Below header
Browsing Category

ରାଜ୍ୟ

ଜୟପୁର ରାଜପରିବାରରେ ସମ୍ପତ୍ତି ବିବାଦ

ଜୟପୁର : ସାତ ଶହ କୋଟି ଟଙ୍କାର ସମ୍ପତ୍ତି । ଏଇ ସମ୍ପତ୍ତିକୁ ନେଇ ଏବେ ଜୟପୁର ରାଜପରିବାରରେ ବିବାଦ ଦେଖା ଦେଇଛି । କୋରାପୁଟ ଜିଲ୍ଲା ଜୟପୁରର ଏହି ରାଜ ପରିବାରର ଓଡ଼ିଶା ସମେତ ଆନ୍ଧ୍ର ପ୍ରଦେଶର ବିଶାଖା ପାଟଣାରେ ମଧ୍ୟ ଅନେକ ସ୍ଥାବର ସମ୍ପତ୍ତି ରହିଛି । ବିଶାଖା ପାଟଣା ସ୍ଥିତ ହାଓ୍ଵା…

୪ ଦିନ ରିମାଣ୍ଡରେ ଟିଟୋ : କେନ୍ଦ୍ରାପଡ଼ା ଜେଲ୍‌ରୁ ଭୁବନେଶ୍ୱର ଆସିଲା ଗ୍ୟାଙ୍ଗଷ୍ଟର

ଭୁବନେଶ୍ୱର : ଆଜିଠୁ ପୁଣି ୪ ଦିନ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ଟିଟୋ । କେନ୍ଦ୍ରାପଡ଼ା ଜେଲ୍‌ରୁ ଟିଟୋକୁ ଭୁବନେଶ୍ୱର ଅଣାଯାଇଛି । ରିମାଣ୍ଡ ବେଳେ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍‌ ଟିଟୋକୁ ତା' ଆର୍ଥିକ ଓ ବ୍ୟାବସାୟିକ କାରବାର ଏବଂ ଦାଦାବଟି ଆଦାୟ ସଂପର୍କରେ ପଚରାଉଚରା କରାଯିବା ସହିତ ମାମଲାର…

ପୋଲାଭରମ୍‌ ପ୍ରକଳ୍ପ : ଓଡ଼ିଶା ସମେତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟଙ୍କ ନୋଟିସ୍‌

ପୋଲାଭରମ୍‌ ପ୍ରକଳ୍ପକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି । ପ୍ରକଳ୍ପ ସହ ଜଡ଼ିତ ସମସ୍ତ ୬ଟି ରାଜ୍ୟକୁ ସୁପ୍ରିମକୋର୍ଟ ନୋଟିସ୍‌ ଜାରି କରିଛନ୍ତି । ଓଡ଼ିଶା, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ମହାରାଷ୍ଟ୍ର ଓ କର୍ଣ୍ଣାଟକକୁ ନୋଟିସ୍‌ ଜାରି କରାଯାଇଛି । ପ୍ରକଳ୍ପ ଦ୍ୱାରା କେତେ ପ୍ରଭାବିତ…

ପାଟଣାଗଡ଼ ଫିଲ୍ମକୁ ବିରୋଧ : ମୃତ ସୌମ୍ୟ ଶେଖରଙ୍କ ପରିବାର ଲୋକେ କଲେ ଆପତ୍ତି

ପାଟଣାଗଡ଼ ଚଳଚ୍ଚିତ୍ର ତିଆରିକୁ ବିରୋଧ । ଚଳଚ୍ଚିତ୍ର ତିଆରିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ସୌମ୍ୟ ଶେଖରଙ୍କ ପରିବାର । ଫିଲ୍ମ ନିର୍ମାଣ ନେଇ ତାଙ୍କ ସହ ଯୋଗାଯୋଗ କରାଯାଇନଥିବା ସେମାନେ ଅଭିଯୋଗ କରିଛନ୍ତି । ରେଞ୍ଜ ରୟାଲ ସିନେ ଲ୍ୟାବ୍‌ ସଂସ୍ଥା ଏହି ଚଳଚ୍ଚିତ୍ର ନିର୍ମାଣ କରୁଛି । ଫିଲ୍ମର…

