ୍ରେ ଇଂଲଣ୍ଡର ପ୍ରଥମ ଓ୍ଵିକେଟ୍ ନେଇଛନ୍ତି ସ୍ପିନର ଆର୍. ଅଶ୍ୱିନ୍। ସେ ଓପ୍ନର ଆଲିଷ୍ଟର କୁକ୍ଙ୍କୁ ୧୩ ରନରେ କ୍ଲିନ୍ ବୋଲଡ୍ କରି ଦେଇଛନ୍ତି। ପେସ୍ ବୋଲର ଉମେଶ ଯାଦବ ଅଧିକ ରନ୍ ଦେବା…

ପାକିସ୍ତାନରେ ଖେଳିବାକୁ ମନା କଲା ନ୍ୟୁଜିଲାଣ୍ଡ କ୍ରିକେଟ୍‌ ବୋର୍ଡ଼

ନୂଆଦିଲ୍ଳୀ : ଦୀର୍ଘ ୧୫ ବର୍ଷ ପରେ ପାକିସ୍ତାନ ସହ କ୍ରିକେଟ୍‌ ସିରିଜ୍‌ ଖେଳିବ ନ୍ୟୁଜିଲାଣ୍ଡ । ଏହି ସିରିଜ୍‌ ସାଉଦି ଆରବରେ ଆସନ୍ତା ଅକଟୋବର ମାସରେ ଖେଳାଯିବ । ତେବେ ସିରିଜଟି ପାକିସ୍ତାନରେ ଖେଳିବା ପାଇଁ ଅନୁରୋଧ କରିଥିଲା ପାକିସ୍ତାନ କ୍ରିକେଟ୍‌ ବୋର୍ଡ଼ ଯାହାକୁ ମନା କରି ଦେଇଛି…

ବିଶ୍ୱକପର କ୍ୱାର୍ଟରରେ ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଳୀ : ୮ ବର୍ଷ ପରେ ଶୀର୍ଷ ୮ ଦଳରେ ସାମିଲ ହେଲା ଭାରତୀୟ ମହିଳା ହକି ଦଳ । ମହିଳା ହକି ବିଶ୍ୱକପର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ । ଗତକାଲି ଖେଳାଯାଇଥିବା ପ୍ରି-କ୍ୱାର୍ଟର ମୁକାବିଲାରେ ଇଟାଲୀକୁ ୩-୦ ଗୋଲରେ ପରାସ୍ତ କରିଥିଲା ଦଳ । ‘କର ବା ମର’ ଏହି ମୁକାବିଲାରେ…

ଐତିହାସିକ ମୁହୂର୍ତ୍ତ : ଆଜିଠୁ ଆରମ୍ଭ ଟେଷ୍ଟ ସିରିଜ୍

ନୂଆଦିଲ୍ଳୀ : ଆଜିଠାରୁ ଭାରତ-ଇଂଲଣ୍ଡ ମଧ୍ୟରେ ଆରମ୍ଭ ହେବ ଟେଷ୍ଟ ସିରିଜ୍। ମୋଟ ୫ଟି ଟେଷ୍ଟ ଖେଳାଯିବ। ପ୍ରଥମ ମ୍ୟାଚ ଖେଳାଯିବ ବର୍ମିଂହମ୍ରେ। ଇଂଲଣ୍ଡରେ ଏହା ହେବ ୧୦୦୦ତମ ଟେଷ୍ଟ ମ୍ୟାଚ୍। ତେଣୁ ବର୍ମିଂହମ୍ ଟେଷ୍ଟ ଏକ ଐତିହାସିକ ମୁହୂର୍ତ୍ତ ସୃଷ୍ଟି କରିବାକୁ ଯାଉଛି। ବର୍ମିଂହମ୍ରେ…

ଫୁଟ୍‌ବଲ୍‌ ଇତିହାସରେ ପ୍ରଥମ : କ୍ରେଡିଟ୍‌ କାର୍ଡ଼ରେ ପଡ଼ିଲା ଟସ୍‌

ସବୁ ଖେଳରେ ପ୍ରଥମେ ପଡ଼େ ଟସ୍‌ । ଆଉ ଟସ୍‌ କରାଯାଏ କଏନ୍‌ ବା ମୁଦ୍ରାରେ । କଏନ୍‌କୁ ରେଫରୀ ଉପରକୁ ପକାନ୍ତି, ଉଭୟ ଦଳର କ୍ୟାପଟେନ୍‌ ହେଡ୍‌ କିମ୍ବା ଟେଲ୍‌ ଡାକନ୍ତି । ସେହି ଅନୁଯାୟୀ କ୍ରିକେଟ୍‌ରେ କିଏ ଆଗେ ବ୍ୟାଟିଂ କି ବୋଲିଂ କରିବ, ଫୁଟ୍‌ବଲ୍‌, ହକି ଆଦିରେ କିଏ ଆଗେ ଷ୍ଟାର୍ଟ କରିବ…

