Browsing Category

ରାଜ୍ୟ

ଏକକ ନିର୍ବାଚନକୁ ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି ବିଜେଡି

ଭୁବନେଶ୍ବର : ଗୋଟିଏ ଦେଶ, ଗୋଟିଏ ନିର୍ବାଚନ ପ୍ରସଙ୍ଗରେ ଆଜି ଲ' କମିଶନଙ୍କ ନିକଟରେ ମତ ରଖିଛି ବିଜେଡି । ଏକକ ନିର୍ବାଚନକୁ ବିଜେଡି ସମର୍ଥନ ଜଣାଇବ ବୋଲି ସ୍ପଷ୍ଟ କରିଛି । ବିଜେଡି ପକ୍ଷରୁ ସାଂସଦ ପିନାକୀ ମିଶ୍ର ଲ' କମିଶନଙ୍କୁ ଏହା ଜଣାଇଛନ୍ତି । ଏକସଙ୍ଗେ ନିର୍ବାଚନ ନେଇ ଲ' କମିଶନ…

ପଦ ହରାଇଲେ ଭଗବତୀ ଭତ୍ରା : ନବରଙ୍ଗପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଲା ଓ ଦୌରାଜଜ୍‌

ନବରଙ୍ଗପୁର :  ଜିଲ୍ଲା ପରିଷଦ ଅଧ୍ୟକ୍ଷ ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ଜିଲ୍ଲା ଓ ଦୌରାଜଜ୍‌ । ଫଳରେ ଅଧ୍ୟକ୍ଷା ଭଗବତୀ ଭତ୍ରାଙ୍କୁ ପଦ ହରାଇବାକୁ ପଡ଼ିଛି । ଏଥିପାଇଁ ନନ୍ଦାହାଣ୍ଡିର ଜିଲ୍ଲା ପରିଷଦ ସଭ୍ୟ କୋର୍ଟରେ ପିଟିସନ୍‌ ଦାଖଲ କରିଥିଲେ । ଗୋପନୀୟତା ରକ୍ଷା ନକରି ଜିଲ୍ଲା ପରିଷଦ…

କୋଟିପତି ଟିଟୋ ! ରାଜ୍ୟ ବାହାରେ ବି ବିପୁଳ ସମ୍ପତ୍ତି , ଖୋଳତାଡ଼ କରୁଛି କ୍ରାଇମ୍‌ବ୍ରାଞ୍ଚ୍‌

ଭୁବନେଶ୍ବର : ଗ୍ୟାଙ୍ଗଷ୍ଟର ଟିଟୋ ଶହଶହ କୋଟି ଟଙ୍କା ସମ୍ପତ୍ତିର ମାଲିକ । କେବଳ ଓଡ଼ିଶା ନୁହେଁ, ରାଜ୍ୟ ବାହାରେ ବି ତା'ର ବିପୁଳ ସମ୍ପତି ରହିଛି । କୋଲକାତାରେ ଦେଢ଼କୋଟି ଟଙ୍କାର ଜମି, ବେଙ୍ଗାଲୁରୁରେ ରହିଛି ହୋଟେଲ ଓ ଡ୍ରେସ୍‌ ଦୋକାନ । ୧୫ରୁ ଅଧିକ ବିଳାସମୟ ଗାଡ଼ି ସାଙ୍ଗକୁ ୨୦୦ରୁ ଅଧିକ…

ତ୍ୱରାନ୍ଵିତ ହେଉଛି ଓଡ଼ିଶାରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା : ବିଧାନସଭାର ମୌସୁମୀ ଅଧିବେଶନରେ ପ୍ରସ୍ତାବ ପାସ୍…

ନୂଆଦିଲ୍ଲୀ : ବିହାର, ଜମ୍ମୁ- କାଶ୍ମୀର, ମହାରାଷ୍ଟ୍ର, କର୍ଣ୍ଣାଟକ, ଆନ୍ଧ୍ରପ୍ରଦେଶ, ଉତ୍ତରପ୍ରଦେଶ, ତେଲେଙ୍ଗାନା ଭଳି ଓଡ଼ିଶାରେ ଗଠନ ହେବାକୁ ଯାଉଛି ବିଧାନ ପରିଷଦ । ଏଥିପାଇଁ କମିଟି ବିହାରରୁ ଅନୁଧ୍ୟାନ କରି ଫେରିଛି । ଏହା ପରେ ଉଜ୍ଜ୍ୱଳ ହୋଇଛି ସମ୍ଭାବନା । ବିହାରରେ ପ୍ରଥମେ ବିଧାନ…

