Below header
Browsing Category

କ୍ରୀଡା

୨୧ ବର୍ଷରେ ପ୍ରଥମଥର : ଅନ୍ତର୍ଜାତୀୟ ପଦାର୍ଥବିଜ୍ଞାନ ଅଲମ୍ପିୟାଡ଼ରେ ସ୍ବର୍ଣ୍ଣ ଜିତିଲେ ଭାରତୀୟ ଯୁବକ

ନୂଆଦିଲ୍ଳୀ : ଚଳିତ ସପ୍ତାହରେ ପର୍ତ୍ତୁଗାଲରେ ଲିସବନ୍ ସହରରେ ୪୯ତମ ଅନ୍ତର୍ଜତୀୟ ପଦାର୍ଥ ବିଜ୍ଞାନ ଅଲମ୍ପିୟଡ଼ ଅନୁଷ୍ଠିତ ହୋଇଥିଲା। ଏଥିରେ ୫ ଜଣିଆ ଭାରତୀୟ ଯୁବକ ଜିତିଛନ୍ତି ସ୍ବର୍ଣ୍ଣ ପଦକ। ତେବେ ଗତ ୧୯୯୮ ମସିହାରେ ଭାରତ ଅସମ ଗ୍ରହଣ କରୁଥିଲା କିନ୍ତୁ ଏଯାବତ କୌଣସି ପଦକ ଜିତିବାରେ ସଫଳ…

ଜାକର୍ତ୍ତା ଏସୀୟ କ୍ରୀଡ଼ା : ଅପରିସ୍କାର ନଦୀ ଉପରେ ବିଛାଗଲା ଜାଲ

ଆସନ୍ତା ଅଗଷ୍ଟ ୧୮ରୁ ଇଣ୍ଡୋନେସିଆର ଜାକର୍ତ୍ତାରେ ଆରମ୍ଭ ହେବ ଏସୀୟ କ୍ରୀଡ଼ା ପ୍ରତିଯୋଗିତା । ଏସୀୟ ମହାଦେଶ ଅନ୍ତର୍ଗତ ୪୫ଟି ଦେଶର ୧୧ ହଜାର ଆଥଲେଟ୍ ଏଥିରେ ଭାଗ ନେବେ । ଏଇ କ୍ରୀଡ଼ା ମହାକୁମ୍ଭ ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି । ତା ଭିତରେ ଆଉ ଏକ ଘଟଣାକୁ ନେଇ ଏବେ ଦେଶରେ ଚର୍ଚ୍ଚା ଜୋର୍…

ରାଜଧାନୀରେ ବଢୁଛି ହକି କଳେବର

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିଅମ ପରେ ଏବେ କିଟ୍ ହକି ଷ୍ଟାଡିଅମକୁ ମିଳିଛି ଏଫ.ଆଇ.ଏଚ୍ ମାନ୍ୟତା । ସମ୍ପୂର୍ଣ୍ଣ ଇଣ୍ଟର ନ୍ୟାସନାଲ୍ ଷ୍ଟାଣ୍ଡାର୍ଡରେ ତିଆରି ହୋଇଛି ଆଷ୍ଟ୍ରୋଟର୍ଫ । ଆଗାମୀ ବିଶ୍ୱକପ ହକି ସମୟରେ ଏହି ଷ୍ଟାଡିଅମକୁ ଅଭ୍ୟାସ ଭେନ୍ୟୁ ଭାବେ ବ୍ୟବହାର ପାଇଁ ନେଦରଲ୍ୟାଣ୍ଡ ଟିମ୍…

ସୋସିଆଲ ମିଡିଆରେ ଫଟୋ ଛାଡ଼ି ସମାଲୋଚନାର ଶିକାର ହେଲେ ଶିଖର

ଚଳିତ ଇଂଲଣ୍ଡ ଗସ୍ତ ବେଳେ ଭାରତୀୟ ଓପନର ଶିଖର ଧବନ ସୋସିଆଲ ମିଡିଆରେ ଫଟୋ ଛାଡ଼ିଛନ୍ତି । ହେଲେ ଏହି ଫେଟାକୁ ନେଇ ତାଙ୍କୁ ଫ୍ୟାନ୍‌ମାନଙ୍କଠାରୁ ଭର୍ତ୍ସନାର ଶିକାର ହେବାକୁ ପଡ଼ିଛି । ଏସେକ୍ସ ସହ ଅଭ୍ୟାସ ମ୍ୟାଚ୍‌ ବେଳେ ଚେମସଫୋର୍ଡ଼ ଠାରେ ଧବନ୍‌ ଅଧିନାୟକ କୋହଲି ଓ ଚେତେଶ୍ୱର ପୂଜାରାଙ୍କ ସହ…

