Below header

ଆଜି ରାଜ୍ୟରେ ସୁସ୍ଥ ହେଲେ ୧୩୦୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର(କେନ୍ୟୁଜ୍‌) : ଆଜି ରାଜ୍ୟରେ ମୋଟ୍ ୧୩୦୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କଟକରୁ ସର୍ବାଧିକ ୧୦୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥ ସଂଖ୍ୟା ୩ ଲକ୍ଷ ୧୭୭୭ ଛୁଇଁଛି ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଟ୍ଵିଟରରୁ ପ୍ରକାଶ ପାଇଛି ।


ସେହିପରି ଖୋର୍ଦ୍ଧାରୁ ୯୬ ଜଣ, ସୁନ୍ଦରଗଡ଼ ୯୭, ମୟୁରଭଞ୍ଜ ୧୦୧, ପୁରୀ ୩୪, ଜଗତ୍‌ସିଂହପୁର ୫୫, ବରଗଡ ୩୭, ଯାଜପୁର ୩୦, କେନ୍ଦ୍ରାପଡା ୫୩, ବାଲେଶ୍ୱର ୫୪, ଅନୁଗୁଳ ୧୦୩, ବଲାଙ୍ଗିର ୪୬, କେନ୍ଦୁଝରରୁ ୫୦, ଓ ନୂଆପଡ଼ାରୁ ୩୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ସେହିପରି ସମ୍ବଲପୁରରୁ ୩୨, କଳାହାଣ୍ଡି ୪୭, କୋରାପୁଟ ୩୮, ଭଦ୍ରକ ୨ ଓ ନୟାଗଡ଼ରୁ ୪୦ ଜଣ, ସୋନପୁର ୨୫ ଢ଼େଙ୍କାନାଳ ୧୧ ମାଲ୍‌କାନଗିରିରୁ ୧୦ ଲେଖାଏଁ, ନବରଙ୍ଗପୁର ୨୨ ଓ ଗଞ୍ଜମରୁ ୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।


ଏଥିସହ କନ୍ଧମାଳରୁ ୦୯ ଜଣ,ଝାରସୁଗଡ଼ାରୁ ୮୬, ବୈାଦ୍ଧ ୭, ରାୟଗଡା ୧୪, ଦେଓଗଡ ୦୩, ଗଜପତି ୦୪ ଓ ରାଜ୍ୟ ପୁଲ୍‌ରୁ ୨୬ ଜଣ କରୋନା ଆକ୍ରାନ୍ତ ଆରୋଗ୍ୟ ଲାଭ କରିଛନ୍ତି । ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟର ମୋଟ ସୁସ୍ଥ ସଂଖ୍ୟା ୩୦୧୭୭୭ ରେ ପହଞ୍ଚିଥିବା ଜଣାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.