ତାଳଚେର ଓ କଣିହାଁରୁ ଆସିଲା ସହିଦ ମାଟି

ଭୁବନେଶ୍ୱର : ଭୁବନେଶ୍ୱରରେ ହେବାକୁ ଥିବା ଓଡିଶାର ବୃହତ୍ତମ ସହିଦ ସ୍ମାରକୀ ସ୍ତମ୍ଭ ପାଇଁ ତାଳଚେର ଓ କଣିହାଁରୁ ପବିତ୍ର ମାଟି ସଂଗ୍ରହ କରାଯାଇଛି । ତାଳଚେର ସ୍ଥିତ ସହିଦ ସ୍ତମ୍ଭ ଓ କଣିହା ସ୍ୱାଧୀନତା ସଂଗ୍ରାମୀ ମେମୋରିଆଲରୁ ଏହି ପବିତ୍ର ମାଟିକୁ ସଂଗ୍ରହ କରାଯାଇ ଭୁବନେଶ୍ୱରକୁ ପଠାଯାଇଛି…

ସଚେତନ କରିବ ଟ୍ରାଫିକ ୱେବ ପୋର୍ଟାଲ

ଭୁବନେଶ୍ୱର  : ଲୋକ ସଚେତନ ହେଲେ, ଦୁର୍ଘଟଣାକୁ ରୋକାଯାଇ ପାରିବ । ଏଥିଲାଗି କମିଶନରେଟ ପୋଲିସର ଟ୍ରାଫିକ ଓ୍ଵିଙ୍ଗ୍‌ ପକ୍ଷରୁ ଏକ ୱେବ ପୋର୍ଟାଲ, 'ଭୁବନେଶ୍ୱର କଟକ ଟ୍ରାଫିକ୍‌ ପୋଲିସ୍‌ ଡଟ୍‌ ଇନ୍‌', ଲଞ୍ଚ କରାଯାଇଛି । ଏହି ପୋର୍ଟାଲରେ ରାସ୍ତା ଉପରେ ଗଲା ବେଳେ କିଭଳି ସୁରକ୍ଷିତ ଭାବେ ଯିବ…

ସମ୍ବଲପୁର : ୨୪ଟି ଥାନାରେ ଜାଗା ମାଡ଼ି ବସିଛି ଶହ ଶହ ଦାବିଦାର ନଥିବା ଗାଡ଼ି

ସମ୍ବଲପୁର : ସମ୍ବଲପୁର ଜିଲ୍ଲାର ୨୪ଟି ଥାନାରେ ବର୍ଷ ବର୍ଷ ଧରି ପଡି ରହିଛି ଅନେକ ଯାନବାହନ । ଯାହାର କେହି ଦାବିଦାର ନାହାନ୍ତି । ଅଯଥାରେ ଜାଗା ମାଡ଼ି ବସିଥିବା ଏହି ଗାଡ଼ି ସବୁ ନିଲାମ କରିବା ପାଇଁ ଦାବି ହୋଇଛି । ଗାଡ଼ି ଗୁଡିକୁ ନିଲାମ କରାଗଲେ ସରକାର ରାଜସ୍ୱ ପାଇ ପାରନ୍ତେ ବୋଲି ସାଧାରଣରେ…

ବାବାଙ୍କ ମଠ ଭାଙ୍ଗିଲେ ଲୋକେ

କଟକ : କଟକ ଜିଲ୍ଲା ନିଆଳି ଥାନା ବିଳାଶୁଣି ପଞ୍ଚାୟତର ଦହିଜଙ୍ଗା ଗାଁ । ଏଠି ଜଣେ ବାବାଙ୍କ ପତିଆରାକୁ ରୋକିଛନ୍ତି ଗାଁ ଲୋକେ । ବାବା ସଲିଲ ସ୍ୱାଇଁ ବେଆଇନ୍‌ ଭାବେ ଏକ ସରକାରୀ ଜମି ଦଖଲ କରି ତା ଉପରେ ମଠ ନିର୍ମାଣ କରିଥିଲେ । ତାହା ପୁଣି ବିଲକୁ ଯିବା ପାଇଁ ରାସ୍ତା ଉପରେ । ବାରମ୍ବାର…

ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ କ୍ୟାବିନେଟ୍ ମୋହର

ଭୁବନେଶ୍ବର : ଶେଷ ହୋଇଛି କ୍ୟାବିନେଟ୍ ବୈଠକ । ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଚାଲିଥିବା ଗୁରୁତ୍ବପୂର୍ଣ୍ଣ ବୈଠକ ଶେଷ ହୋଇଛି । ବୈଠକରେ ରାଜ୍ୟ ଖାଦ୍ୟ ସୁରକ୍ଷା ବିଲକୁ ମିଳିଲା ମଂଜୁରୀ ମିଳିଛି । ଅକ୍ଟୋବର ୨ରେ ଲାଗୁ ହେବ ଯୋଜନା । ଯୋଗ୍ୟ ହିତାଧିକାରୀ ୨ ମାସ ମଧ୍ୟରେ ଆବେଦନ…

ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର

ପୁଣି ବଢିଲା ପେଟ୍ରୋଲ୍ ଓ ଡିଜେଲ୍ ଦର । ପେଟ୍ରୋଲ୍ ଲିଟର ପିଛା ୯ ପଇସା ଏବଂ ଡିଜେଲ୍ ୧୪ ପଇସା ବୃଦ୍ଧି ପାଇଛି । ନୂଆ ଦର ଲାଗୁ ହେବା ପରେ ଭୁବନେଶ୍ୱରରେ ପେଟ୍ରୋଲ ଦର ୭୫ ଟଙ୍କା ୧୫ ପଇସା ଓ ଡିଜେଲ ୭୨ ଟଙ୍କା ୬୬ ପଇସାରେ ପହଞ୍ଚିଛି । ସେହିପରି ଦିଲ୍ଲୀରେ ପେଟ୍ରୋଲ ଦର ୭୬ ଟଙ୍କା ୨୫ ପଇସା…

ଖୋର୍ଦ୍ଧା ଖ୍ରୀଷ୍ଟିଆନ୍‌ ସାହିରୁ ଜବତ ହେଲା ବ୍ରାଉନ୍‌ ସୁଗାର

ଖୋର୍ଦ୍ଧା : ଖୋର୍ଦ୍ଧା ଖ୍ରୀଷ୍ଟିଆନ୍‌ ସାହିରୁ ବ୍ରାଉନ୍‌ ସୁଗାର ଜବତ । ୧୨୦ ଗ୍ରାମର ବ୍ରାଉନ୍‌ ସୁଗାର ପୋଲିସ୍‌ ଜବତ କରିବା ସହ ଜଣକୁ ଗିରଫ କରିଛି । ଜବତ ବ୍ରାଉନ୍‌ ସୁଗାରର ଅନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ।

ମେଣ୍ଢାଙ୍କ ରକ୍ତ ପିଇଲା କିଏ ?

ଜୟପୁର : ଅଜଣା ଜନ୍ତୁ ଆକ୍ରମଣରେ ମେଣ୍ଢା ମୃତ୍ୟୁ । ଜୟପୁର ଉପଖଣ୍ଡ ବୋରିଗୁମାର ଭୂମିଆଗୁଡା ଗ୍ରାମରେ ଅଜଣା ଜନ୍ତୁ ଆକ୍ରମଣରେ ୧୪ଟି ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ବାସିନ୍ଦା ନୀଳକଣ୍ଠ ଯାନି ଘଟଣା ନେଇ ଅଭିଯୋଗ କରିଛନ୍ତି । ଖବର ପାଇ କାଠରଗଡା ଫରେଷ୍ଟର ଗଗନ କୁମାର ଓ କର୍ମଚାରୀ…