ପ୍ରଥମ ଟେଷ୍ଟ କାଲି : ପେସ୍‌ ବନାମ ସ୍ପିନ୍‌

ଆସନ୍ତାକାଲି ଏଜବାଷ୍ଟନ୍‌ରେ ଭାରତ-ଇଂଲଣ୍ଡ ଲଢ଼େଇ । ପ୍ରଥମ ଟେଷ୍ଟରେ ମୁହାଁମୁହିଁ ହେବେ ବିରାଟ ବାହିନୀ ଓ ଜୋଏ ରୁଟ୍‌ଙ୍କ ଦଳ । ଉଭୟ ଦଳର ଶକ୍ତି ଓ ସାମର୍ଥ୍ୟ ପାଖାପାଖି ସମାନ ଥିବାରୁ ଏହି ପାଞ୍ଚ ଟେଷ୍ଟର ସିରିଜ୍‌ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ଇଂଲିଶ୍‌ ବୋଲର୍‌ ଭାରତର…

୨୧ ବର୍ଷରେ ପ୍ରଥମଥର : ଅନ୍ତର୍ଜାତୀୟ ପଦାର୍ଥବିଜ୍ଞାନ ଅଲମ୍ପିୟାଡ଼ରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ଯୁବକ

ନୂଆଦିଲ୍ଳୀ : ଚଳିତ ସପ୍ତାହରେ ପର୍ତ୍ତୁଗାଲରେ ଲିସବନ୍ ସହରରେ ୪୯ତମ ଅନ୍ତର୍ଜତୀୟ ପଦାର୍ଥ ବିଜ୍ଞାନ ଅଲମ୍ପିୟଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ଜଣିଆ ଭାରତୀୟ ଯୁବକ ଜିତିଛନ୍ତି ସ୍ବର୍ଣ୍ଣ ପଦକ। ତେବେ ଗତ ୧୯୯୮ ମସିହାରେ ଭାରତ ଅସମ ଗ୍ରହଣ କରୁଥିଲା କିନ୍ତୁ ଏଯାବତ କୌଣସି ପଦକ ଜିତିବାରେ ସଫଳ…

ଜାକର୍ତ୍ତା ଏସୀୟ କ୍ରୀଡ଼ା : ଅପରିସ୍କାର ନଦୀ ଉପରେ ବିଛାଗଲା ଜାଲ

ଆସନ୍ତା ଅଗଷ୍ଟ ୧୮ରୁ ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବ ଏସୀୟ କ୍ରୀଡ଼ା ପ୍ରତିଯୋଗିତା । ଏସୀୟ ମହାଦେଶ ଅନ୍ତର୍ଗତ ୪୫ଟି ଦେଶର ୧୧ ହଜାର ଆଥଲେଟ୍ ଏଥିରେ ଭାଗ ନେବେ । ଏଇ କ୍ରୀଡ଼ା ମହାକୁମ୍ଭ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତା ଭିତରେ ଆଉ ଏକ ଘଟଣାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଜୋର୍…

ରାଜଧାନୀରେ ବଢୁଛି ହକି କଳେବର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିଅମ ପରେ ଏବେ କିଟ୍ ହକି ଷ୍ଟାଡିଅମକୁ ମିଳିଛି ଏଫ.ଆଇ.ଏଚ୍ ମାନ୍ୟତା । ସମ୍ପୂର୍ଣ୍ଣ ଇଣ୍ଟର ନ୍ୟାସନାଲ୍ ଷ୍ଟାଣ୍ଡାର୍ଡରେ ତିଆରି ହୋଇଛି ଆଷ୍ଟ୍ରୋଟର୍ଫ । ଆଗାମୀ ବିଶ୍ୱକପ ହକି ସମୟରେ ଏହି ଷ୍ଟାଡିଅମକୁ ଅଭ୍ୟାସ ଭେନ୍ୟୁ ଭାବେ ବ୍ୟବହାର ପାଇଁ ନେଦରଲ୍ୟାଣ୍ଡ ଟିମ୍…