କୋହଲିଙ୍କ ଦମ୍‌ ବନାମ ରୁଟ୍‌ଙ୍କ ରେକର୍ଡ଼

ଉଭୟ ଦଳକୁ କିଛି ପ୍ରମାଣିତ କରିବାର ଅଛି ଅଗଷ୍ଟ ୧ ତାରିଖରୁ ଆରମ୍ଭ ହେଉଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ରେ । ନିକଟ ଅତୀତରେ ଘରୋଇ ଦଳ ନିଜ ମାଟିରେ ଭଲ ଖେଳି ନାହିଁ । ସେପଟେ ଭାରତ ଗତ ଦୁଇଟି ସିରିଜ୍‌ ଇଂଲଣ୍ଡ ମାଟିରେ ଶୋଚନୀୟ ଭାବେ ହାରି ସାରିଛି । ତେଣୁ କୋହଲି ବନାମ ରୁଟ୍‌ ମୁକାବିଲା…

ଅସଦାଚରଣ ଅଭିଯୋଗକୁ ଖଣ୍ଡନ କଲେ ହିମାଙ୍କ କୋଚ୍‌

ତେଜପୁର : ମହିଳା ଆଥଲେଟ୍‌ ହିମା ଦାସଙ୍କ କୋଚ୍‌ ନିପନ ଦାସ ତାଙ୍କର ଜଣେ ମହିଳା ଆଥଲେଟ୍‌ଙ୍କୁ ଯୌନ ନିର୍ୟାତନା ଦେଇଥିବା ଅଭିଯୋଗକୁ କୋଚ୍‌ ଖଣ୍ଡନ କରିଛନ୍ତି । ଏକ ଅଡ଼ିଓ ବାର୍ତ୍ତାରେ ନିପନ ଦାସ କହିଛନ୍ତି ଯେ ସଂପୃକ୍ତ ଆଥଲେଟ୍‌ ଏବେବି ତାଙ୍କ ପାଖକୁ ତାଲିମ ନେବାକୁ ଆସୁଛନ୍ତି । ଯଦି…

ଉଦଯାପିତ ହେଲା ଜାତୀୟ ଆମନ୍ତ୍ରଣୀୟ କ୍ୟାରମ ଚାମ୍ପିଅନସିପ

କଟକ : ବାରବାଟୀ ଷ୍ଟାଡିୟମ ହର୍ଷ ଗେଟ ପରିସରରେ ଚାଲିଥିବା ଜାତୀୟ ଆମନ୍ତ୍ରଣୀୟ କ୍ୟାରମ ଚାମ୍ପିଅନସିପ ଉଦଯାପିତ । ପୁରୁଷ କ୍ୟାରମ ଫାଇନାଲରେ ରାଜସ୍ଥାନର ଫଜଲ ଅହମ୍ମଦ ମହାରାଷ୍ଟ୍ରର ଆମୋଲ ସାୱରେଦକରଙ୍କୁ ହରାଇ ଚାମ୍ପିଅନ ହୋଇଛନ୍ତି । ସେହିପରି ମହିଳା ବିଭାଗରେ ତନୁଜା ଚାମ୍ପିଅନ ହୋଇଥିବା…

ରାଜେଶ ଧୂପର ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ‘‘ଶହୀଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର ଅଫ-ଦ-ଇୟର’’…

ଭୁବନେଶ୍ୱର  : ଅନୁଷ୍ଠିତ ହୋଇଯାଇଛି ଓଡିଶା କ୍ରୀଡା ଦୁନିଆର ସବୁଠାରୁ ପୁରୁଣା ବାର୍ଷିକ କ୍ରୀଡା ପୁରସ୍କାର ପ୍ରଦାନ ସମାରୋହ । ଓଡିଶା କ୍ରିକେଟର ଦୁଇ ସଫଳ ଖେଳାଳି ରାଜେଶ ଧୂପର ଏବଂ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦିଆଯାଇଛି ‘‘ଶହୀଦ ସ୍ପୋର୍ଟିଂ ମାରୁତି ଇଷ୍ଟେଟ ଇଣ୍ଡିଆ କ୍ରିକେଟର…

ଇଂଲଣ୍ଡରେ ଚାଲିବ କି ବିରାଟ ଯାଦୁ !

