ଭାରତର କରୋନା ଯୋଦ୍ଧା, ଭ୍ୟାକ୍ସିନ ବାହାର କରିବା ପାଇଁ ନିଜ ଶରୀରରେ ଇଞ୍ଜେକ୍ଟ କରାଇଲେ କରୋନା ଭାଇରସ୍, ଦେଖନ୍ତୁ ଭିଡିଓ

କରୋନା ଭାଇରସ୍ ଆଜି ସାରା ମାନବ ଜାତି ଉପରେ ଭାରି ପଡ଼ିଯାଇଛି । ବିଶ୍ୱରେ ପ୍ରାୟ 200 ରୁ ଅଧିକ ଦେଶ ଏହି ମାରାତ୍ମକ ଭାଇରସ୍ କବଳରେ ଆସି ସାରିଛି । ସାରା ଦୁନିଆର ରିସର୍ଚ୍ଚ ସେଣ୍ଟର, ବୈଜ୍ଞାନିକ, ମେଡିକାଲ ଟିମ୍, ଡାକ୍ତରମାନେ କରୋନାର ଭ୍ୟାକ୍ସିନ ଖୋଜିବାରେ ଲାଗି ପଡ଼ିଛନ୍ତି ।

video courtesy “youtube”

ବିଶ୍ୱର ଅନେକ ଦେଶ କରୋନା ସହ ସଂଘର୍ଷ କରୁଥିବା ବେଳେ ଡାକ୍ତର୍, ମେଡିକାଲ ଟିମ୍ ଓ ସୁରକ୍ଷାକର୍ମୀ ଏହି ଯୁଦ୍ଧରେ ସାମିଲ ହୋଇଛନ୍ତି । ତେବେ ଏହା ମଧ୍ୟରେ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ସାମ୍ନାକୁ ଆସିଛି ଯାହା ଦେଖିଲେ ଆପଣ ଆଶ୍ଚର୍ଯ୍ଯ ହୋଇଯିବେ । ଭିଡିଓ ଅନୁଯାୟୀ ନେଦରଲ୍ୟାଣ୍ଡରେ ରହୁଥିବା ଜଣେ ଭାରତୀୟ ନିଜ ଦେହରେ କରୋନା ଭାଇରସ୍ ଇଞ୍ଜେକ୍ଟ କରାଇଛନ୍ତି କେବଳ ଏଥିପାଇଁ ଯେ ସେ ଡାକ୍ତରମାନଙ୍କୁ କରୋନା ଭ୍ୟାକ୍ସିନ ଖୋଜିବାରେ ସାହାଯ୍ଯ କରିପାରିବେ । ତେବେ ସେ ଦାବି କରିଛନ୍ତି ଯେ କରୋନା ଭାଇରସର ଏହି ଇଞ୍ଜେକସନ୍ ସେ ନିଜ ଇଚ୍ଛାରେ ଶରୀରରେ ଲଗାଇଛନ୍ତି । ଏହି ଭିଡିଓରେ ସେ କରୋନା ସହ ଜଡିତ ଅନେକ ଗୁଜବ ବିଷୟରେ ମଧ୍ଯ କହିଛନ୍ତି । ସେ ନିଜର ପୁରା କାହାଣୀ ଏହି ଭିଡିଓରେ ସେୟାର କରିବା ସହିତ କରୋନା ଭାଇରସ ବିଷୟରେ ମଧ୍ଯ ଅନେକ ସୂଚନା ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.