Below header

କରୋନା ଯୋଗୁଁ ଦେଶରେ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଲା, ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ : ଚୀନ୍‌ରେ କରୋନା ଭାଇରାସ ଯୋଗୁ ଦେଶରେ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଛି । କରୋନା ଯୋଗୁଁ ମୃତ୍ୟୁ ସଂଖ୍ୟା ୧୦୯ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ୫୦୫ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିକିତ୍ସାଧିନ ଅଛନ୍ତି ୩୫୭୭। ସୁସ୍ଥ ହୋଇଛନ୍ତି ୨୭୫ ଜଣ। ଦେଶରେ ୨୭୪ଟି ଜିଲ୍ଲାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି।

corona positiveମହାରାଷ୍ଟ୍ରରେ ଆକ୍ରାନ୍ତଙ୍କ ସଂଖ୍ୟା ୫ଶହ ପାଖାପାଖି। ତାମିଲନାଡୁରେ ୪୮୫, ଦିଲ୍ଲୀରେ ୪୫୫, କେରଳରେ ୩୦୦ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ବର୍ତ୍ତମାନ ଦେଶରେ, ପ୍ରତି ୪.୧ ଦିନରେ କୋଭିଡ୍‌-୧୯ ସଂଖ୍ୟା ଦୁଇ ଗୁଣା ହେଉଛି । ଜମାତ ପାଇଁ କେବଳ ୩୦ ପ୍ରତିଶତ ମାମଲା ବଢିଛି। ତେଣୁ ଫେସ୍‌ ମାସ୍କ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.