ଦୁଇ ମାସ ଭିତରେ ଓଡ଼ିଶାରେ ନିଯୁକ୍ତ ହେବେ ଲୋକାୟୁକ୍ତ : ସୁପ୍ରିମ୍‌କୋର୍ଟ ଦେଲେ ସମୟ

ଭୁବନେଶ୍ବର : ଲୋକାୟୁକ୍ତ ବିଲ୍‌ ପାସ୍‌ କରିବାରେ ଦେଶରେ ଓଡ଼ିଶା ଥିଲା ପ୍ରଥମ ରାଜ୍ୟ । କିନ୍ତୁ ନିଯୁକ୍ତିରେ ବିଳମ୍ବ ଯୋଗୁ ତାଗିଦ୍‌ କରିଥିଲେ ସୁପ୍ରିମକୋର୍ଟ । ଆଜି ସତ୍ୟପାଠ ଦାଖଲ କରିଥିଲେ ସରକାର । ସୁପ୍ରିମ୍‌କୋର୍ଟ ଲୋକୟୁକ୍ତ ନିଯୁକ୍ତି ପାଇଁ ଦୁଇ ମାସ ସମୟ ଦେଇଛନ୍ତି । ଓଡ଼ିଶା…

ପ୍ଲାଷ୍ଟିକମୁକ୍ତ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ କଲେ ଘୋଷଣା

ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨ ତାରିଖଠାରୁ ଭୁବନେଶ୍ୱର, କଟକ, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ଓ ପୁରୀରେ ପ୍ଲାଷ୍ଟିକ ବ୍ୟାନ୍‌ । ବିଶେଷକରି, ସିଙ୍ଗିଲ୍‌ ୟୁଜ୍‌ ପ୍ଲାଷ୍ଟିକ ଉପରେ ଲାଗିବ ସମ୍ପୂର୍ଣ୍ଣ କଟକଣା । ପରେ ୨ ବର୍ଷ ମଧ୍ୟରେ ସାରାରାଜ୍ୟରେ ପ୍ଲାଷ୍ଟିକ୍‌ ବ୍ୟବହାର ବନ୍ଦ କରାଯିବ…

କାଳିଅାର ପ୍ରସାଦକୁ କାହିଁକି କୁହାଯାଏ ମହାପ୍ରସାଦ : ଜାଣନ୍ତୁ ରହସ୍ଯ

କେବଳ ଓଡିଆ କିମ୍ବା ହିନ୍ଦୁଙ୍କର ନୁହେଁ, ବରଂ ଜଗତର ନାଥ ବୋଲି ସେ ଜଗନ୍ନାଥ । ସେଥି ପାଇଁ ତାଙ୍କ ଦେଉଳ ‘ବଡ ଦେଉଳ’ ଦାଣ୍ଡ ‘ବଡ ଦାଣ୍ଡ’। ଆଉ ପ୍ରସାଦ ହେଉଛି ‘ମହାପ୍ରସାଦ’ । ଯାହାର କାଣିଚାଏ ତୁଣ୍ଡରେ ଲାଗିଲେ ସାତ ଜନ୍ମର ପୂଣ୍ଯ ଲଭିଥାଏ ମଣିଷ । ସେଇଥିପାଇଁ ତାକୁ ବଢା ଯାଏ ନାହିଁ, ଚଣ୍ଡାଳ…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ଗଜପତି ଦିବ୍ୟସିଂହ ଦେବଙ୍କ ପ୍ରତିକ୍ରିୟା

ପୁରୀ : ଶ୍ରୀମନ୍ଦିର ନେଇ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ଗଜପତି ଦିବ୍ୟସିଂହ ଦେବ । ମହାପ୍ରଭୁଙ୍କ ସେବାପୂଜାରେ ପ୍ରଭାବ ପଡ଼ିବନାହିଁ । ସମସ୍ତ ପକ୍ଷକୁ ଶୁଣି ସୁପ୍ରିମକୋର୍ଟ ରାୟ ଦେବେ । ଧାର୍ମିକ ଦିଗ ଉପରେ ସୁପ୍ରିମକୋର୍ଟ ହସ୍ତକ୍ଷେପ କରିବେନି…

