ପୁରୀ ପିପିଲି ଅଂଚଳରେ ଜଣେ ଚିହ୍ନଟ ପରେ ଗ୍ରାମକୁ ସିଲ କଲା ପ୍ରଶାସନ

ପୁରୀ : ପୁରୀ ଜିଲ୍ଲା ପିପିଲି ତହସିଲ ଅନ୍ତର୍ଗତ ଏକ ଗ୍ରାମକୁ ସ୍ଥାନୀୟ ପ୍ରଶାସନ ସିଲ କରିଛି । ପୁରୀ ଜିଲ୍ଲାରେ ଚିହ୍ନଟ ହୋଇଥିବା ପ୍ରଥମ କରୋନା ଆକ୍ରାନ୍ତ ଏଠାକାର ବୋଲି ଜଣାପଡିବା ପରେ ଉପଜିଲ୍ଲାପାଳ ଗ୍ରାମକୁ ସିଲ କରିଛନ୍ତି ପୁରୀ । ଆକ୍ରାନ୍ତଙ୍କୁ ଓ ତାଙ୍କ ପରିବାରକୁ କ୍ଵାରେନଟାଇନରେ ରଖା ଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.