ଭୁବନେଶ୍ବର: ପୁଣି ଚହଳ ପକାଇଛି କୋଭିଡ୍-୧୯ । ମହାରାଷ୍ଟ୍ରରୁ ଆରମ୍ଭ କରି ଦେଶର ପ୍ରାୟ ୧୨ଟି ରାଜ୍ୟରେ କେଉଁଠି ଲକ୍ଡାଉନ୍ ତ କେଉଁଠି ସଟ୍ଡାଉନ୍ କଟକଣା ଜାରି ହୋଇଛି । ସେହିଭଳି ଓଡ଼ିଶାରେ ମଧ୍ୟ ଡରାଇଲାଣି କୋଭିଡ୍-୧୯ ।
ପୁଣି ଚଳିତ ମାର୍ଚ୍ଚରେ କଡ଼ ଲେଉଟାଇଲାଣି କରୋନା। ଆଜି ପୁଣି ସଂକ୍ରମିତଙ୍କ ସଂଖ୍ୟା ଶହେ ଟପିଛି । ୨୪ ଘଣ୍ଟାରେ ୧୨୦ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନ୍ରୁ ୭୧ ଓ ୪୯ଟି ଲୋକାଲ କଣ୍ଟାକ୍ଟ କେସ୍ ରହିଛି । କଟକରୁ ସର୍ବାଧିକ ୨୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
Covid-19 Report For 19th March
New Positive Cases: 120
In quarantine: 71
Local contacts: 49(Details of local contacts will be shared by concerned Dist Administration)
District Wise Cases:
1. Angul: 1
2. Balasore: 4
3. Bargarh: 1
4. Bhadrak: 3
5. Balangir: 2— I & PR Department, Odisha (@IPR_Odisha) March 20, 2021
6. Cuttack: 26
7. Dhenkanal: 1
8. Ganjam: 4
9. Jagatsinghpur: 1
10. Jajpur: 4
11. Jharsuguda: 3
12. Kalahandi: 1
13. Kendrapada: 2
14. Keonjhar: 1
15. Khurda: 14
16. Mayurbhanj: 15
17. Nawarangpur: 1
18. Nuapada: 1
19. Puri: 3
20. Rayagada: 3— I & PR Department, Odisha (@IPR_Odisha) March 20, 2021
21. Sambalpur: 10
22. Sundargarh: 16
23. State Pool: 3New recoveries: 71
Cumulative tested: 8762607
Positive: 338719
Recovered: 335994
Active cases: 754— I & PR Department, Odisha (@IPR_Odisha) March 20, 2021