Below header
Browsing Category

ରାଜ୍ୟ

ଶୁଖୁନି ମାଆ ଆଖିରୁ ଲୁହ : ତିନି ଦିନ ହେଲା ଦୁଇ ପୁଅ ନିଖୋଜ

କଟକ : ତିନି ଦିନ ହେବ ଦୁଇ ପୁଅ ନିଖୋଜ । ପୁଅର ଫେରିବା ବାଟକୁ ଚାହିଁ ଚାହିଁ ମାଆ ଆଖିରୁ ଲୁହ ଶୁଖୁନି । ଘଟଣା ଘଟିଛି କଟକ ନିଆଳି ଥାନା ଗୁହାଳକୂଳ ଗାଁରେ । ଗତ ୧ ତାରିଖରୁ ଗାଁର ଶିବ ପ୍ରସାଦ ଜେନାଙ୍କ ଦୁଇ ପୁଅ ନିଖୋଜ ହୋଇଯାଇଛନ୍ତି । ସ୍କୁଲରୁ ଆସି ଖେଳିବାକୁ ଯାଇଥିଲେ, ହେଲେ ଘରକୁ…

ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ : ଗିରଫ ହେଲେ ୨ ଅଭିଯୁକ୍ତ

ମାଲକାନଗିରି : ଅପହରଣ ପରେ ନାବାଳିକଙ୍କୁ ଗଣଦୁଷ୍କର୍ମ ଅଭିଯୋଗ । ବନ୍ଧା ହେଲା ୨ ଅଭିଯୁକ୍ତ । ଅଭିଯୋଗର ୨ ଘଣ୍ଟା ଭିତରେ କାର୍ୟ୍ୟାନୁଷ୍ଠାନ ନେଇଛି ପୋଲିସ । କାଳିମେଳା ଥାନା ଏରବାନପାଲି ଗାଁରେ ଏହି ଘଟଣା ଘଟିଛି । ଗିରଫ ଅଭିଯୁକ୍ତମାନେ ହେଲେ କଡେଲମେଟଲା ଗାଁର ସମା ମାଡକାମୀ ଓ ବୁଦ୍ରା…

ଆଜି କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଆଜି କଟକରେ ସ୍କିଲ୍ ମ୍ୟୁଜିୟମର ଉଦ୍ଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ଏହାର ଉଦଘାଟନ କାର୍ୟ୍ୟକ୍ରମ ହେବ । ଆଇଟିଆଇ ଛାତ୍ରଛାତ୍ରୀଙ୍କ ପାଇଁ ସୁଯୋଗ ଓ ସମ୍ଭାବନା ବୃଦ୍ଧି ଦିଗରେ ଏହା ଏକ ଅଗ୍ରଣୀ ଚିନ୍ତାଧାରା । ଦକ୍ଷତାର…

ସ୍କୁଲ ବସ୍ ଦିଅ, ପାଠ ପଢ଼ିବାକୁ ଯିବୁ, ବହୁ ହଇରାଣ ହେବାକୁ ପଡୁଛି : ଛାତ୍ରଛାତ୍ରୀ

କେନ୍ଦୁଝର : ସ୍କୁଲ ବସ୍ ଦିଅ । ପାଠ ପଢ଼ିବାକୁ ଯିବୁ । ବହୁ ହଇରାଣ ହେବାକୁ ପଡୁଛି । ଏଭଳି ଦାବିରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଛାତ୍ରଛାତ୍ରୀ । ବଡ଼ବିଲ୍ ସେରେଣ୍ଡାଠାରେ ୨ଶହରୁ ଅଧିକ ଛାତ୍ରଛତ୍ରୀ ଧାରଣାରେ ବସିଛନ୍ତି । ସେମାନଙ୍କ ସହ ସାମିଲ ହୋଇଛନ୍ତି ଅଭିଭାବକ । ଆନ୍ଦୋଳନ ଯୋଗୁ ସେରେଣ୍ଡାର…

ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ହେବେ ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ

ଭୁବନେଶ୍ବର : ଜଷ୍ଟିସ୍ କଲପେଶ ସତ୍ୟେନ୍ଦ୍ର ଜାଭେରୀ ହେବେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜଷ୍ଟିସ୍ ଜାଭେରୀଙ୍କୁ ନିଯୁକ୍ତି ଦେଇଛନ୍ତି । ଜଷ୍ଟିସ୍ ଜାଭେରୀଙ୍କ ନିଯୁକ୍ତି ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ…

ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆନ୍ଦୋଳନ : ସ୍କୁଲ ଗେଟକୁ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ

ଢ଼େଙ୍କାନାଳ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ବଦଳି ଦାବିରେ ଆନ୍ଦୋଳନ । ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଘଟଣା ଦେଖିବାକୁ ମିଳିଛି ଭୁବନ ବ୍ଲକ ଭୁଷଳ ନୋଡାଲ୍ ୟୁପି ସ୍କୁଲରେ । ସକାଳୁ ସକାଳୁ ଛାତ୍ରଛାତ୍ରୀ ଓ ଅଭିଭାକ ସ୍କୁଲ ଗେଟରେ ତାଲା ପକାଇ ଦେଇଛନ୍ତି । ଅଭିଯୋଗ…

ସର୍ଦ୍ଦାର ରାଜାସ୍‌ ମେଡିକାଲ୍‌ କଲେଜ ଅନିୟମିତତା ମାମଲା : ଗିରଫ ଟ୍ରଷ୍ଟି ଏ. ଜନସେଲ୍‌ ରାଜାଙ୍କୁ ଓଡ଼ିଶା ଆଣିଲା…