ମହେନ୍ଦ୍ର ସିଂହ ଧୋନିଙ୍କ ପରେ ଭାରତୀୟ କ୍ରିକେଟ୍‌ ଦଳର କମାଣ କିଏ ସମ୍ଭାଳିବ ? ସେ ଧୋନିଙ୍କ ଭଳି ଦଳକୁ ସଫଳତା ଆଣି ଦେଇ ପାରିବେ କି ନାହିଁ ? ଏମିତି ଅନେକ ପ୍ରଶ୍ନ ଏବେ ଅତୀତ ହୋଇ ସାରିଲାଣି । କାରଣ ତାଙ୍କର ସଫଳ ଉତ୍ତରାଧିକାରୀ ଭାବେ ବିରାଟ କୋହଲି ଦେଶ ଓ ଦେଶ ବାହାରେ ଟିମ୍‌କୁ ଜିତାଇ…

୨୦୧୮ ବର୍ଷ ପାଇିଁ କ୍ରୀଡା ସମ୍ମାନ

ଭୁବନେଶ୍ବର : ମୁକୁନ୍ଦ ବରାଳ ମେମୋରିଆଲ୍ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଇଛି ୨୦୧୮ ବର୍ଷ ପାଇିଁ କ୍ରୀଡା ସମ୍ମାନ । ହରିହର ସିଂଙ୍କୁ ଏମ୍.ବି ସ୍ମାରକୀ କ୍ରୀଡା ଗୁରୁ ସମ୍ମାନ ଓ ଫୁଟବଲରେ ଫରନାମ ଫିରଦୋସ , ଭାରୋତ୍ତୋଳନରେ ମୋତିଜାନି , ଜୁଡୋରେ କିସ୍ ଛାତ୍ରୀ ସଲମା ମୁର୍ମୁ, କରାଟେରେ ଅନୁପମା…

କିଟ୍ ବିଶ୍ୱବିଦ୍ୟାଳୟରେ ଉଦଯାପିତ ହେଲା ସିଆରପିଏଫ୍ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା

ଭୁବନେଶ୍ବର : କିଟ୍ ବିଶ୍ୱବିଦ୍ୟାଳୟ ହକି ଗ୍ରାଉଣ୍ଡରେ ଉଦଯାପିତ ହୋଇଛି ସିଆରପିଏଫ୍ ଇଣ୍ଟର ଜୋନ୍ ହକି ପ୍ରତିଯୋଗିତା । ଫାଇନାଲ ପ୍ରତିଯୋଗିତାରେ ସେଣ୍ଟ୍ରାଲ୍ ଜୋନ୍ A ଟିମ୍ ଜମ୍ମୁ କାଶ୍ମୀର ଜୋନକୁ ୩-୧ ଗୋଲରେ ପରାସ୍ତ କରି ଚାମ୍ପିୟନ ହୋଇଛି। ମୁଖ୍ୟ ଅତିଥି ଭାବେ କିଟ୍ ଓ କିସର ପ୍ରତିଷ୍ଠାତା…

ଅଗଷ୍ଟ ୧ରୁ ପ୍ରଥମ ଟେଷ୍ଟ : କିଏ ହେବ ଭାରତର ଓପନିଂ ଯୋଡ଼ି ?

ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଏଜବାଷ୍ଟନରେ ଖେଳାଯିବ । ଅଗଷ୍ଟ ୧ରେ ଆରମ୍ଭ ହେବ ମ୍ୟାଚ୍‌ । ଭାରତୀୟ ଦଳ ଚେମସଫୋର୍ଡ଼ରୁ ବାହାରି ବର୍ମିଂହାମରେ ପହଞ୍ଚି ଗଲେଣି । ହେଲେ ସିରିଜ୍‌ ଓ ମ୍ୟାଚ୍‌ ପାଇଁ କେତେ ପ୍ରସ୍ତୁତ ବିରାଟ ବାହିନୀ ଏବେ ଏଇ ପ୍ରଶ୍ନ ଫ୍ୟାନ୍‌ଙ୍କ ମନରେ ।…