ଜିଲ୍ଲାପାଳଙ୍କ ଅଫିସରେ ମହାମେଣ୍ଟ କର୍ମକର୍ତ୍ତାଙ୍କ ଉନ୍ମତ କାଣ୍ଡ

ଖୋର୍ଦ୍ଧା : ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶି ଭଙ୍ଗାରୁଜା । ଟାଙ୍ଗୀ ଜନଜାଗରଣ ମହାମେଣ୍ଟର କର୍ମକର୍ତ୍ତାମାନେ ବିଭିନ୍ନ ଦାବି ନେଇ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶି ଥିଲେ ଓ ଫୁଲକୁଣ୍ଡ ଭଙ୍ଗାରୁଜା କରିବା ସାଙ୍ଗକୁ ପୋଲିସ ସହ ଧସ୍ତାଧସ୍ତି କରିଛନ୍ତି । ଜନଜାଗରଣ ମହାମେଣ୍ଟ…

ତାଳଚେର ଟିପ୍ପର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ନେଇ କୋଇଲା ପରିବହନ ବନ୍ଦ

ତାଳଚେର :  MCL କୁ କୋଇଲା ପରିବହନ ଠପ୍‌  ହୋଇଛି। ତାଳଚେର ଟିପ୍ପର ଆସୋସିଏସନ ପକ୍ଷରୁ ଆନ୍ଦୋଳନ ନେଇ କୋଇଲା ପରିବହନ ବନ୍ଦ ହୋଇଯାଇଛି । ଦୀର୍ଘ ବର୍ଷ ଧରି ନିୟୋଜିତ ଥିବା ଟିପ୍ପରର ପରିବହନ ମୂଲ୍ୟ ବୃଦ୍ଧି କରିବା ଲାଗି ମାଲିକମାନେ ଦାବି କରି ଆସୁଛନ୍ତି । ହେଲେ ଏମସିଏଲ ପକ୍ଷରୁ କୌଣସି…

ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଆଇଏଏସ୍ ବିନୋଦ କୁମାରଙ୍କୁ ଆଶ୍ୱସ୍ତି !

ଭୁବନେଶ୍ବର : ORHDC ଦୁର୍ନିତୀ ମାମଲାରେ ଆଇଏଏସ୍ ଅଫିସର ବିନୋଦ କୁମାରଙ୍କୁ ଆଶ୍ୱସ୍ତି। ସାମୟିକ ଆଶ୍ୱସ୍ତି ଦେଲେ ହାଇକୋର୍ଟ। ତଳ କୋର୍ଟଙ୍କ ରାୟ ଉପରେ କାର୍ୟ୍ୟାନୁଷ୍ଠାନ ନ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୧୯ରେ କୋର୍ଟ ଚୂଡାନ୍ତ ରାୟ ଶୁଣାଇବେ। ଆଗରୁ ଅନ୍ୟ ୩ଜଣଙ୍କୁ…

ମୁଖ୍ୟମନ୍ତ୍ରୀଙ୍କ ଆହ୍ଵାନ, ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନମୁକ୍ତ ହେବ ଓଡ଼ିଶା

ଭୁବନେଶ୍ବର: ଦୁଇବର୍ଷ ମଧ୍ୟରେ ସଂପୂର୍ଣ୍ଣ ପଲିଥିନ୍ମୁକ୍ତ ହେବ ଓଡ଼ିଶା। ଅକ୍ଟୋବର ୨ରୁ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏନେଇ ନିର୍ଦ୍ଦେଶ ଦେଇଛନ୍ତି। 'ଆମ ମୁଖ୍ୟମନ୍ତ୍ରୀ ଆମ କଥା' କାର୍ୟ୍ୟକ୍ରମରେ ଅକ୍ଟୋବର ୨ରୁ ସବୁ ମ୍ୟୁନିସିପାଲଟିରେ ଏନେଇ କାର୍ୟ୍ୟ…