Browsing Category

ରାଜ୍ୟ

ଗାଧୋଇବା ହେଲା କାଳ : ପୋଖରୀରେ ବୁଡି ଦୁଇ ଭଉଣୀ ମୃତ

ଢେଙ୍କାନାଳ : ପୋଖରୀରେ ଗାଧୋଇବା ହେଲା କାଳ। ବୁଡିଗଲେ ଦୁଇ ଭଉଣୀ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ତୁମୁସଂଗା ଥାନା କନ୍ତିଓ ପୁଟସାହି ଗାଁରେ ଏହି ଘଟଣା ଘଟିଛି। ସୂଚନା ଅନୁଯାୟୀ , ପୋଖରୀରେ ଗାଧଉଥଇବା ବେଳେ ଦୁଇ ଭଉଣୀ ବୁଡି ଯାଇଥିଲେ। ତୁରନ୍ତ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଅଁଳାବେରେଣୀ…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ

ଭୁବନେଶ୍ୱର: ସ୍ମାର୍ଟ ସିଟି ଅପରେସନ୍ ସେଣ୍ଟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଅନ୍ୟ ଦୁଇଟି ପ୍ରକଳ୍ପର ଉଦଘାଟନ କରିବା ସହ ଦୁଇଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବିଏମସି ଭବାନୀ ମଲର ପଞ୍ଚମ ମହଲାରେ ଭୁବନେଶ୍ୱର ଅପରେସନ୍ ସେଣ୍ଟର ରହିଛି।…

ଫୁଲବାଣୀରେ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ

ଫୁଲବାଣୀ: ବଢିଚାଲିଛି ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ। ହେଲେ ପୋଲିସ ଚୁପ୍ ବସିଛି। ଫୁଲବାଣୀ ସହରରେ ଏଭଳି ଘଟଣା ଘଟି ଚାଲିଛି। ବିଭିନ୍ନ ଅସ୍ତ୍ରଶସ୍ତ୍ର ଧରି ଦୋକାନ ଗୁଡିକରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ କରୁଛନ୍ତି। ଏହି ଅସାମାଜିକ ଯୁବକଙ୍କ ମାଡରେ ଲହୁଲୁହାଣ ହୋଇଛନ୍ତି ଅନେକ ବ୍ୟବସାୟୀ।…

ବିବାହ ପ୍ରତିଶୃତି ଦେଇ ଧୋକା: ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ

ବଲାଙ୍ଗିର: ଲଭ -ସେକ୍ସ - ଧୋକା। ଆଦିବାସୀ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ। ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ସିଂଘାମୁଣ୍ଡା ଗାଁରେ। କୁକୁଡାହାଡ ସୁନାରିପଡାର ପରମେଶ୍ୱର ସରାଫଙ୍କ ପୁଅ ମଞ୍ଜିତ ସରାଫ ପୀଡିତାଙ୍କୁ ବିବାହାର ପ୍ରତିଶୃତି ଦେଇ ଘରୁ ନେଇଥିଲା। ପରେ ନୂଆପଡାର ଭଡା…

ଟାଙ୍ଗୀରେ ହାତୀ ଆତଙ୍କ : ଆକ୍ରମଣରେ ଘର ଭାଙ୍ଗିବା ସହ ଗୋରୁ ମୃତ

କଟକ : ପୁଣିଥରେ ହାତୀ ଆକ୍ରମଣରେ ଏକ ବାଛୁରିର ମୃତ୍ୟୁ ହୋଇଛି। କଟକ ଜିଲ୍ଳା ଟାଙ୍ଗୀ ଥାନା ସ୍ଥିତ ବରପଦା ଗାଁରେ ହାତୀ ଆତଙ୍କ। ଗତ ୧୦ଦିନ ହେବ ହାତୀ ଗାଁରେ ଲୋକଙ୍କ ଘର ଭାଙ୍ଗିବା ସହ ଧାନ ଚାଉଳ ସବୁ ଖାଇଦେଉଛି । ଏହାକୁ ନେଇ ଗାଁଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ଏନେଇ ବନବିଭାଗକୁ ଖବର…

ବର୍ଷାରେ ମାୟାନଗରୀ ବେହାଲ

ମୁମ୍ବାଇ: ସହର ଭିତରେ ଲହଡ଼ି ମାରୁଛି ବର୍ଷାପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏରୁ ଅଧିକ ପାଣି ପ୍ରବାହିତ ହୋଇଛି। ବୁଡ଼ି ଯାଇଥିଲା ରାସ୍ତା ଉପରେ ରହିଥିବା ଗାଡ଼ିମୋଟର। ସହରର ବିଭିନ୍ନ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଯିବା ଆସିବା…

ଉତ୍ତର-ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ  : ରାଜ୍ୟରେ ଆହୁରି ବର୍ଷିବ ବର୍ଷା

ଭୁବନେଶ୍ବର : ଆହୁରି ବର୍ଷିବ ବର୍ଷା। ଉତ୍ତର-ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଆଭ୍ୟନ୍ତରୀଣ, ଉତ୍ତର ଓ ପଶ୍ଚିମ ଓଡ଼ିଶାରେ ମଧ୍ୟ ବର୍ଷିବ। ୧୨ ତାରିଖ ବେଳକୁ…

ତେଲ ଦରରେ ନିଆଁ : ହୁ ହୁ ହୋଇ ବଢୁଛି ପେଟ୍ରୋଲ ଓ ଡିଜେଲ ଦର !

