ଆଜି ରାଜ୍ଯରେ ୩୦ଟି ଜିଲ୍ଲାରୁ ୨୯୯୩ କରୋନା ପଜିଟିଭ୍ ଚିହ୍ନଟ, ୪୦୦ ଟପିଲା ମୃତକଙ୍କ ସଂଖ୍ୟା

ଭୁବନେଶ୍ବର: ଆଜି ରାଜ୍ଯରେ ୨୯୯୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସମୁଦାୟ ୩୦ଟି ଜିଲ୍ଲାରୁ ଏହି ସମସ୍ତ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ କ୍ବାରେଣ୍ଟାଇନରୁ ୧୮୭୯ ଏବଂ ଲୋକାଲ୍ କେସରୁ ୧୧୧୪ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ଯରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ଯା ୭୮,୫୩୦ ରେ ପହଁଚିଛି। ଏମାନଙ୍କ ୫୨,୨୭୬ ସୁସ୍ଥ ହୋଇ ସାରିଥବା ବେଳେ, ବିଭିନ୍ନ କୋଭିଡ୍ ହସ୍ପିଟାଲରେ ୨୫,୭୯୨ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୦୬ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
Covid-19 Report For 22nd August
New Positive Cases: 2993
In quarantine: 1879
Local contacts: 1114(Details of local contacts will be shared by concerned District Administration)
District Wise Cases
1. Angul: 21
2. Balasore: 115
3. Bargarh: 98
4. Bhadrak: 92
5. Balangir: 62— I & PR Department, Odisha (@IPR_Odisha) August 23, 2020
ସେହିପରି ଅନୁଗୁଳରୁ ୨୧, ବାଲେଶ୍ବରରୁ ୧୧୫, ବରଗଡରୁ ୯୮, ଭଦ୍ରକରୁ ୯୨, ବଲାଙ୍ଗିରରୁ ୬୨, ବୌଦ୍ଧରୁ ୯, କଟକରୁ ୧୫୮, ଢେଙ୍କାନାଳରୁ ୬୦, ଗଜପତିରୁ ୪୩, ଗଞ୍ଜାମରୁ ୨୭୧, ଜଗତସିଂହପୁରରୁ ୪୬, ଯାଜପୁରରୁ ୧୨୧, ଝାରସୁଗୁଡା ୪୩, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୫୮, କେନ୍ଦ୍ରାପଡାରୁ ୪୩, କେନ୍ଦୁଝରରୁ ୬୩, କୋରାପୁଟରୁ ୯୫, ମାଲକାନଗିରିରୁ ୮୫, ମୟୁରଭଞ୍ଜରୁ ୧୨୦, ନବରଙ୍ଗପୁରରୁ ୬୮, ନୟାଗଡରୁ ୧୫୩, ନୂଆପଡାରୁ ୧୧, ପୁରୀରୁ ୧୫୬, ରାୟଗଡାରୁ ୧୩୭, ସମ୍ବଲପୁରରୁ ୧୦୪, ସୋନପୁରରୁ ୪୦ ଏବଂ ସୁନ୍ଦରଗଡରୁ ୭୦ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
6. Boudh: 9
7. Cuttack: 158
8. Deogarh: 9
9. Dhenkanal: 60
10. Gajapati: 43
11. Ganjam: 271
12. Jagatsinghpur: 46
13. Jajpur: 121
14. Jharsuguda: 43
15. Kalahandi: 36
16. Kandhamal: 58
17. Kendrapada: 43
18. Keonjhar: 63
19. Khurda: 606
20. Koraput: 95
21. Malkangiri: 85— I & PR Department, Odisha (@IPR_Odisha) August 23, 2020
ସେହିପରି ରାଜ୍ୟରେ ଆଜି ୧୦ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ କୋଭିଡ୍ ଜନିତ ମୃତ୍ୟୁସଂଖ୍ୟା ୪୦୯ ରେ ପହଁଚିଛି। ଏମାନଙ୍କ ଭିତରୁ ଗଞ୍ଜାମ ୩, ରାୟଗଡା ଓ କଟକରୁ ୨ଜଣଙ୍କର ମୃତ୍ଯୁ ହୋଇଛି । ସେହିପରି ବଲାଙ୍ଗିର,ନୟାଗଡ ଓ ଗଜପତିରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ଯୁ ହୋଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
22. Mayurbhanj: 120
23. Nawarangpur: 68
24. Nayagarh: 153
25. Nuapada: 11
26. Puri: 156
27. Rayagada: 137
28. Sambalpur: 104
29. Sonepur: 40
30. Sundargarh: 70New Recoveries: 1773
Cumulative Tested: 1302711
Positive: 78530
Recovered: 52276
Active Cases: 25792— I & PR Department, Odisha (@IPR_Odisha) August 23, 2020