କଳାହାଣ୍ଡି : ଜାରିଙ୍ଗ୍ ସର୍ଦ୍ଦାର ରାଜାସ୍ ମେଡିକାଲ୍ କଲେଜ ଅନିୟମିତତା ମାମଲାରେ ଗିରଫ ସେଲଭମ୍ ଚାରିଟେବୁଲ୍ ଟ୍ରଷ୍ଟର ଟ୍ରଷ୍ଟି ଏ. ଜନସେଲ୍ ରାଜାଙ୍କୁ ଓଡ଼ିଶା ଆଣିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲ୍ୟୁ । ଗତକାଲି ତାଙ୍କୁ ଜୁନାଗଡ଼ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା । ଏହାପରେ ଆସନ୍ତା ୧୩…

ଆଉ ପାଦେ ଆଗେଇଛି ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା

ଭୁବନେଶ୍ବର : ଆଉ ପାଦେ ଆଗେଇଛି ରାଜ୍ୟରେ ବିଧାନ ପରିଷଦ ଗଠନ ପ୍ରକ୍ରିୟା । ମୁଖ୍ୟମନ୍ତ୍ରୀଙ୍କୁ ଏସମ୍ପର୍କିତ ରିପୋର୍ଟ ଦେଇଛି ବିଧାନ ପରିଷଦ ଅନୁଧ୍ୟାନକାରୀ କମିଟି । କମିଟି ଅଧ୍ୟକ୍ଷ ନୃସିଂହ ସାହୁ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଇଛନ୍ତି । ଏହି କମିଟି ୪ଟି ରାଜ୍ୟ ବିହାର, ତେଲେଙ୍ଗାନା,…

ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ : ୮ ଜିଲ୍ଲାପାଳଙ୍କ ବଦଳି

ଭୁବନେଶ୍ବର : ପ୍ରାଶାସନିକ ସ୍ତରରେ ବଡ଼ ଧରଣର ଅଦଳ ବଦଳ । ୮ ଜିଲ୍ଲାପାଳ ସହ ଉତ୍ତରାଞ୍ଚଳ ଆରଡିସିଙ୍କ ବଦଳି ହୋଇଛି । ମହେନ୍ଦ୍ର କୁମାର ମଲ୍ଲିକ ହେଲେ ଉତ୍ତରାଞ୍ଚଳ ଆରଡିସି । କେନ୍ଦ୍ରାଞ୍ଚଳ ଆରଡିସିର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ ମହେନ୍ଦ୍ର କୁମାର । ଉତ୍ତରାଞ୍ଚଳ ଆରଡିସି ଥିବା…

ପୁଣି ବ୍ୟାଙ୍କ ଡକାୟତି : ୧୧ ଲକ୍ଷ ଲୁଟି ନେଲେ ଦୁର୍ବୃତ୍ତ

ସମ୍ବଲପୁର : ପୁଣି ବ୍ୟାଙ୍କ ଡକାୟତି । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଯମନକିରା ଆନ୍ଧ୍ରା ବ୍ୟାଙ୍କରୁ ବନ୍ଧୁକ ମୂନରେ ଲୁଟ ହୋଇଛି । ୧୦ଲକ୍ଷ ୯୩ ହଜାର ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ । ୩ ଜଣ ଦୁର୍ବୃତ୍ତ ଏକ ପଲସର ଗାଡିରେ ଆସି ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଭୟଭିତ କରି ଲୁଟ୍‌…

ଗୁରୁପ୍ରିୟା ସେତୁ ନିର୍ମାଣରେ ଆର୍ଥିକ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଭେଟିଲା ବିଜେପି ପ୍ରତିନିଧି ଦଳ

ଭୁବନେଶ୍ବର : ଗୁରୁପ୍ରିୟା ସେତୁ ନିର୍ମାଣରେ ଆର୍ଥିକ ଅନିୟମିତତା ନେଇ ରାଜ୍ୟପାଳଙ୍କୁ ଭେଟିଛି ବିଜେପି ପ୍ରତିନିଧି ଦଳ । ଘଟଣାର ସିବିଆଇ ତଦନ୍ତ ପାଇଁ ଦଳ ଦାବି କରିଛି । ଗୁରୁପ୍ରିୟା ସେତୁ ନିର୍ମାଣ ପାଇଁ ପ୍ରଥମେ ଗେମନ ଇଣ୍ଡିଆକୁ ରାଜ୍ୟ ସରକାର କାମ ଦେଇଥିଲେ । ତେବେ ସଂସ୍ଥା ଏହି ଟଙ୍କାରେ…

ରାସ୍ତା ଉପରେ ଶବ ରଖି କ୍ଷତିପୂରଣ ଦାବି

ମୋହନା : ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ କଳାମେରୀଠାରେ ଶବ ରଖି ରାସ୍ତା ଅବରୋଧ । କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ବ୍ରହ୍ମପୁର-ପାରଳାଖେମୁଣ୍ଡି ମୁଖ୍ୟ ରାସ୍ତାକୁ ଅବରୋଧ କରିଛନ୍ତି । ପୋଲିସ୍‌ ଓ ପ୍ରଶାସନିକ ଅଦିକାରୀ ଆସି ଲୋକଙ୍କୁ ବୁଝାସୁଝା କରୁଛନ୍ତି । ଗତକାଲି ଟିପର ଧକ୍କାରେ…