Below header

ଆଉ ଜଣେ ପଜେଟିଭ୍ ଚିହ୍ନଟ ପରେ ରାଜଧାନୀରେ ବଢ଼ିଲେ ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର (କେ ନ୍ୟୁଜ୍‌) : ରାଜଧାନୀରେ ଆଉ ଜଣେ କରୋନା ପଜେଟିଭ୍ । ଗତକାଲି ସନ୍ଧ୍ୟାରେ ୩ ଜଣ ଚିହ୍ନଟ ପରେ ଆଜି ଆଉ ଜଣେ ଚିହ୍ନଟ ହୋଇଛନ୍ତି । ଆଜି ଦିନରେ ରାଜ୍ୟରେ ମୋଟ୍ ୫୨ ଜଣ ସଂକ୍ରମିତଙ୍କ ତାଲିକା ଆସିଛି । ତେବେ ଆଜି ସନ୍ଧ୍ୟାରେ ଚିହ୍ନଟ ୨୫ ଜଣଙ୍କ ମଧ୍ୟରୁ ୨୪ ଜଣ ଗଞ୍ଜାମ ଜିଲ୍ଲାର । ଏମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ଆସିବା ବାକି ଅଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.