ଭୁବନେଶ୍ୱରରୁ ୯ କରୋନା ପଜିଟିଭ୍ ଚିହ୍ନଟ

ଏମାନଭୁବନେଶ୍ୱର: ଆଜି ଭୁବନେଶ୍ୱରରୁ ୯ କରୋନା ପଜିଟିଭ୍ ଚିହ୍ନଟ। ଏମାନଙ୍କ ଭିତରୁ କ୍ୱାରେଣ୍ଟିନରୁ ୪ଜଣ ଏବଂ ୫ଜଣ ଲୋକାଲ କେସ୍ । ସୂଚନା ଅନୁଯାୟୀ, ଆଜି ପର୍ଯ୍ୟନ୍ତ ଓଡିଶାର ରାଜଧାନୀରେ ମୋଟ ୭୨ କରୋନା ସକରାତ୍ମକ ମାମଲା ରହିଛି।

ସୂଚନା ଅନୁଯାୟୀ,ରାଜ୍ୟରେ ଆଜି ସକାଳେ ଚିହ୍ନଟ ହୋଇଥିଲେ ୧୭୪ ନୂଆ କରୋନା ଆକ୍ରାନ୍ତ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଥିଲା। ତେବେ ଏହି ୧୭୪ ନୂଆ କରୋନା ଆକ୍ରାନ୍ତଙ୍କ ଭିତରୁ ୧୪୬ଜଣ କ୍ବାରେଣ୍ଟାଇନରେ ଥିବାବେଳେ, ୨୮ଜଣ ସ୍ଥାନୀୟ ବାସିନ୍ଦା ରହିଥିଲେ । ମୋଟ୍ ୧୮ ଜିଲ୍ଲାରୁ ଏହି ୧୭୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.