ଭୁବନେଶ୍ବର : ଲଗାତାର ୫ ଦିନ ହେଲା ତେଲ ଦର ବଢିଛି । ଭୁବନେଶ୍ୱରରେ ପେଟ୍ରୋଲ ଲିଟର ୭୪ ଟଙ୍କା ୯୮ ପଇସା ଓ ଡିଜଲ ୭୨ ଟଙ୍କା ୭୭ ପଇସା ରହିଛି । ଗତ ଚାରି ତାରିଖରେ ପେଟୋଲ ୭୪ ଟଙ୍କା ୩୮ ଓ ଡିଜେଲ ୭୨ ଟଙ୍କା ୨୨ ପଇସା ଥିଲା । ସେପଟେ ମୁମ୍ବାଇରେ ପେଟ୍ରୋଲ ୮୩ ଟଙ୍କା ୭୫ ପଇସା ଓ ଡିଜେଲ ଦର ୭୯…

ଉତ୍ତରପ୍ରଦେଶ ଜେଲରେ ଘଟିଲା ଅଘଟଣ: କୁଖ୍ଯାତ ଅପରାଧୀଙ୍କୁ ଗୁଳି କରି ହତ୍ଯା

ଉତ୍ତରପ୍ରଦେଶ: ଯୋଗୀ ରାଜ୍ୟରେ ବିପର୍ଯ୍ୟସ୍ତ ଆଇନଶୃଙ୍ଖଳା। ଉତ୍ତରପ୍ରଦେଶର କୁଖ୍ୟାତ ମାଫିଆ ଡନ୍‌ ପ୍ରେମ୍‌ ପ୍ରକାଶ ସିଂହ ଓରଫ ମୁନ୍ନା ବଜରଙ୍ଗୀଙ୍କୁ ବାଗପତ୍‌ ଜିଲ୍ଲା ଜେଲ ଭିତରେ ଗୁଳି କରି ହତ୍ୟା। ପୂର୍ବତନ ବହୁଜନ ସମାଜ ପାର୍ଟି ବିଧାୟକ ଲୋକେଶ ଦୀକ୍ଷିତଙ୍କୁ ଦାଦା ବଟି ମାଗିବା ମାମଲାରେ…

ଘଟଗାଁ ହରିଚନ୍ଦନପୁର: ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

କେନ୍ଦୁଝର: ଘଟଗାଁ ହରିଚନ୍ଦନପୁର ଖରବା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଘରୋଇ କଳିକୁ କେନ୍ଦ୍ର କରି ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀର ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ ମୃତକଙ୍କ ନାମ କାଙ୍କଡ ମହ୍ଲାର ଥିବାବେଳେ,ଅଭିଯୁକ୍ତ ସ୍ବାମୀ ଫେରାର ଅଛନ୍ତି।

କେନ୍ଦୁଝର: ବିଶାକ୍ତ ସାପ କାମୁଡାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର

କେନ୍ଦୁଝର: ପଣ୍ଡାପଡା ଥାନା ଅନ୍ତର୍ଗତ ଭଗାମୁଣ୍ଡା ଗାଁରେ ଅଘଟଣ ବିଶାକ୍ତ ସାପ କାମୁଡାରେ ସ୍ୱାମୀ ମୃତ ସ୍ତ୍ରୀ ଗୁରୁତର କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି। ଗତକାଲି ରାତି ୩ ଟା ସମୟରେ ଶୋଇଥିବା ବେଳେ ରଙ୍ଗାଧର ବାରିକ ଓ ପୁରୁଡି ବାରିକଙ୍କୁ ଏକ ବିସାକ୍ତ ସାପକାମୁଡି ପକାଇଥିଲା। ସେମାନେ…

ରେଢାଖୋଲରେ ଭାରସାମ୍ୟ ହରାଇ ଓଲଟିଲା ବସ୍‌

ସମ୍ବଲପୁର: ଭାରସାମ୍ୟ ହରାଇ ଓଲଟିଲା ବସ୍‌। ରେଢାଖୋଲ ଲୁହାପଙ୍କରେ ବସ୍‌ ଦୁର୍ଘଟଣାରେ ୯ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଛି। ନାଇଟ୍‌ କୋଚ୍‌ ବସ୍‌ଟି ଭୁବନେଶ୍ୱରରୁ ବେଲପାହାଡ ଯାଉଥିବା ସମୟରେ ଭାରସାମ୍ୟ…