Below header

ଓଡ଼ିଶାରେ ଡରାଇଲାଣି କୋଭିଡ୍‌-୧୯: ୨୪ ଘଣ୍ଟାରେ ୧୨୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ବର: ପୁଣି ଚହଳ ପକାଇଛି କୋଭିଡ୍‌-୧୯ । ମହାରାଷ୍ଟ୍ରରୁ ଆରମ୍ଭ କରି ଦେଶର ପ୍ରାୟ ୧୨ଟି ରାଜ୍ୟରେ କେଉଁଠି ଲକ୍‌ଡାଉନ୍‌ ତ କେଉଁଠି ସଟ୍‌ଡାଉନ୍‌ କଟକଣା ଜାରି ହୋଇଛି । ସେହିଭଳି ଓଡ଼ିଶାରେ ମଧ୍ୟ ଡରାଇଲାଣି କୋଭିଡ୍‌-୧୯ ।

ପୁଣି ଚଳିତ ମାର୍ଚ୍ଚରେ କଡ଼ ଲେଉଟାଇଲାଣି କରୋନା। ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଛି । ୨୪ ଘଣ୍ଟାରେ ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୭୧ ଓ ୪୯ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି । କଟକରୁ ସର୍ବାଧିକ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.